Movie prime

ଏମିତି ନିଆରା ଭାବେ ପୁପିନ୍ଦର ଙ୍କ ଜନ୍ମଦିନ ପାଳନ କଲେ Ollywood Star ମାନେ ଦେଖନ୍ତୁ ଏହି ଦୃଶ୍ୟ

 
Special Report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ପୁପିନ୍ଦର ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ କେବଳ ଅଭିନୟ କରନ୍ତି ତାହା ନୁହେଁ ଅଭିନେତା ପୁପିନ୍ଦର ରୀୟଲିଟି ସୋ ରେଆଙ୍କରିଂ ମଧ୍ୟ କରିଥାନ୍ତି।ଦର୍ଶକ ମାନେ ତାଙ୍କ ଅଭିନୟ ଯେତିକି ପସନ୍ଦ କରିଥାନ୍ତି ଆଙ୍କରିଂ ମଧ୍ୟ ପସନ୍ଦ କରିଥାନ୍ତି।
ବର୍ତମାନ ଅଭିନେତା ପୁପିନ୍ଦର ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।ଅଭିନେତା ପୁପିନ୍ଦର ନିଜ ଜନ୍ମଦିନ ବହୁ ଧୁମ୍ ଧାମରେ ପାଳନ କରିଛନ୍ତି।
ଯାହାର ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଛନ୍ତି।ଅଭିନେତା ପୁପିନ୍ଦର ସୁଟିଂ ସେଟ୍ ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି।
ସେଠାରେ ଅନେକ ଲୋକମାନେ ଉପସ୍ଥିତ ଥିଲେ।ସମସ୍ତଙ୍କ ସହିତ ମିଶି ଅଭିନେତା ପୁପିନ୍ଦର କେ କ କାଟି ଥିଲେ ଏବଂ ସମସ୍ତଙ୍କୁ ଖୁଆଇ ଦେଇଥିଲେ।ତାଙ୍କୁ ଅନେକ ଉପହାର ମଧ୍ୟ ମିଳିଛି।
ସୋସିଆଲ ମିଡିଆରେ ରେ ତାଙ୍କୁ ଦର୍ଶକ ମାନେ ଜନ୍ମଦିନ ର ଅଭିନନ୍ଦନ ଜଣାଇଛନ୍ତି।ଆପଣମାନେ ଅଭିନେତା ପୁପିନ୍ଦର ଅନେକ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି।
ସେ ସୁଟିଂ ସେଟ୍ ରେ ହେଉ ଅବା ପରିବାର ଲୋକଙ୍କ ସହିତ ସମୟ ବିତାଉଥିବା ବେଳେ ଭିଡିଓ କରିଥାନ୍ତି।ଏବଂ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି।ଅଭିନେତା ପୁପିନ୍ଦର ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।
ସେ ଜଗୁ ଅଟୋ ବାଲା,କିଛି ଖଟା କିଛି ମିଠା ଏହିଭଳି ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ତାଙ୍କର ସବୁ ଚଳଚ୍ଚିତ୍ର ସୁପର ହିଟ ମଧ୍ୟ ହୋଇଛି।ଅଭିନେତା ପୁପିନ୍ଦର ଙ୍କ ଜନ୍ମଦିନ ର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି।ସେ ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.