Movie prime

ଭିକାରୀ ମାନଙ୍କ ପାଇଁ। ଓଡ଼ିଶା ସରକାର ବାହାରକରିଛନ୍ତି ଗୋଟେ ନୂଆ ଯୋଜନା, ଏଣିକି ଆଉ ଭିକ ମାଗିବାକୁ ପଡ଼ିବନି

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଖୁସି ହୋଇଯିବେ । ସରକାର ସମସ୍ତଙ୍କ ପାଇଁ ଯୋଜନା କରୁଛନ୍ତି । ସରକାର ଅନେକ ଲୋକଙ୍କ ପାଇଁ ଅନେକ ପ୍ରକାରର ଯୋଜନା କରି ଲୋକମାନଙ୍କର ମଙ୍ଗଳ କରିଥାନ୍ତି ।
ଆଉ ଏବେ ଏକ ଖବର ସାମ୍ନାକୁ ଆସୁଛି । ଯେଉଁଥିରେ ଶୁଣିବାକୁ ମିଳୁଛି କି ସରକାର ଭିକ୍ଷୁକ ଅର୍ଥାତ୍ ଭିକାରୀ ମାନଙ୍କ ପାଇଁ କିଛି ଯୋଜନା କରିଛନ୍ତି । ଭିକ୍ଷୁକ ଏବଂ ଅସହାୟ ଲୋକଙ୍କ ପାଇଁ ସରକାର ସହାୟ ଯୋଜନା କରିଛନ୍ତି ।
ଓଡ଼ିଶାରେ ଭିକ୍ଷୁକ ଏବଂ ଅନ୍ୟ ଅସହାୟ ବ୍ୟକ୍ତିମାନେ ହେଉଛନ୍ତି ମୂଲ୍ୟବାନ ମାନବ ସମ୍ବଳ । ତାଙ୍କୁ ଛାଡି ସମାଜର ବିକାଶ କରାଯାଇପାରିବ ନାହିଁ । ସମାଜର ବିକାଶ କରିବା ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚଳିବା ପାଇଁ ପଡିବ । 
ଏବେ ଯୋଜନା ଆସିଛି ଏହିଭଳି ଲୋକଙ୍କ ପାଇଁ । ଏହି ଯୋଜନାର ମୁଖ୍ୟ ଉପାଦାନ ହେଉଛି, ଛୋଟ ପିଲାମାନଙ୍କ ଲାଳନପାଳନ ପାଇଁ ପିତାମାତାଙ୍କୁ ସହାୟତା, ମାଟ୍ରିକ ପରେ ଏବଂ
 ପୂର୍ବରୁ ଛାତ୍ର ବୃତ୍ତିର ସୁବିଧା, ଦକ୍ଷତା ବିକାଶ ତାଲିମ, ସ୍ଵୟଂ ନିଯୁକ୍ତି କିଟ୍, ସ୍ଵୟଂ ସହାୟକ ଦଳରେ ସାମିଲ୍, ପୁନର୍ବାସ କେନ୍ଦ୍ରରେ ସୁବିଧା, ମୁଖ୍ୟସ୍ରୋତରେ ସାମିଲ୍ ନିମନ୍ତେ ପୁରସ୍କାର, କନ୍ୟାର ବିବାହ ପାଇଁ ସହାୟତା ତଥା ପ୍ରୋତ୍ସାହନ ରାଶିର ସୁବିଧା । 
ଏହି ଯୋଜନା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଯୋଜନା ବିଷୟରେ ଏକ ପୁସ୍ତକରେ ଲେଖାଯାଇଛି । ସରକାରୀ ଯୋଜନା ଏବଂ ହିତାଧିକାରୀ ପୁସ୍ତକରେ ଏହିସବୁ କଥା ବିଷୟରେ ବା ଯୋଜନା ବିଷୟରେ ଲେଖାଯାଇଛି ।
ଆପଣ ଏହିସବୁ କଥା ସମ୍ପୂର୍ଣ୍ଣ ଭାବରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.