Movie prime

ପ୍ରକୃତି ଙ୍କ Love ଉପରୁ ଉଠି ଗଲାଣି ଭରସା, ଆଉ ଲୋଡା ନାହିଁ ପୁଅ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଓଲିଉଡ, ବଲିଉଡ ଏବଂ ଅନେକ ସିନେମା ଆଉ ସିନେ କଳାକାରମାନଙ୍କ ବିଷୟରେ ଅନେକ ଖବର ଜାଣିବାକୁ ପାଉଥିବେ।
ଆପଣମାନେ ସମସ୍ତେ ଓଲିଉଡ ଜଗତର ମହାନ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଭଲଭାବେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଜାଗା ତିଆରି କରିଛନ୍ତି ।
ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓ ଦ୍ଵାରା ଲୋକମାନେ ଅନେକ କିଛି ଖବର ଜାଣିପାରିବେ । ଏହି ଅଭିନେତ୍ରୀ ଜଣକ ଏବେ ମନ ଉଣା କରିଛନ୍ତି ।
ଏବେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ହୃଦୟ ଭାଙ୍ଗି ଯାଇଛି । ଏବେ ଆଉ କାହା ସହିତ ନୁହେଁ ବରଂ ନିଜ ପ୍ରେମରେ ପଡିଛନ୍ତି ପ୍ରକୃତି ମିଶ୍ର । ସେଥିପାଇଁ ସେ ସେଲ୍ଫ ଲଭ୍ କହି ପୋଜ୍ ଦେଉଥିବାର ଏହି ଭିଡିଓରେ ଆପଣମାନେ ଦେଖିପାରିବେ । ସେ କହିଛନ୍ତି, ତାଙ୍କୁ ଏବେ ଆଉ କେହି ଦରକାର ନାହିଁ ।
ସେ ନିଜେ ନିଜକୁ ବିବାହ କରିଦେବେ । ଆଉ ସେ ଲାଲ ଟୁକୁ ଟୁକୁ ସାଧବ ବୋହୂ ବେଶରେ ସଜବାଜ ହୋଇଛନ୍ତି । ଆଉ କହିଛନ୍ତି ମଥାରେ ଓଢଣୀ ଦେବେ କିନ୍ତୁ ଶାଶୁଘର ଜମା ଯିବେ ନାହିଁ ।
ସେ କେବଳ ଫିଲ୍ମରେ ଆଉ ସୁଟିଂରେ ଶାଶୁଘର ଯିବେ କିନ୍ତୁ ରିଅଲରେ ଜମା ଯିବେ ନାହିଁ ଶାଶୁଘର । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବିବାହ କଥା ପଚାରିବା ପରେ ସେ ତାଙ୍କର ବିବାହକୁ ନେଇ ଅନେକ କଥା କହିଛନ୍ତି । ସେ କହିଛନ୍ତି ଏବେବି ଡ଼ାଉଟରେ ଅଛନ୍ତି ସେ ବିବାହ କରିବେ କି ନାହିଁ । 
କିନ୍ତୁ ଏବେ ତାଙ୍କର ଆଗାମୀ ଫିଲ୍ମ ଆସୁଛି । ଆଉ ଏହାର ସୁଟିଂ ଏବେ ଚାଲିଛି । ସେ ଏହି ଫିଲ୍ମରେ କଫି ସପରୁ ପ୍ରେମ କରି ବିବାହ ମଣ୍ଡପରେ ବସିଥିଲେ । ଆଉ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧି ସେ ସୁନ୍ଦର ଦେଖା ଯାଉଥିଲେ ।
ଏହି ଫିଲ୍ମର ଅଭିନେତା ହେଉଛନ୍ତି ଅଭିଷେକ । ଏହି ଫିଲ୍ମର ସୁଟିଂକୁ ନେଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଅନେକ କଥା କହିଛନ୍ତି । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।