Movie prime

ଲୋକପ୍ରିୟ ଅଭିନେତ୍ରୀ Ranjita Panigrahi ଙ୍କ ସ୍ଵାମୀ କଣ କରନ୍ତି ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଭିନୟ କରିବା ସହ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଳେ
 କିଛି ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରୁହନ୍ତି। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁତ୍ କମ୍ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି।
ଯେଉଁ ମାନେ କି ବିବାହ ବନ୍ଧନରେ ବାନ୍ଧି ହେବା ପରେ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି କିଛି ଅଭିନେତ୍ରୀ ବିବାହ ପରେ ଅଭିନୟ ଜାରୀ ରଖିଛନ୍ତି। ଆଗାମୀ ଦିନ ମାନଙ୍କରେ ମଧ୍ୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର
 ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଆପଣ ମାନେ ଓଡ଼ିଆ ଧାରାବାହିକର ଲୋକ ପ୍ରିୟ ଅଭିନେତ୍ରୀ ରଞ୍ଜିତା ପାଣିଗ୍ରାହୀ ବା ତନୁଜା ଖୁଡିଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। 
ବନ୍ଧୁଗଣ ଆପଣ ମାନଙ୍କର ସୁନ୍ଦରୀ ଅଭିନେତ୍ରୀ ରଞ୍ଜିତା ନିଜର ଖୁବ ସୁନ୍ଦର ଅଭିନୟ ମାଧ୍ୟୟମରେ ଖୁବ ଲୋକପ୍ରିୟ ହାସଲ କରିପାରିଛନ୍ତି। ତେବେ ରଞ୍ଜିତା ଆଜି ପର୍ଯ୍ୟନ୍ତ ଅନେକ ଗୁଡ଼ିଏ ସିରିୟଲରେ ଅଭିନୟ କରିସାରିଛନ୍ତି।
ଏବଂ ରଞ୍ଜିତା ନିଜର ଅଭିନୟ ଯାଦୁରେ ମଧ୍ୟ ସେ ଓଡ଼ିଶାର ସମସ୍ତଙ୍କ ଘରେ ପରିଚିତ ହୋଇ ପାରିଛନ୍ତି। ଆପଣ ମାନେ ତ ଏହି ଭିଡିଓଟିରେ ଦେଖିପାରୁଥିବେ ଏକ ଫୋଟ ଯିଏ କି ରଞ୍ଜିତାଙ୍କ ସ୍ବାମୀ, ଯାହାକୁ କି ରଞ୍ଜିତା ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। 
ଯାହାଙ୍କର ନାମ ହେଉଛି ବାବୁ। ବାବୁ ଜଣେ ବହୁତ ବଡ ବିଜନେସ ମ୍ୟାନ ହୋଇଥିବା ବେଳେ ଜଣେ ବହୁତ ବଡ ପ୍ରଡ୍ୟୁସର ମଧ୍ୟ ଅଟନ୍ତି। ଏବଂ ଏହି ପ୍ରଡ୍ୟୁସରରେ ହିଁ ସେ ରଞ୍ଜିତାଙ୍କୁ ଦେଖି ପସନ୍ଦ କରିଥିବା
 ବେଳେ ଖୁବଶୀଘ୍ର ଦୁହିଁଙ୍କର ବିବାହ ମଧ୍ୟ ହେବାକୁ ଯାଉଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.