Movie prime

ସୌମ୍ୟ ଙ୍କ ବୟାନ ପାଇ ଅଚାନକ କଣ ପାଇ ସମ୍ବାଦ ଅଫିସ ରେ EOW କଲେ ଚଢ଼ାଉ? କଣ ମୁଖିଆ ରାଗିଲେ କି

 
Special report
ନମସ୍କାର ପାଠକ ବନ୍ଧୁ।ଏବେ ଓଡ଼ିଶା ରାଜନୀତି ରେ ସୌମ୍ୟ ରଂଜନ ପଟ୍ଟନାୟକ ଙ୍କୁ ନେଇ କିଭଳି ଚର୍ଚ୍ଚା ହେଉଚି ଆପଣ ମାନେ ସମସ୍ତେ ଜାଣି ଥିବେ।ସେ ସମ୍ବାଦ ପତ୍ରିକା ର ସମ୍ପାଦକ ଅଟନ୍ତି।ଏବେ ତାଙ୍କ ବିରୋଧ ରେ ଆଉ ଏକ ଅଭିଯୋଗ ହେଉଛି।
Special report
ସେ ଲୋନ ଦେବା ବାହାନା ରେ ଅନ୍ୟ ମାନଙ୍କୁ ଠକୁଛନ୍ତି।ସେଥିପାଇଁ ଇ ଓ ଡବ୍ଲୁ ଭୁବନେଶ୍ୱର ଠାରେ ପହଞ୍ଚି ଛନ୍ତି।ଏ ବିଷୟରେ କମଳା କାନ୍ତ ଗଣ ମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ।କର୍ମଚାରୀ ଙ୍କ ଫେକ ଆକାଉଣ୍ଟ ରେ ଲୋନ୍ କରା ଯାଉଥିବା ଅଭିଯୋଗ ହୋଇଛି।
ଏଥିରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ମାନବ ସମ୍ବଳ ବିଭାଗ ର ଅଧିକାରୀ ବୈଜୟନ୍ତି କର ଙ୍କ ବିରୋଧ ରେ ସମ୍ବାଦ ର ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି।ତାଙ୍କ କହିବା ମୁତାବକ ତାଙ୍କ ବିନା ଅନୁମତି ରେ ନକଲି ଆକାଉଣ୍ଟ ରେ ୫ଲକ୍ଷ ଟଙ୍କା ଋଣ କରା ଯାଇଥିବା ସେ କହିଥିଲେ।
ଏ ବିଷୟ ରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ଝିଅ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଲେଖିଛନ୍ତି କି ତାଙ୍କ ପରିବାର ଉପରେ ପ୍ରତିଶୋଧ ନିଆ ଯାଉଚି।ମୁ ଏବେ ଭାବୁଛି ଯେ ମୋ ପରିବାର ଯା କରିଛି ଠିକ୍ କରିଛି।
Special report
ସରକାର କେବଳ ଜଣେ ସଚିବ ପାଇଁ ମୋ ପରିବାର କୁ ବିରୋଧ କରିଛି।ଯଦି ମୋ ପରିବାର ର କିଛି ହୁଏ ତେବେ ସରକାର ଦାୟୀ ରହିବେ।ଆମ ପଛରେ ଏବେ ପୁରା ପ୍ରଶାସନ ଲାଗିଛି।ଓ ପୁରା ସରକାରୀ କଳ ଲାଗିଛି।
ବର୍ତ୍ତମାନ ସମ୍ବାଦ ଅଫିସ ରେ ଇ ଓ ଡବ୍ଲୁ ଟିମ ପହଞ୍ଚି ସାରିଛି। ଲୋନ ଅଭିଯୋଗ କୁ ଭିତି କରି ସେମାନେ ସେଠାରେ ପହଞ୍ଚି ଛନ୍ତି।ତିନି ଜଣ ସମ୍ବାଦ କର୍ମଚାରୀ ଅଭିଯୋଗ କରିଥିଲେ କି ତାଙ୍କ ନାମ ରେ ଜବରଦସ୍ତ ଦସ୍ତଖତ କରି ଋଣ ଅଣା ଯାଇଥିଲା।
ଗତ କାଲି ସନ୍ଧ୍ୟା ରେ ପୂର୍ବତନ ସି ଇ ଓ କମଳାକାନ୍ତ ମହାପାତ୍ର ଇ ଓ ଡବ୍ଲୁ ଅଫିସ ରେ ହାଜର ହୋଇ ଥିଲେ।ସେ ନିଜ ପକ୍ଷ ରଖିଥିଲେ।
ସେ କହିଥିଲେ କି ତାଙ୍କର କୌଣସି ଭୁଲ ନାହିଁ ଏଥିରେ।ତାଙ୍କୁ ତିନି ଘଣ୍ଟା ଧରି ପଚରା ଉଚରା ଜାରି କରା ଯାଇଥିଲା।ଆଗକୁ ଏ ବିଷୟରେ ଅଧିକ ତଥ୍ୟ ହାସଲ କରା ଯିବ ବୋଲି ଆଶା କରା ଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.