Movie prime

ଘୋର କଳିକାଳ : ପ୍ରେମିକ ପାଟି ରୁ ଚକ୍ଲେଟ ଛଡେଇ ଖାଉଛି ସ୍ତ୍ରୀ, ଏପଟେ ରୋଗ ଶଯ୍ୟା ରେ ଛଟପଟ ହୋଇ ଚିତ୍କାର କରୁଚି ସ୍ଵାମୀ !!

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ଦେଖିବାକୁ ମିଳିଛି କି ମରଣ ଶଯ୍ୟାରେ ନିଜ ସ୍ଵାମୀ କୁ ଛାଡି ସ୍ତ୍ରୀ ଏବେ ରଙ୍ଗୀନ କରୁଛି ତାର ରାତି।
ପ୍ରେମିକ ସହ ପ୍ରେମିକା ର ନୁଆ ନୁଆ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏକ ଭିଡ଼ିଓରେ ପ୍ରେମିକା ତାର ପ୍ରେମିକ କୁ ଏଭଳି ପ୍ରେମଭରା ଚୁମ୍ବନ ଦେଉଛି ଯାହାକି ନିଶ୍ଚିତ ଭାବରେ ବ୍ୟକ୍ତିଗତ ରହିବା କଥା।
ମାତ୍ର ସେ ସବୁ ଏବେ ସ୍ତ୍ରୀ ଜଣକ ରିଲ୍ କରି ଛାଡୁଛି। ଏହି ଦୃଶ୍ୟ ଦେଖିବା ପରେ ସ୍ୱାମୀ ର ଯାହା ଅବସ୍ଥା ହେଉଥିବ ତାହା ଆପଣ ମାନେ ଜାଣି ପାରୁଥିବେ। ବୋଧ ହୁଏ ସ୍ଵାମୀ ଯେଉଁ ଆଶା ଟିକେ ନେଇ ବଞ୍ଚି ରହିଛି ତାହା ମଧ୍ୟ ସରିଯିବ।
ସ୍ତ୍ରୀ ର ପ୍ରେମିକ ସହ ଏଭଳି ଭିଡିଓ ଦେଖିବା ପରେ ସ୍ୱାମୀ ବୋଧ ହୁଏ ମରିଯିବ। ଏହି ମହିଳା ଜଣକ ଙ୍କ ନାମ ହେଉଛି ଦୀପିକା। ଦୀପିକା ତାଙ୍କ ପ୍ରେମିକ ସହ ପ୍ରେମରେ ସଂପୂର୍ଣ୍ଣ ଭାବରେ ମଗ୍ନ ହୋଇ ଯାଇଛନ୍ତି।
ଏହି ଘଟଣା ସମ୍ପର୍କ ରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କାରଣ ଏହି ଘଟଣା ସମ୍ପର୍କ ରେ ସମସ୍ତ ଗଣ ମାଧ୍ୟମରେ ବେଶ ଜୋରଦାର ମଧ୍ୟ ଚର୍ଚ୍ଚା ହୋଇ ଥିଲା।
ଦୁଃଖର କଥା ଏହା ଥିଲା କି ସ୍ଵାମୀ ଗୋଟେ ପଟେ ରୋଗରେ ଛଟପଟ ହେଉଥିଲା ଆଉ ସ୍ତ୍ରୀ କିନ୍ତୁ ତାର ପ୍ରେମିକ ପାଇଁ ସମ୍ପୂର୍ଣ୍ଣ ଭାବରେ ପାଗେଳି ସାଜି ଥିଲା। ଆଉ ନିଜର ତେର ମାସ ର ଝିଅକୁ ନେଇ ମଧ୍ୟ ତାର ପ୍ରେମିକ ସହ ଚମ୍ପଟ ମାରିଥିଲା।
ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ର ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଶୁଣିବା ପରେ କେହି ବିଶ୍ଵାସ ମଧ୍ୟ କରି ପାରୁ ନାହାଁନ୍ତି। ତେବେ ଆପଣ ମଧ୍ୟ ଭାବି ଦେଖନ୍ତୁ ବର୍ତ୍ତମାନ୍ ସମୟ କେତେ ନିର୍ଦ୍ଦୟ ହୋଇ ଗଲାଣି
ସ୍ତ୍ରୀ ନିଜ ସ୍ୱାମୀ ବିଷୟରେ ମଧ୍ୟ ଚିନ୍ତା କରୁ ନାହାଁନ୍ତି। ଏହି ଘଟଣାକୁ ମଧ୍ୟ ଅନେକ ଲୋକ ନିନ୍ଦା ମଧ୍ଯ କରିଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।