ପରିବାର ଲୋକଙ୍କ ସହ କେମିତି ଅଛନ୍ତି ଲୋକପ୍ରିୟ ଅଭିନେତ୍ରୀ ତୁଳସୀ ଧାରାବାହିକ ରେ ଅଭିନୟ କରିଥିବା Ipshita ଦେଖନ୍ତୁ
Apr 27, 2023, 21:07 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ଏବଂ ଏହାସହ ଓଲିଉଡ ଏବଂ ଧାରାବାହିକ ଜଗତର ଅଭିନେତା ଆଉ ଅଭିନେତ୍ରୀ ମାନଙ୍କ ବିଷୟରେ ସବୁ ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ ।
ଆପଣମାନେ ସମସ୍ତେ ଅନେକ ଧାରାବାହିକ ଦେଖିଥିବେ । ବହୁତ ଦିନ ପୂର୍ବରୁ ଇଟିଭି ନାମକ ଏକ ଚ୍ୟାନେଲ ପ୍ରସାରିତ ହେଉଥିଲା । ଏହି ଚ୍ୟାନେଲରେ ତୁଳସୀ ନାମକ ଏକ ଧାରାବାହିକ ପ୍ରସାରିତ ହେଉଥିଲା ।
ଆଉ ଏହି ଧାରାବାହିକ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଥିଲା । ଏହି ଧାରାବାହିକ ଅନେକ ଲୋକପ୍ରିୟତା ହାସଲ କରିଥିଲା । ଏହି ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଥିବା ନାୟିକା ହେଉଛନ୍ତି ଇପ୍ସିତା ମହାନ୍ତି ।
ଅଭିନେତ୍ରୀ ଇପ୍ସିତା ମହାନ୍ତିଙ୍କୁ ନେଇ ଏବେ ଖବର ଆସିଛି । ସେ ତୁଳସୀ ଧାରାବାହିକରୁ ବେଶ୍ ଜଣାଶୁଣା । ଆଉ ଏହାସହ ସେ ଫିଲ୍ମରେ ବି ନଜର ଆସିଥିଲେ । ଆଉ ଏବେ ସେ ଓଲିଉଡ ଜଗତରୁ ଦୂରେଇ ଯାଇଛନ୍ତି ।
ସେ ତାଙ୍କ ପରିବାର ପାଇଁ ସବୁଦିନ ପାଇଁ ଓଲିଉଡ ଜଗତରୁ ଦୂରେଇ ଯାଇଛନ୍ତି । ଏବେ ଅଭିନେତ୍ରୀ ଇପ୍ସିତା ଓଡ଼ିଶା ବାହାରେ ରହୁଛନ୍ତି । ଅଭିନେତ୍ରୀ ଇପ୍ସିତା ବିବାହ କରିବା ପରେ ତାଙ୍କ ସ୍ବାମୀ ସହ ଓଡ଼ିଶା ବାହାରେ ରହୁଛନ୍ତି ।
ତାଙ୍କର ଗୋଟିଏ ପୁଅ ଆଉ ଝିଅ ମଧ୍ୟ ଅଛନ୍ତି । ପିଲାମାନଙ୍କୁ ସମ୍ଭାଳିବା ପାଇଁ ଏବଂ ନିଜ ପରିବାରକୁ ସମ୍ଭାଳିବା ପାଇଁ ସେ ଏହି ଅଭିନୟ ଜଗତରୁ ଦୂରେଇ ଯାଇଛନ୍ତି । ସମସ୍ତେ ଆଶା କରିଛନ୍ତି କି ସେ ପୁଣି ଥରେ ଅଭିନୟ କରନ୍ତୁ ।
ତୁଳସୀ ଧାରାବାହିକରେ ଅଭିନେତ୍ରୀ ଇପ୍ସିତା ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ । ସେ ବହୁତ ଚମତ୍କାର ଅଭିନୟ କରୁଥିଲେ । ସେଥିପାଇଁ ତାଙ୍କୁ ଲୋକମାନେ ଆଜିବି ଖୋଜୁଛନ୍ତି । ଏହି ଅଭିନେତ୍ରୀ ଜଣକ ପୁଣି କେବେ ଅଭିନୟ କରିବେ ତାକୁ ହିଁ ଅପେକ୍ଷା ।