Movie prime

ଅଶ୍ଵିଳତା ପାଇଁ ଦାୟୀ କିଏ ନିଶା ମହାରଣା ଏବଂ ରାଣୀ ପ୍ରିୟଦର୍ଶିନୀ ଙ୍କ ଭିତରେ କଥା କଟା କଟି ଦେଖନ୍ତୁ ଏହି ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ଯାତ୍ରା ଜଗତର ସବୁ ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଯାତ୍ରା ଜଗତକୁ ନେଇ ପାଇପାରିବେ । ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀଙ୍କୁ ଭଲଭାବେ ଜାଣିଥିବେ । 
ସେ ବହୁତ ଭଲ ଅଭିନୟ କରନ୍ତି । ଆଉ ସେ ତାଙ୍କ ଅଭିନୟର ଯାଦୁରେ ଅନେକ ଲୋକଙ୍କର ଭଲପାଇବା ଜିତିଛନ୍ତି । ଆଉ ସେ ଯାତ୍ରା କଳାକାର ରୂପରେ ପରିଚିତ । ଏହାସହ ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କୁ ଭଲଭାବେ ଜାଣିଥିବେ ।
ଏହି ଅଭିନେତ୍ରୀ ଜଣକ ନିକଟରେ ବହୁତ ଚର୍ଚ୍ଚାରେ ଥିଲେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରିଥାନ୍ତି । ଏହି ଅଭିନେତ୍ରୀ ଜଣକ ଆଇଟମ ଗାର୍ଲ୍ ଅଟନ୍ତି । ଆଉ ସେ ଆଇଟମ ଡ୍ୟାନ୍ସ କରିଥାନ୍ତି । 
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ରାଣୀ ପ୍ରିୟଦର୍ଶିନୀ ଏବଂ ନିଶା ମହାରଣା ଉଭୟ ଅନେକ ପ୍ରକାରର କଥା କହିଛନ୍ତି । ଉଭୟ ଆରୋପ ପ୍ରତ୍ୟାରୋପ କରୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣ ଏହି ଦୁଇଜଣ କହୁଥିବା କଥା ଶୁଣିପାରିବେ।
ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ କହୁଛନ୍ତି ଯାତ୍ରାରେ ଅ-ଶ୍ଳୀ-ଳ-ତା କରିବା କଣ ଦରକାର । ଆଉ ଯାତ୍ରା ଅନେକ ଲୋକ ଦେଖିଥାନ୍ତି ସେଥିମଧ୍ୟରୁ ଅନେକ ଲୋକ ବୟସ୍କ ହୋଇଥାନ୍ତି ସେଥିରେ ଆଇଟମ ନାଚ କଣ ନିହାତି ଦରକାର । 
ଆଉ ଏଭଳି ଅ-ଶ୍ଳୀ-ଳ-ତା କରିବା କଣ ନିହାତି ଦରକାର । ଏହି ଅ-ଶ୍ଳୀ-ଳ-ତା କରିଲେ କଣ ମିଳିଥାଏ । ଏଇଠାରେ କମିଟି ଦାୟୀ । ତାଙ୍କ ପାଇଁ ଯାତ୍ରା ଆଉ ସମାଜ ବଦନାମ୍ ହେଉଛି । ସେମାନଙ୍କୁ ରାସ୍ତାରୁ ହଟାଇବା ଉଚିତ୍ ।
ଏହାପରେ ଏହିକଥା କୁ ନେଇ ଅଭିନେତ୍ରୀ ନିଶା ମହାରଣା କହିଛନ୍ତି ଯେଉଁ ଝିଅ ଏହି କଥା ସବୁ କହିଛି ଅ-ଶ୍ଳୀ-ଳ-ତାକୁ ନେଇ । ଆଉ ସେ ତାଙ୍କୁ ଏହିକଥା କହିଛନ୍ତି ।
ସେ ବି ଅନେକ ଖରାପ କଥା କହିଛନ୍ତି । ନିଶା ମହାରଣା କହିଛନ୍ତି ଯାହା କହିବା କଥା ସିଧା ସିଧା ତାଙ୍କ ସାମ୍ନାରେ କହ ଆଉ ଏଭଳି ପଛରେ କହିଲେ କଣ ଲାଭ । ଏଭଳି ଅନେକ କଥା ଉଭୟ କହିଛନ୍ତି।