Movie prime

ରାଣୀ ପଣ୍ଡାଙ୍କ ଜୀବନର ଦୁଃଖ ଦେଖନ୍ତୁ ଭିଡିଓ କରି ସବୁ କହିଲେ ଫ୍ୟାନ ମାନଙ୍କୁ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ପ୍ରାୟତଃ ସମୟରେ ରାନୀ ପଣ୍ଡା ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି। ସେ ପ୍ରାୟତଃ ସମୟରେ ଏଭଳି କିଛି କଥା କହିଥାନ୍ତି
ଯାହା ପାଇଁ କି ସେ ଖୁବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇ ଥାଆନ୍ତି। ଲୋକ ମାନେ ତାଙ୍କର ରୋକ୍ ଠୋକ୍ ଭାବରେ କଥା କହିବା ଅନ୍ଦାଜ କୁ ବେଶ ଭଲ ମଧ୍ୟ ପାଆନ୍ତି। ପ୍ରାୟତଃ ସମୟରେ ତାଙ୍କର ଏହି କଥା ହିଁ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହୋଇଥାଏ।
ଏବେ ରାନୀ ପଣ୍ଡା ଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆମେ ଏବେ ଆପଣଙ୍କୁ ଏହି ଭିଡିଓ ଦେଖାଇବାକୁ ଯାଉଛି। ଏହି ଭିଡିଓ ରେ ରାନୀ ପଣ୍ଡା ତାଙ୍କର ଜୀବନର ଦୁଃଖ ବିଷୟରେ କହିଛନ୍ତି।
Special report
ସେ କହିଛନ୍ତି କି ତାଙ୍କୁ ଅନେକ ଫୋନ୍ ଆସେ ଆଉ କିଛି ଭଦ୍ର ବ୍ୟକ୍ତି ମାନେ ମଧ୍ୟ କୁହନ୍ତି କି ଯେ ସେମାନେ ରାନୀ ପଣ୍ଡା ଙ୍କୁ ତାଙ୍କର ମଞ୍ଚ ଉପରେ ସମ୍ମାନିତ କରିବାକୁ ଚାହୁଁ ଛନ୍ତି। ହେଲେ ରାନୀ ପଣ୍ଡା ମନା କରିଥିଲେ କି ସେ ସେହି ସମ୍ମାନ ପାଇବାର ଯୋଗ୍ୟ ନୁହେଁ।
ସେମାନଙ୍କର ପ୍ରତିକ୍ରିୟା ଦେଇ ରାନୀ ପଣ୍ଡା କହିଥିଲେ କି ସେ ହେଉଛନ୍ତି ଏକ କଳଙ୍କିତ ନାରୀ। ସେଥିପାଇଁ ଓଡ଼ିଶାରେ ତାଙ୍କର ପ୍ରକୃତ ସମ୍ମାନ ମଧ୍ୟ ହାନି ହୋଇ ଯାଇଛି। ସେଥିପାଇଁ ସେ ମନା କରିଥିଲେ କି ତାଙ୍କର ଆଉ ସମ୍ମାନ ଦରକାର ନାହିଁ।
ସେ କହିଥିଲେ କି ସେ ଏତେ ବଡ ସମାଜ ସେବୀ ନୁହଁନ୍ତି ଯାହା ଦ୍ୱାରା କି ସେ ମଞ୍ଚ ଉପରେ ମିଛ ସମାଜସେବୀ ର ଆଖ୍ୟା ପାଇବେ। ଆଉ ଜଣେ ବ୍ୟକ୍ତି ମଧ୍ୟ ତାଙ୍କୁ ପଚାରି ଥିଲେ କି ଯାତ୍ରା ପ୍ରତି ତାଙ୍କର ଏତେ ଦୁର୍ବଳତା କଣ ପାଇଁ,
ଏହାର ପ୍ରତିକ୍ରିୟା ଦେଇ ସେ କହିଥିଲେ କି ପ୍ରଥମେ ତ ସେ ଯାତ୍ରା କଣ ଜାଣି ନଥିଲେ। ତାଙ୍କୁ ଯାତ୍ରାର ମାଲିକ ମାନେ ଡାକିଥିଲେ ଆଉ ତାଙ୍କ ଷ୍ଟେଜ ଉପରେ ମଧ୍ୟ ରାନୀ ପଣ୍ଡା ଙ୍କୁ ନଚେଇ ସାରିବା ପରେ ତାଙ୍କୁ କିକ୍ ମାରି ଉଡାଇ ଦେଲେ।
ଏଭଳି ପ୍ଲାନ୍ କରିଲେ ଯେ ଯାହା ପାଇଁ ଏବେ ଯାତ୍ରା ଜଗତରେ ରାନୀ ପଣ୍ଡା ବଦନାମ ହୋଇ ଯାଇଛନ୍ତି। କିଛି ଯାତ୍ରା କଳାକାର ମଧ୍ୟ ସେଥିରେ ସାମିଲ୍ ଅଛନ୍ତି। ଏହା ସର୍ବ ଶେଷ ରେ ସେ ଲୋକ ମାନଙ୍କୁ କହିଥିଲେ କି ସେମାନେ କହିବେ ରାନୀ ପଣ୍ଡା ଜଣେ ଭଲ ମଣିଷ ନା ଖରାପ୍ ମଣିଷ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.