Movie prime

ପ୍ରଧାନମନ୍ତ୍ରୀ ଙ୍କ ନୂଆ ଯୋଜନା : ଏଣିକି ପ୍ରତି ଚାଷୀ ଆକାଉଣ୍ଟ କୁ ଆସିବ ୧୫ ଲକ୍ଷ

 
Special Report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଚାଷୀ ମାନଙ୍କ ପାଇଁ ଏକ ନୂଆ ଯୋଜନା ଆସିଛି।ସରକାର ଚାଷୀ ମାନଙ୍କୁ ଏକାଥରେ ୧୫ ଲକ୍ଷ ଟଙ୍କା ଦେବେ।
ପୂର୍ବରୁ ଚାଷୀ ମାନଙ୍କ ପାଇଁ ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଚାଷୀ ମାନଙ୍କ ପାଇଁ କାଳିଆ ଯୋଜନା ଏବଂ ପି ଏମ କିଷାନ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯାଉଛି।
ଚାଷୀ ମାନଙ୍କୁ କାଳିଆ ଯୋଜନା ରେ ପାଞ୍ଚ ହଜାର ଟଙ୍କା ଏବଂ ପି ଏମ କିସାନ ଯୋଜନା ରେ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଉଛି।ଏହିପରି ସରକାର ଙ୍କ ତରଫରୁ ଚାଷୀ ମାନଙ୍କ ପାଇଁ ଅନେକ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।
ଚାଷୀ ମାନଙ୍କ ପାଇଁ ଆଜି ସାରା ଦୁନିଆ ଠିକ୍ ସମୟରେ ଖାଦ୍ୟ ଖାଇ ପାରୁଛନ୍ତି।ସେମାନେ ବହୁତ ପରିଶ୍ରମ କରି ସମସ୍ତଙ୍କ ପାଇଁ ଆହାର ପ୍ରସ୍ତୁତ କରୁଛନ୍ତି।
ତେବେ ଲୋକମାନେ କାହାର ଉଚିତ ମୂଲ୍ୟ ଦେଇ ତାକୁ କିଣି ନେଇ ନିଜ ଘରର ଭରଣପୋଷଣ କରୁଛନ୍ତି।ତେଣୁ କୃଷକ ମାନଙ୍କ ପାଇଁ ସରକାର ସର୍ବଦା ଅନେକ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।
ପୁଣି ଏକ ଯୋଜନା କେନ୍ଦ୍ର ସରକାର ଯୋଗେଇ ଦେଉଛନ୍ତି।ଯେଉଁଠି ଚାଷୀ ମାନଙ୍କ ପାଇଁ ସାର ଏବଂ ଔଷଧ କିଣିବା ପାଇଁ ସୁବିଧା ହେବ।ଏହି ଯୋଜନାରେ ଚାଷୀ ମାନଙ୍କୁ ସଂଗଠନ କରିବାକୁ ପଡ଼ିବ।
ଏବଂ ପ୍ରତ୍ୟେକ ସଂଘଠାନ ରେ ୧୧ ଜଣ ସଦସ୍ୟ ସାମିଲ ହୋଇ ପାରିବେ।ଏହି ଯୋଜନା ମୁତାବକ ପ୍ରତ୍ୟେକ ଦଳ କୁ ୧୫ ଲକ୍ଷ ଟଙ୍କା ଦିଆଯିବ।ଯେଉଁଥିରେ ଚାଷୀ ଭାଇ ମାନେ ସାର ଏବଂ ଔଷଧ କିଣିବା ସହିତ ତାକୁ ଜମିରେ ପ୍ରଯୋଗ କରି ପାରିବେ।
ଏହି ଯୋଜନା ରେ ସାମିଲ ହେବାପାଇଁ ଚାଷୀ ମାନଙ୍କୁ ନିଜ ନାମ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ।ବର୍ତମାନ ଏହି ଖବର ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.