Movie prime

ରାତି ଅଧରେ ପ୍ରେମିକ କଲା ଆ-ତ୍ମ-ହ-ତ୍ୟା ସାମ୍ନାକୁ ଆସିଲା ପ୍ରେମିକାଙ୍କ ସତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ତ ନିକଟରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଭଦ୍ରକ ଜିଲ୍ଲାର ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏହି ଖବର ବିଷୟରେ ଜାଣିପାରିବେ । ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
ଏହି ଘଟଣା ହେଉଛି ପ୍ରେମିକ ଆଉ ପ୍ରେମିକା ଦୁହେଁ ଶାରିରୀକ ସମ୍ପର୍କ ରଖିବା ପାଇଁ ହୋଟେଲ ଯାଇଥିଲେ । ଆଉ ସେଠାରେ ଅଧ ରାତିରେ ପ୍ରେମିକ ଜଣକ ଆ-ତ୍ମ-ହ-ତ୍ୟା କରିଛନ୍ତି । ଏହି ଖବର ବିଷୟରେ ପ୍ରେମିକା ଜଣକ ଜାଣି ନଥିଲେ ।
ଏବେ ପ୍ରେମିକ ଜଣଙ୍କର ଘରଲୋକ କହୁଛନ୍ତି ସେହି ପ୍ରେମିକା ଜଣକ ତାଙ୍କୁ ହ-ତ୍ୟା କରିଛି । ଏହି ଘଟଣାକୁ ନେଇ ପ୍ରେମିକର ଘରଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଆଉ ଏହି ଘଟଣାର ଏବେ ତଦନ୍ତ କରାଯାଉଛି । 
Special report
ଏହି ଘଟଣାକୁ ନେଇ ଆଉ କିଛି କଥା ଏବେ ସାମ୍ନାକୁ ଆସିଛି ।ଏହି ପ୍ରେମିକ ଆଉ ପ୍ରେମିକା ହୋଟେଲରେ ପହଞ୍ଚି ଥିଲେ । ଆଉ ସେଠାରେ ମଦ ପିଇ ଶା-ରୀ-ରି-କ ସଂପର୍କ ବି ରଖିଥିଲେ । ସେମାନେ ଭଦ୍ରକ ରେଳୱେ ଷ୍ଟେସନ ପାଖରେ ଥିବା ଏକ ହୋଟେଲକୁ ଯାଇଥିଲେ ।
ଆଉ ଏହି ହୋଟେଲର ସିସିଟିଭିରେ ଏହି ସବୁ ରେକର୍ଡ ହୋଇଛି । ସେହି ପ୍ରେମିକ ଜଣକ ମୃ-ତ୍ୟୁବରଣ କରିଛନ୍ତି ଅର୍ଥାତ୍ ସେ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି କିନ୍ତୁ ତାଙ୍କ ପରିବାରଲୋକେ କହିଛନ୍ତି ତାଙ୍କ ପ୍ରେମିକା ତାଙ୍କୁ ମାରି ଦେଇଛନ୍ତି ।
ଏହି ପ୍ରେମିକ ଜଣକ ଭଲ ଟଙ୍କା ରୋଜଗାର କରୁଥିଲେ । କେଉଁ କାରଣରୁ ଦେବରାଜ ଏଭଳି କାମ କରିଲେ ? ଆଉ ତାଙ୍କ ପ୍ରେମିକା କଣ ତାଙ୍କୁ ଏଭଳି କରିବାକୁ ବାଧ୍ୟ କରିଥିଲେ । ପ୍ରେମିକ ଜଣଙ୍କର ମୃ-ତ୍ୟୁ ଦେଖି ପ୍ରେମିକା ଜଣକ ଉଠି ପଡ଼ିଥିଲେ ଆଉ ହୋଟେଲ କର୍ମଚାରୀଙ୍କ ଦ୍ଵାରା ତାଙ୍କୁ ଉଦ୍ଧାର କରାଯାଇଥିଲା ।
ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଆଉ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଏବେ ତାଙ୍କ ପରିବାରଲୋକେ ଅଭିଯୋଗ ଆଣିଛନ୍ତି କି ଏହା ହ-ତ୍ୟା ।ତଦନ୍ତ ପରେ ଏହି ତଥ୍ୟ ସାମ୍ନାକୁ ଆସିବ ।