Movie prime

ଦିଲ୍ଲୀ ରେ ବି ଡାକ୍ତର ପାରିଲେନି,ପିଣ୍ଟୁ ଙ୍କୁ ହାଇଦ୍ରାବାଦ କରାଗଲା ସ୍ଥାନାନ୍ତର

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେ ଜଗତର କଳାକାରମାନଙ୍କ ବିଷୟରେ ଅନେକ ଖବର ଜାଣିପାରିବେ ।
ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ କଳାକାର ପିଣ୍ଟୁ ନନ୍ଦଙ୍କୁ ଜାଣିଥିବେ । ଏହି ଅଭିନେତା ଜଣଙ୍କ ତାଙ୍କ ଅଭିନୟ ମାଧ୍ୟମରେ ଲୋକମାନଙ୍କର ପ୍ରିୟ ହୋଇଛନ୍ତି ।
ଏହି ଅଭିନେତା ଜଣଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ଆପଣମାନେ ସବୁ ଖବର ଜାଣିଥିବେ । ଏହି ଅଭିନେତା ଜଣଙ୍କ ଲିଭର ଜନିତ ରୋଗରେ ପୀଡିତ ଅଛନ୍ତି ।
ଏହି ଅଭିନେତା ଜଣଙ୍କ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଆଉ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ହେଲା ନାହିଁ ।
ଆଉ ତାଙ୍କର ଅପରେସନ ହୋଇ ଲିଭର ଟ୍ରାନ୍ସପେଟ କରାଯିବ ବୋଲି ଭୁବନେଶ୍ୱରର ଘରୋଇ ହସ୍ପିଟାଲରୁ ତାଙ୍କୁ ଦିଲ୍ଲୀର ମେଡିକାଲ ଯିବାକୁ କୁହାଯାଇଥିଲା ।
ଆଉ ଏବେ ସେ ଦିଲ୍ଲୀରେ ଅଛନ୍ତି । ଆଉ ଦିଲ୍ଲୀର ଏକ ବେସରକାରୀ ମେଡ଼ିକାଲରେ ତାଙ୍କର ଚିକିତ୍ସା ଚାଲୁଛି । ଏବେ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଏବେ ଖବର ଆସିଛି କି ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି ।
ଆଉ ଦିଲ୍ଲୀର ଏହି ମେଡିକାଲ ତାଙ୍କର ଚିକିତ୍ସା କରିପାରୁ ନାହିଁ । ଏବେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ମିଳିଛି । ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ନିଆଯିବ ।
ଏବେ ପିଣ୍ଟୁ ନନ୍ଦଙ୍କ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ଆସିଛି । ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡିତ ଅଛନ୍ତି ।
ଆଉ ତାଙ୍କର ଲିଭର ବଦଳାଯିବ । କିନ୍ତୁ ତାଙ୍କୁ କୌଣସି ଲିଭର ଡୋନର ମିଳି ନାହାଁନ୍ତି । ଏପର୍ଯ୍ୟନ୍ତ ପିଣ୍ଟୁ ନନ୍ଦଙ୍କୁ ଲିଭର ମିଳିପାରି ନାହିଁ ।
ଆଉ ତାଙ୍କ ଅପରେସନ ପାଇଁ ଯେତିକି ଟଙ୍କା ସରକାର ତାଙ୍କ ପାଖରେ ସେତିକି ଟଙ୍କା ବି ନାହିଁ । ଆଉ ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ସେ ହାଇଦ୍ରାବାଦ କିମ୍ବା ଚେନ୍ନାଇ ସ୍ଥାନାନ୍ତରଣ ହୋଇପାରନ୍ତି ।