Movie prime

ସମ୍ବଲପୁରୀ ୟୁଟ୍ୟୁବର୍ roshan ଆଉ munia ହୋଇଗଲେ ବିବାହ, ଦେଖନ୍ତୁ ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଆମକୁ ଅନେକ ଖବର ଦେଇଥାଏ ।
ଓଲିଉଡ ଜଗତକୁ ନେଇ, ବଲିଉଡ ଜଗତକୁ ନେଇ ଏବଂ ଏହାସହ ଅନେକ ସିନେ କଳାକାରମାନଙ୍କ ଖବର ବିଷୟରେ ଅନେକ ଖବର ଦେଇଥାଏ ।
ଏବେ ମଧ୍ୟ ଏକ ଖବର ଆସିଛି ସିନେ କଳାକାରମାନଙ୍କୁ ନେଇ । ସିନେ କଳାକାରମାନେ ସବୁବେଳେ ଲୋକମାନଙ୍କର ମନୋରଞ୍ଜନ କରିଥାନ୍ତି । 
ଆପଣମାନେ ତ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅର୍ଥାତ୍ ୟୁଟ୍ୟୁବରେ ନିଜକୁ ଫେମସ୍ କରିଥିବା ଯୋଡ଼ି ।
ଆଉ ଏହାସହ ସେମାନେ ଭିଡିଓ କରି ଲୋକମାନଙ୍କର ମନୋରଞ୍ଜନ କରିଥାନ୍ତି । ଆପଣମାନେ ସମସ୍ତେ ଜଣାଶୁଣା ସିନେ କଳାକାର ରୋଶନ ପଣ୍ଡା ଓ ମୁନିଆ ପାଣିଗ୍ରାହୀଙ୍କୁ ଜାଣିଥିବେ । ଏହି ଅଭିନେତା ଆଉ ଅଭିନେତ୍ରୀ ଅନେକ ପ୍ରକାରର ଭିଡିଓ କରି ୟୁଟ୍ୟୁବରେ ପୋଷ୍ଟ କରିଛନ୍ତି ।
ଏହି ଦୁଇ ସିନେ କଳାକାର ସବୁବେଳେ ଲୋକମାନଙ୍କର ପ୍ରିୟ ହୋଇ ଆସିଛନ୍ତି । ଏହି ଅଭିନେତା ଆଉ ଅଭିନେତ୍ରୀ ତାଙ୍କ କାମ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।
ସେମାନେ ଅନେକ ଭିଡିଓ କରିଛନ୍ତି । ଆଉ ନିଜକୁ ଫେମସ କରିଛନ୍ତି ।ଏହି ଅଭିନେତା ଆଉ ଅଭିନେତ୍ରୀ ବହୁତ ସୁନ୍ଦର ଅଭିନୟ କରନ୍ତି । ଏହି ଦୁଇଜଣ ଲୋକମାନଙ୍କର ଅନେକ ଭଲପାଇବା ପାଇଛନ୍ତି ।
ଏହି ଦୁଇଜଣ ରିଲ ଲାଇଫରେ ସ୍ବାମୀ ସ୍ତ୍ରୀ ହୋଇ ଅଭିନୟ କରୁଥିଲେ । କିନ୍ତୁ ଆଜି ରିଲ ଲାଇଫରୁ ରିଏଲ ଲାଇଫରେ ସ୍ୱାମୀ-ସ୍ତ୍ରୀ ହେଲେ ଏହି ଦୁଇଜଣ କଳାକାର ।
ଏବେ ଏହି ଦୁଇଜଣଙ୍କର ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ହାତକୁ ଦୁଇହାତ ହୋଇଛନ୍ତି ଆଉ ସାରା ଜୀବନ ସାଥି ହୋଇ ରହିବେ ବୋଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଦୁଇଜଣଙ୍କ ଯୋଡ଼ି ସୁପରହିଟ ଲାଗିଥାଏ । ଏହି ଦୁଇଜଣ ଏବେ ବେଦିରେ ବସି ବିବାହ କରୁଛନ୍ତି ।
ଏହି ଦୁଇଜଣଙ୍କର ରୀତିନୀତି ଅନୁସାରେ ବିବାହ ହେଉଥିବାର ଏହି ଭିଡିଓରେ ଆପଣମାନେ ଦେଖିପାରିବେ । ଭଗବାନଙ୍କ ପାଖରେ ପ୍ରାର୍ଥନା ଏହି ବିବାହିତ ଯୋଡ଼ି ସବୁବେଳେ ଖୁସିରେ ରୁହନ୍ତୁ ।