Movie prime

ଆଶା ଛାଡ଼ି ଦେଲନି ପିଣ୍ଟୁ, ୟେ ମେଡିକାଲ୍ ରୁ ସେ ମେଡିକାଲ୍ ହେଇ ହେଇ ଥକି ଗଲେଣି ପିଣ୍ଟୁ, ପ୍ରତିଦିନ ଯାଉଚି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହେଲେ ବି...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପିଣ୍ଟୁ ନନ୍ଦ ହେଉଛନ୍ତି ଜଣେ ଆଗ ଧାଡ଼ିର ଅଭିନେତା। ସେ ଓଲିଉଡ଼ ଜଗତକୁ ମଧ୍ୟ ଅନେକ ଗୁଡ଼ିଏ ହିଟ୍ ସିନେମା ମାନ ଭେଟି ଦେଇଛନ୍ତି।
ଓଲିଉଡ଼ ଜଗତ ସହ ସେ ଅନେକ ଦିନ ଧରି ଜଡ଼ିତ ମଧ୍ୟ। ଅନେକ ଦିନ ଧରି ବହୁତ୍ ଗୁଡେ ସିନେମା ମାଧ୍ୟମରେ ସେ ଲୋକ ମାନଙ୍କୁ ମନୋରଞ୍ଜନ କରି ଆସୁଛନ୍ତି। ହେଲେ ଆଜି ତାଙ୍କ ଦେହ ଅସୁସ୍ଥ।
ସେ କିଡନୀ ଜନିତ ରୋଗରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦୁଇଟି ଯାକ କିଡନୀ ମଧ୍ୟ ସମ୍ପୁର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଛି। ଏଥି ପାଇଁ ଏବେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଛନ୍ତି।
ଖୁବ ଶୀଘ୍ର ତାଙ୍କର କିଡନୀ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଯାଉଛି। କିଡନୀ ପ୍ରତିରୋପଣ ପରେ ହିଁ ସେ ସମ୍ପୁର୍ଣ୍ଣ ଭାବରେ ସୁସ୍ଥ ହୋଇ ଯିବେ ବୋଲି ଜଣା ପଡିଛି। ଏଥିପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କା ର ଦରକାର ଥିଲା।
ଯାହାକି ବୋଧ ହୁଏ ଏବେ ପୂର୍ଣ୍ଣ ହୋଇ ଯାଇଛି। ପିଣ୍ଟୁ ନନ୍ଦ କିଛି ଦିନ ଦିଲ୍ଲୀରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କର ଉନ୍ନତମାନର ଚିକିତ୍ସା ପାଇଁ ସେ ଏବେ ହାଇଦ୍ରାବାଦ ଯାଇଛନ୍ତି।
ଆଶା କରାଯାଉଛି କି ସେଠାରେ ହିଁ ସେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିବେ ଏବଂ ସେଠାରେ ମଧ୍ୟ ତାଙ୍କୁ ଏକ କିଡନୀ ଡୋନର ମିଳିଯିବେ ବୋଲି ଏହା ଆଶା କରାଯାଉଛି। ଏଭଳି ହେଲେ ପିଣ୍ଟୁ ନନ୍ଦ ଖୁବ ଶୀଘ୍ର ସୁସ୍ଥ ହୋଇ ଯିବେ।
 ସୁସ୍ଥ ହେବା ପରେ ପୁନର୍ବାର ସେ ଓଲିଉଡ଼ ଜଗତକୁ ଫେରି ଆସିବେ ଏବଂ ପୂର୍ବ ଭଳି ସେ ଲୋକ ମାନଙ୍କୁ ମନୋରଞ୍ଜନ ମଧ୍ଯ କରିବେ। ପିଣ୍ଟୁ ନନ୍ଦ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ ଖୁବ ଚିନ୍ତାରେ ରହୁଛନ୍ତି ଏଥିପାଇଁ ତାଙ୍କ ପରିବାର ବର୍ଗ ମଧ୍ୟ ଖୁବ ଚିନ୍ତା ରେ ଅଛନ୍ତି।
ତେବେ ଆମେ ଆଶା କରୁଛୁ କି ଖୁବ୍ ଶୀଘ୍ର ପିଣ୍ଟୁ ନନ୍ଦ ସୁସ୍ଥ ହୋଇ ଓଲିଉଡ଼ ଜଗତ କୁ ଫେରି ଆସନ୍ତୁ ଓ ଲୋକ ମାନଙ୍କୁ ଆଗ ଭଳି ପୁଣି ଥରେ ମନୋରଞ୍ଜନ କରନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.