Movie prime

ସବ୍ୟ ଆଉ ଅର୍ଚ୍ଚିତା ଙ୍କ ପୁରା ପରିବାର ! ନିଶ୍ଚୟ ଦେଖନ୍ତୁ କିଏ କିଏ ଅଛନ୍ତି ଆଉ ଶାଶୁ ଶଶୁର କେମିତି ରହୁଛନ୍ତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଓଲିଉଡ ଜଗତର ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ସେ ୧୪ ଡିସେମ୍ବର ରେ ଭୁବନେଶ୍ୱର ଠାରେ ଜନ୍ମ ଗ୍ରହଣ କରିଥିଲେ।
ସେ ମଧ୍ଯ ଓଲିଉଡ ର ଆଗ ଧାଡ଼ି ର ଅଭିନେତ୍ରୀ। ଆଜି ଆମେ ତାଙ୍କ ସମ୍ପର୍କ ରେ ଆପଣଙ୍କୁ କହିବାକୁ ଯାଉଛୁ। ଅର୍ଚ୍ଚିତା ସାହୁ ଙ୍କ ପିଲାଟି ବେଳରୁ ହିଁ ତାଙ୍କର ଅଭିନୟ ପ୍ରତି ବେଶ ଆଗ୍ରହ ଥିଲା।
ତାଙ୍କର ପିଲା ବେଳେ ମଧ୍ୟ ଓଡିଶୀ ନୃତ୍ୟ ପ୍ରତି ବେଶ ଆଗ୍ରହ ଥିଲା। ସେଥିପାଇଁ ମଧ୍ଯ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରି ଦେଇଥିଲେସେ।୨୦୧୩ ମସିହାରେ ଫେମିନା ମିସ୍ ଇଣ୍ଡିଆ ରେ ଏକ ଆୱାର୍ଡ଼ ମଧ୍ଯ ହାସଲ କରିଥିଲେ।
ଏହି ଆୱାର୍ଡ଼ ହାସଲ କରିବା ପରେ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ କାମ କରିବାକୁ ମଧ୍ଯ ସୁଯୋଗ ପାଇଥିଲେ। ସେ ପରବର୍ତ୍ତୀ ସମୟରେ ଓଡ଼ିଶା ଷ୍ଟେଟ ଫିଲ୍ମ୍ ଆୱାର୍ଡ଼ ମଧ୍ଯ ହାସଲ କରିଛନ୍ତି।
ପରବର୍ତ୍ତୀ ସମୟରେ ସେ ଅନେକ ସଫଳତା ହାସଲ କରିବା ସହ ତାଙ୍କର ଫିଲ୍ମ୍ ଗୁଡ଼ିକୁ ଦର୍ଶକ ମାନେ ମଧ୍ୟ ଖୁବ ପସନ୍ଦ କରିଛନ୍ତି।୨୦୦୫ ମସିହାରୁ ହିଁ ସେ ଓଲିଉଡ ରେ କାମ କରିବା ଆରମ୍ଭ କରି ଦେଇଛନ୍ତି।
ଆଉ ନିକଟରେ ସେ ସବ୍ୟସାଚୀ ଙ୍କୁ ବିବାହ କରି ତାଙ୍କର ସାତ ଜନ୍ମର ସାଥୀ ମଧ୍ଯ ବାଛି ସାରିଛନ୍ତି। ଏବଂ ତାଙ୍କ ଯୋଡ଼ି କୁ ମଧ୍ୟ ଲୋକ ମାନେ ଖୁବ ପସନ୍ଦ କରୁଛନ୍ତି। କାରଣ ପରଦା ଉପରେ ତାଙ୍କ ଯୋଡ଼ି କୁ ଦର୍ଶକ ମାନେ ଖୁବ ପଶନ୍ଦ ମଧ୍ୟ କରିଥାନ୍ତି।
ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ DAV ସ୍କୁଲ୍ ରେ ପାଠ ପଢ଼ିଛନ୍ତି। ଆଉ କଲେଜ୍ କ୍ୟାରିୟର ତାଙ୍କ କିଟ୍ ୟୁନିଭର୍ଶିଟୀ ରେ ହିଁ ହୋଇଛି।
ଏହାପରେ ସେ ଅନେକ ଫିଲ୍ମ୍ ଗୁଡିକରେ କାମ କରିଛନ୍ତି। ଏବଂ ସେହି ଫିଲ୍ମ୍ ଗୁଡିକ ମଧ୍ୟ ସୁପର୍ ଡୁପର୍ ହିଟ୍ ହୋଇଛି। ତେବେ ଆପଣ ମାନଙ୍କୁ ଅର୍ଚ୍ଚିତା ଙ୍କ ଫିଲ୍ମ୍ ଗୁଡିକ ମଧ୍ୟରୁ କେଉଁ କେଉଁ ଫିଲ୍ମ୍ ପଶନ୍ଦ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.