Movie prime

ଆଜ୍ଞା କଣ ଆଉ କହିବି, ମୋ ପୁଅ PUBG ଖେଳି ମରିଗଲା, ହଜାରେ ଥର ମନା କଲି ସେ DANGER GAME ଖେଳନା ହେଲେ ଶୁଣିଲାନି

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ପୁଣି ଥରେ ଅନ ଲାଇନ୍ ଖେଳ ରେ ଚାଲି ଯାଇଛି ଜଣକ ର ଜୀବନ ।ଏଭଳି ଅନେକ ଖେଳ ବିଷୟ ରେ ଆପଣ ମାନେ ଶୁଣି ଥିବେ।କିଛି ପିଲା ମାନେ ଏହି ଖେଳ କୁ ଖେଳି ଶେଷ ରେ ମୃତ୍ୟୁ ବରଣ କରୁଛନ୍ତି।
Special report
ଆମେ ଆଜି ସେଭଳି ଜଣେ ଯୁବକ ଙ୍କ ବିଷୟ ରେ କହିବାକୁ ଯାଉଛୁ।ସେହି ଯୁବକ ଜଣକ ଯୁକ୍ତ ୨ ଦିତୀୟ ବର୍ଷ ର ଛାତ୍ର।ଅନଲାଇନ୍ ରେ ପବଜି ଗେମ୍ ଖେଳି ଯୁବକ ଜଣକ ଆ-ତ୍ମ-ହ-ତ୍ୟା କରିଛନ୍ତି।ଯାହାକି ଏବେ ସେ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।
ସୂଚନା ଅନୁସାରେ ବାଲେଶ୍ଵର ର ସୋର ଥାନା ଅଞ୍ଚଳ ରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।ଏଠାରେ ବାସ କରୁଥିବା ଶରତ ମଲ୍ଲିକ ଙ୍କ ପୁଅ ଆଶିଷ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ର ଛାତ୍ର ଥିଲେ।ସେ ଗତ ଦୁଇ ମାସ ଧରି ଅନଲାଇନ୍ ପବଜି ଗେମ୍ ଖେଳୁ ଥିଲେ।
ସେହି ଖେଳ ଟି ତାଙ୍କୁ ବହୁତ ଭଲ ଲାଗି ଥିଲା।ଏଥିରେ ତାଙ୍କର ନିଶା ଲାଗି ଯାଇଥିଲା।ଏହି ଖେଳ ରେ ସେ କିଛି ଟଙ୍କା ଲଗାଇ କି ଖେଳୁ ଥିଲେ।ହେଲେ ତାଙ୍କର ସବୁ ଟଙ୍କା ଖର୍ଚ୍ଚ ହୋଇ ଯାଇଥିଲା।
Special report
ଯେଉଁଥିପାଇଁ ସେ ସବୁଦିନ ଚିନ୍ତା ରେ ରହୁଥିଲେ।ଘଟଣା ଦିନ ସେ ତାଙ୍କ ମା ଙ୍କୁ ମେଡିକାଲ ରୁ ଆଣିବାକୁ ଯାଇଥିଲେ।ତାଙ୍କୁ ସେ ଘରେ ଛାଡ଼ି ନିଜ ରୁମ୍ ଭିତରକୁ ଯାଇ ବେକ ରେ ଦଉଡ଼ି ଦେଇ ଦେଇ ଥିଲେ।
ଏହା ପରେ ତାଙ୍କ ପରିବାର ଲୋକେ ଜାଣି ବାକୁ ପାଇଲେ ଯେ ପବଜି ଖେଳ ଖେଳୁ ଥିଲେ।ତାଙ୍କ ପରିବାର ରେ ଏବେ ଶୋକ ର ଛାୟା ଖେଳି ଯାଇଛି।ତାଙ୍କ ମାଆ ନିଜ ପୁଅ କୁ ସବୁଦିନ ପାଇଁ ହରାଇ ଦେଇଛନ୍ତି।
ସେ ଅନେକ ଦିନ ରୁ ମାନସିକ ଅବସାଦ ରେ ଥିଲେ।ଏବେ ଏକ ନୂଆ ନିୟମ ଆସିଛି।ଯେଉଁ ମାନେ ଏହି ଖେଳ କୁ ଖେଳୁ ଛନ୍ତି ଯଦି ତାଙ୍କ ପିତା ମାତା ଇଚ୍ଛା କରିବେ ତେବେ ୧୪୪୧୬ ନମ୍ବର କୁ କଲ୍ କରି ଏହି ଖେଳ କୁ ବନ୍ଦ କରି ପାରିବେ।ଏହା ଦ୍ବାରା ଆଜିର ଯୁବ ପୀଢ଼ି ମୃ-ତ୍ୟୁ ମୁଖ ରୁ ବଞ୍ଚି ଯିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.