Movie prime

ଦିଲ୍ଲୀପ ଙ୍କ ଶବ ନ ପାଇ ମା ଦେଲା ଅଭିଶାପ,ମୋ ଲୁହ ରେ ତୁ ଭସ୍ମ ହୋଇଯିବ ରେ..

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ହାଇଟେକ୍ ମେଡିକାଲ୍ ଚର୍ଚ୍ଚାର ବିଷୟ ପାଲଟିଛି। ମୃ-ତ ଦିଲ୍ଲୀପ ଙ୍କ ମାଆ ଏବେ ମଞ୍ଚେଶ୍ବର ଥାନା ନିକଟରେ ସୋଇ ଥିବାର ନଜର ଆସିଥିଲେ।
Special report
ତାଙ୍କର ସମ୍ପର୍କୀୟ ଏନେଇ କହିଥିଲେ କି ସେମାନେ ହାଇଟେକ୍ ମେଡିକାଲ୍ ସାମ୍ନା ରେ ମଧ୍ଯ ଆନ୍ଦୋଳନ ରେ ବସିଥିଲେ। ଆଉ ତାଙ୍କୁ ପୋଲିସ ଏକ ରିପୋର୍ଟ ଦେବା ପାଇଁ ମଧ୍ଯ କହିଥିଲା।
ଏହାପରେ ସମସ୍ତେ ମିଶି ଏକ ଏଫଆଇଆର ମଧ୍ୟ ଲେଖିଥିଲେ। ଏହାପରେ ସେ କହିଥିଲେ କି ଡିଏନଏ ରିପୋର୍ଟ ଓ ସବ ବ୍ୟବଚ୍ଛେଦ ଆସିଥିଲା।
ଆଉ ମହିଳା ଜଣକ ଏହା କହିଥିଲେ କି ରିପୋର୍ଟ ରେ ଯେଉଁ ଟିପ ଚିହ୍ନ ଦିଆ ଯାଇଛି ତାହା ଦିଲ୍ଲୀପ ସାମନ୍ତରାୟ ଙ୍କର ନୁହେଁ। ମହିଳା କହିଛନ୍ତି କି ତାଙ୍କ ନିକଟରେ ମଧ୍ୟ ଏହାର ପ୍ରମାଣ ଅଛି କାରଣ ସେମାନେ ମଧ୍ୟ ନିଜ ନିକଟରେ ଏଫଆଇଆର କପି ରଖିଛନ୍ତି।
Special Report
ସେ କହିଛନ୍ତି କି ଯଦି ଉଚ୍ଚ ପଦସ୍ତ କର୍ମଚାରୀ ଏଭଳି ଭାବରେ ଭୁଲ୍ କରନ୍ତି ତେବେ ଆଉ ସାଧାରଣ ଲୋକଙ୍କୁ କଣ ବା କୁହାଯିବ।ମହିଳାଙ୍କ କହିବା କଥା ପୋଲିସ ତାଙ୍କୁ ସେଠାରୁ ତୁରନ୍ତ ଚାଲି ଯିବା ପାଇଁ କହୁଥିବା ବେଳେ
ହାଇଟେକ୍ ର କର୍ତ୍ତୃପକ୍ଷ ଙ୍କୁ ସେଠାରୁ ଚାଲି ଯିବା ପାଇଁ ମଧ୍ୟ କହୁଛି। ମହିଳା କହିଥିଲେ କି ତାଙ୍କର କେସ ଏବେ ପର୍ଯ୍ୟନ୍ତ ରେଜିଷ୍ଟର ହୋଇ ନାହିଁ ସେଥିପାଇଁ ସେମାନେ ସେଠାରୁ ଲାସ ମଧ୍ଯ ଉଠାଇବେ ନାହିଁ।
ଏବେ ଦିଲ୍ଲୀପ ଙ୍କ ପରିବାର ଲୋକେ ସବୁ ଥାନା ଘେରାଉ କରିଛନ୍ତି। କାରଣ ଏହା ଏକ ସାଧାରଣ ମୃ-ତ୍ୟୁ ନଥିଲା। ଏକ ବିସ୍ପୋରଣ ରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା। ଏହା ନିଶ୍ଚିତ ଭାବରେ ଖୁବ୍ ଦୁଃଖର କାରଣ ଅଟେ।
ଆଉ ଏଥି ମଧ୍ୟରେ ୧୨ ଦିନ ହେଲା ତାଙ୍କର ପୁଅ ତାଙ୍କୁ ମିଳି ପାରି ନାହିଁ ସେମାନେ ଖୁବ୍ ଦୁଃଖ କଷ୍ଟରେ ରହିଛନ୍ତି। ସେଥିପାଇଁ ପୋଲିସ୍ ର ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଖୁବ୍ କଷ୍ଟ ହୋଇଥିବାର ସେ କହିଛନ୍ତି।