Movie prime

ମା ଆଉ ଗର୍ଭବତି ସ୍ତ୍ରୀ ଲୋକ ଙ୍କ ପାଇଁ ନବୀନ ଙ୍କ ମାଷ୍ଟର ପ୍ଲାନ୍ ଯୋଜନା ! ଏଣିକି ବସି ବସି ନେବେ ୩୦୦୦

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ମମତା ଯୋଜନା ସଂପର୍କରେ କହିବାକୁ ଯାଉଛୁ। ତେବେ ଏହି ମମତା ଯୋଜନା ହେଉଛି ଏକ ସର୍ତ୍ତ ମୂଳକ ଅର୍ଥରାଶି। ଯେଉଁଟା କି ବର୍ତ୍ତମାନ୍ ମାତୃ ମଙ୍ଗଳ ଯୋଜନା ଭାବରେ କରାଯାଉ ଅଛି।
ଏହି ଯୋଜନାରେ ଦୁଇଟି କିସ୍ତି ମାଧ୍ୟମରେ ୫୦୦୦ ଟଙ୍କା ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଉଛି। ଏହାଦ୍ବାରା ଗ-ର୍ଭ-ବ-ତୀ ମହିଳା ମାନେ କିଭଳି ଭାବରେ ପୁଷ୍ଟିକର ଖାଦ୍ୟ ଖାଇ ପାରିବେ।
ସେମାନେ ଭଲ ଖାଦ୍ୟ ଖାଇବା ଦ୍ବାରା ଭଲ ପିଲା ମଧ୍ଯ ଜନ୍ମ କରିବେ। ଆଉ ସୁସ୍ଥ ମଧ୍ଯ ରହିବେ,ସେଥିପାଇଁ ମମତା ଯୋଜନା ମାଧ୍ୟମରେ ଦୁଇଟି କିସ୍ତିରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
ସେମାନେ ଯଦି କୌଣସି ମଜୁରୀ ରେ ଯାଉଥିବେ ତେବେ ସେହି ସମୟରେ ସେମାନେ ବିଶ୍ରାମ ନେବେ ଓ ତାଙ୍କର ସ୍ବାସ୍ଥ୍ୟ ର ମଧ୍ଯ ଯତ୍ନ ନେବେ , ଭଲ ଖାଇବେ ସେଥିପାଇଁ ଏହି ପଇସା ଦିଆ ଯାଉଛି। ଏହି ପଇସା ଅନ୍ୟ ମାନଙ୍କ ପାଇଁ ନୁହେଁ।
ଏହା କେବଳ ପ୍ରସୂତି ମାଆ ଓ ଗ-ର୍ଭ -ବ-ତୀ ମହିଳା ମାନଙ୍କ ପାଇଁ ଉଦ୍ଧିଷ୍ଟ ଅଟେ। ପଞ୍ଚାୟତ ପ୍ରତିନିଧି ଙ୍କ ଏହା କାର୍ଯ୍ୟ କି ସମସ୍ତ ଗ-ର୍ଭ-ବ-ତୀ ମହିଳା ମାନଙ୍କ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଚିକୃତ ହୋଇଛି କି ନାହିଁ ତାହାର ତଦାରଖ କରିବେ।
ଅଙ୍ଗନବାଡ଼ି କେନ୍ଦ୍ରରେ ମମତା ଯୋଜନା ହିତାଧିକାରୀ ମାନଙ୍କ ମମତା କଲେଣ୍ଡର ରେ ଦେୟ ଏବଂ ପ୍ରାପ୍ୟ ଯାଞ୍ଚ କରିବେ। ମମତା ଯୋଜନା ସମ୍ପର୍କରେ ସମସ୍ତ ଅଭିଯୋଗର ମଧ୍ୟ ସମାଧାନ କରିବେ।
ଘରେ ଯେଉଁ ହିଂସାର ଶିକାର ହେଉଛନ୍ତି ମହିଳା ମାନେ ବା ବାଳିକା ମାନେ ତତକ୍ଷଣାତ୍ ସେମାନଙ୍କୁ ଜରୁରୀ ସେବା ଯୋଗାଇ ଦେବା ପାଇଁ ୧୮୧ ରେ ମହିଳା ହେଲ୍ପ ଲାଇନ କୁ କାର୍ଯକାରୀ କରାଯାଇଛି।
ଏହି ନମ୍ୱର ରେ ମହିଳା ବା ଯୁବତୀ ମାନେ ଓଡ଼ିଶାର ଯେକୌଣସି ସ୍ଥାନରୁ ଏହି ନମ୍ୱର ରେ କଲ୍ କରି ନିଜର ଅଭିଯୋଗ ସମ୍ପର୍କରେ କହି ପାରିବେ। ତେବେ ଏହା ସମ୍ପର୍କରେ ଅଧିକା ଜାଣିବାକୁ ହେଲେ ଆପଣ ସଂପୂର୍ଣ୍ଣ ଭିଡିଓ ଟି ଦେଖନ୍ତୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.