Movie prime

ରାସ୍ତା ଉପରେ ବିଧବା ଶାଶୁକୁ ଗଡ଼େଇ ତଡେଇ ପିଟିଲା ବୋହୂ ଦେଖନ୍ତୁ ସାମ୍ନାକୁ ଆସିଲା ଭ-ୟଙ୍କର ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଶାଶୁ ବୋହୂକୁ ନେଇ ଅନେକ ପ୍ରକାର ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆଜିକା ସମାଜରେ ଶାଶୁ ବୋହୂର କଳହ ଏକ ସାଧାରଣ କଥା।
Special report
କିନ୍ତୁ ଏହି ସାଧାରଣ କଥା ଯେ, ବେଳେବେଳେ ଅସାଧାରଣ ହୋଇଯାଏ ଆପଣ ନିଶ୍ଚିତ ଶୁଣିଥିବେ। ଅନେକାଂଶରେ ଦେଖାଯାଏ ଯେ, ଶାଶୁ ଜଣକ ନିଜର ବୋହୂକୁ ମରିଥାନ୍ତି। କିନ୍ତୁ ନିକଟରେ ଏପରି ଏକ ଭିଡ଼ିଓ ଭାଇରଲ୍ ହେଉଛି ଯାହାକୁ ଦେଖିଲେ ଆପଣବି ଚକିତ ହୋଇଯିବେ। 
ଭାଇରାଲ୍ ହେଉଥିବା ଭିଡ଼ିଓରେ ଜଣାପଡୁଛି ଯେ, ଜଣେ ବୋହୂ ନିଜର ଶାଶୁକୁ କିପରି ଅମାନବୀୟ ଭାବରେ ନିର୍ଧୂମ୍ ଛେଚି ଚାଲିଛି। ଯାହାକି ଦେଖିଲେ ଆପଣମାନଙ୍କ ଆଖିରୁ ପାଣି ଆସିଯିବ। ଯେଉଁ ବୟସରେ ବୃଦ୍ଧା ଶାଶୁର ସେବା କରିବା କଥା ସେହି ବୟସରେ
Special report
 ବୋହୂ ବୃଦ୍ଧା ଶାଶୁକୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି। ତେବେ ବନ୍ଧୁଗଣ ଏହିଭଳି ଏକ ଭିଡିଓ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 
ବିଧବା ଶାଶୂଙ୍କୁ ବୋହୂ ଦିନ ଦ୍ୱିପହରରେ ରାସ୍ତା ଉପରେ କଚାଡି କଚାଡି ମାରୁଛି ବୋହୂ। ବିଧବା ଶାଶୂଙ୍କ ନାଁ ହେଉଛି ଉର୍ମିଳା ଦାସ। ଉର୍ମିଳା ଦାସ ନିଜ ବୋହୂଙ୍କ ଠାରୁ ବଞ୍ଚିବା ପାଇଁ ଜୀବନ ବିକଳରେ ସଂଘର୍ଷ କରୁଛନ୍ତି।
Special report
ଆଉ ଏହି ବୋହୂ ଜଣଙ୍କ ନାଁ ହେଉଛି ଜୟନ୍ତୀ ଦାସ। କେବଳ ସେତିକି ନୁହେଁ ବୋହୂ ଜଣକ ଶାଶୂଙ୍କୁ ମାରିବା ସହିତ ଅସଭ୍ୟ ଭାଷାରେ ଗାଳଗୁଲଜ ମଧ୍ୟ କରୁଛନ୍ତି। ସୂଚନା ଅନୁସାରେ ଉର୍ମିଳାଙ୍କ ସ୍ବାମୀ ଷ୍ଟିଲ ପ୍ଲାଣ୍ଟରେ ଚାକିରୀ କରିଥିଲେ। 
ସ୍ବାମୀଙ୍କ ମୃ-ତ୍ୟୁ ପରେ ଶାଶୂଙ୍କ ପ୍ରତି ବୋହୂର ନି-ର୍ଯା-ତ-ନା ଚରମ ସୀମାରେ ପହଞ୍ଚି ଯାଇଛି। ଯାହାକୁ ଦେଖିଲେ ଆପଣ ମାନଙ୍କ ଲୋମ ତାଙ୍କୁରି ଉଠିବ। ସେପଟେ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଥିବା ବେଳେ,
ବୋହୂ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ବୋହୂ ଶାଶୁକୁ ମାଡ଼ ମାରୁଥିବାର ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.