Movie prime

ପ୍ରେମିକ ସହ ଶାରୀରିକ ସଂପର୍କ ବେଳେ ଧରିଲେ ଘର ଲୋକେ, ଜବରଦସ୍ତି ବାହା ଦେଲେ ପ୍ରେମିକ ସହ ସେତେବେଳେ ଝିଅ କାନ୍ଦି କହିଲା କି...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରାୟ ସମୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉ ଥିବାର ଦେଖିବାକୁ ମିଳିଥାଏ। ଆଜ୍ଞା ହଁ ଦିନକୁ ଦିନ ସୋସିଆଲ ମିଡିଆରେ
ଏଭଳି ସବୁ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦର୍ଶକ ମାନେ ବିଶ୍ବାସ ମଧ୍ୟ କରି ପାରୁ ନାହାଁନ୍ତି। ଆଜ୍ଞା ହଁ କେତେବେଳେ ପ୍ରେମିକା ତାର ପ୍ରେମିକ କୁ ପାଇବା ପାଇଁ ଘର ସାମ୍ନାରେ ବସେ ତ ଆଉ କେତେବେଳେ ଧାରଣା ମଧ୍ୟ ଦେଇଥାଏ।
ମାତ୍ର ଏବେ ସୋସିଆଲ ମିଡ଼ିଆରେ ଭିନ୍ନ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖି ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ କି ଏକ ଯୁବତୀ କିଭଳି ଭାବରେ କାନ୍ଦୁ ଛନ୍ତି।
Special Report
ଆଉ ଯୁବତୀ ଜଣକ ଏଭଳି କାନ୍ଦିବା ପଛର କାରଣ ଜାଣିଲେ ହିଁ ଆପଣ ମାନେ ବିଶ୍ବାସ କରି ପାରିବେ ନାହିଁ। ଯୁବତୀ ଜଣକ ଙ୍କୁ ତାଙ୍କ ପ୍ରେମିକ ସହ ଜୋର ଜବରଦସ୍ତି ବିବାହ କରା ଯାଉଛି।
ଆଉ ଯୁବତୀ ଜଣକ ତାଙ୍କ ପ୍ରେମିକ କୁ ବିବାହ କରିବାକୁ ଚାହୁଁ ନାହାଁନ୍ତି। ସେ କେବଳ ତାଙ୍କ ପ୍ରେମିକ କୁ ବିବାହ ନକରି ତାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁ ଛନ୍ତି। ଆଉ ଯେତେବେଳେ ଘର ଲୋକ ଯୁବତୀ ଜଣକ କୁ ତାଙ୍କ ପ୍ରେମିକ ସହ ଖରାପ୍ ଅବସ୍ଥାରେ
 ଦେଖିଥିଲେ ସେତେବେଳେ ତାଙ୍କ ଘର ଲୋକ ତାଙ୍କୁ ପ୍ରେମିକ ସହ ବିବାହ କରାଇ ଥିଲେ। ଏହାପରେ ପ୍ରେମିକା ଜଣକ ଜୋରେ ଚିତ୍କାର କରି କାନ୍ଦିବାକୁ ଲାଗିଲେ।
ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଏକାଧିକ ଲୋକ ଦେଖି ସାରିଥିବା ବେଳେ ଯୁବତୀ ଜଣକ ଙ୍କ ଏଭଳି ବ୍ୟବହାର କୁ ଖୁବ୍ ନିନ୍ଦା ମଧ୍ୟ କରିଛନ୍ତି।
କହିଛନ୍ତି କି ଏଭଳି କିଛି ଯୁବତୀ ମାନଙ୍କ ପାଇଁ ଆଜି ସମସ୍ତ ଯୁବତୀ ମାନଙ୍କୁ ଖୁବ ନିନ୍ଦା ଶୁଣିବାକୁ ପଡ଼ୁଛି। ତେବେ ଏହି ଭିଡିଓ ଦେଖିବା ପରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.