Movie prime

ପୁଣି କ୍ୟାମେରା ଆଗକୁ ଆସି ମନୋଜ କୁ ନିଶାନା କଲେ ଟୁଟୁ: ଆରେ ତାକୁ କୁହ ସ୍ତ୍ରୀ ପିଲା ସମ୍ଭାଳୁ ମୋ ସହ ନ ଲାଗୁ

 
Special report
ନମସ୍କାର ପାଠକ ବନ୍ଧୁ।ଓଲିଉଡ ବିବାଦ ଦିନ କୁ ଦିନ ତେଜି ବାରେ ଲାଗୁଛି।ମନୋଜ ମିଶ୍ର ଓ ଟୁଟୁ ନାୟକ ଙ୍କ କଳି ଦିନ କୁ ଦିନ ନୂଆ ରୂପ ନେଉଛି।ଉଭୟ ଙ୍କ ଫିଲ୍ମ ଏବେ ହଲ ରେ ଆଉ ଚାଲୁ ନାହିଁ।
Special report
ଅରିନ୍ଦମ ରାୟ ଙ୍କ ରାମ ଫିଲ୍ମ ଟି ବନ୍ଦ ହେବା ପରେ ଏହି ବିବାଦ ଟି ବଢିବାରେ ଲାଗିଛି।ମନୋଜ ମିଶ୍ର ସବୁ ହଲ ରେ ରାମ ଫିଲ୍ମ କୁ ବନ୍ଦ କରିବା ପାଇଁ ଲୋକ ଙ୍କୁ ଟଙ୍କା ଦେଇଥିଲେ।ଓ ନିଜ ଫିଲ୍ମ ମାଇଣ୍ଡ ଗେମ୍ କୁ ଚଳାଇବା ପାଇଁ ପ୍ରୟାସ କରିଥିଲେ।
ହେଲେ ତାଙ୍କ ର ଏହି ତାଙ୍କର ଏଭଳି କାମ କୁ ସମସ୍ତେ ଜାଣି ଦେଇଥିଲେ।ଧରା ପଡ଼ିବା ପରେ ଟୁଟୁ ନାୟକ ତାଙ୍କୁ ବ୍ୟାନ କରି ଦେଇଥିଲେ।ଏବେ ତାଙ୍କ ଫିଲ୍ମ ଟି ଆଉ କୌଣସି ହଲ ରେ ଆସି ନାହିଁ।
ଯାହାକୁ ନେଇ ଓଲିଉଡ ରେ କଳି ବଢିବାରେ ଲାଗିଛି।କିଛି ଅଭିନେତା ଓ ଅଭିନେତ୍ରୀ ମାନେ ମନୋଜ ମିଶ୍ର ଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ କିଛି ଅଭିନେତା ଓ ଅଭିନେତ୍ରୀ ମାନେ ଟୁଟୁ ନାୟକ ଙ୍କୁ ସମର୍ଥନ କରୁଛନ୍ତି।
Special report
ନିକଟ ରେ ଟୁଟୁ ନାୟକ ଗଣ ମାଧ୍ୟମ ରେ ଆଗରେ ନିଜ ମତ ପ୍ରକାଶ କରିଛନ୍ତି।ସେ କହିଛନ୍ତି କି ଅତି ଗର୍ବ ଭଗବାନ ସହି ପାରନ୍ତି ନାହି।ମୁ ତାଙ୍କୁ ବ୍ୟାନ କରିଛି।ଏପରି ଆଉ କାହାର ସାହସ ନାହି ଏହି ଵ୍ୟାନ କୁ ଉଠାଇ ପାରିବ।
ମୋ ଠାରୁ ବଡ ଆଉ କେହି ନାହାଁନ୍ତି।ମନୋଜ ମିଶ୍ର ନିଜ ପରିବାର କଥା ଏବେ ଟିକେ ଭାବନ୍ତୁ।ନିଜ ଝିଅ ଓ ସ୍ତ୍ରୀ ଠାରୁ ଅଲଗା ରହି କାଇଁ ଏମିତି କରୁଛନ୍ତି।ଭବନେଶ୍ୱର ଭଳି ଅଞ୍ଚଳ ରେ ତାଙ୍କ ସ୍ତ୍ରୀ ଝିଅ କୁ ନେଇ ଏକୁଟିଆ ରହୁଛନ୍ତି।
ତାହା କେତେ କଷ୍ଟ ଏକା ସେ ହିଁ ଜାଣି ଥିବେ।ମନୋଜ ବାବୁ ତାଙ୍କୁ ଧ୍ୟାନ ନ ଦେଇ ଅନ୍ୟ ମହିଳା ଙ୍କ ପ୍ରତି ଅତି ଆକୃଷ୍ଟ ହେଉଛନ୍ତି।କିପରି ନିଜ ପରିବାର ଆଗକୁ ଯିବ ସେଇଟା ଭାବନ୍ତୁ।
ଏବେ ମନୋଜ ମିଶ୍ର କହୁଛନ୍ତି କି ତାଙ୍କ ସ୍ତ୍ରୀ ପାଗଳ।ଯଦି ସେପରି ହୋଇ ଥାନା ତେବେ ତାଙ୍କୁ ମେଡିକାଲ ଚିକିତ୍ସା କରାଇବା ଉଚିତ।ଏଭଳି କିଛି କହି ଚର୍ଚ୍ଚା କୁ ଆସିଛନ୍ତି ଏବେ ଟୁଟୁ ନାୟକ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.