Movie prime

ପ୍ରଭୁ ଶନିଦେବଙ୍କ ପୂଜା କଲେ ଲୋକପ୍ରିୟ ଅଭିନେତ୍ରୀ ଶିବାନୀ ଦେଖନ୍ତୁ ଏହି ଦୃଶ୍ୟ କେମିତି ସମ୍ପୂର୍ଣ ନିଷ୍ଟାର ସହ କଲେ ପୂଜାର୍ଚ୍ଚନା Jay Shani Dev

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଓଲିଉଡ ଜଗତକୁ ନେଇ ଆସିଛି । 
ଓଲିଉଡ ଜଗତର ସବୁ ସିନେମା ଖବର ଏବଂ ଅଭିନେତା ଓ ଅଭିନେତ୍ରୀମାନଙ୍କ ବିଷୟରେ ଆପଣମାନେ ସୋସିଆଲ ମିଡିଆରେ ଅନେକ ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ ଜଗତର ଜଣାଶୁଣା ଅଭିନେତ୍ରୀ ଶିବାନୀଙ୍କୁ ଭଲଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହି ଅଭିନେତ୍ରୀ ଜଣକ ଛୋଟ ବେଳୁ ଅଭିନୟ ଦୁନିଆରେ ପାଦ ଦେଇଛନ୍ତି । 
ଆପଣମାନେ ସମସ୍ତେ ଏବେ ଏହି ଅଭିନେତ୍ରୀ ଜଣଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଅଭିନେତ୍ରୀ ଶିବାନୀ ଏବେ ଠାକୁରଙ୍କୁ ପୂଜା କରିବାର ନଜର ଆସିଛନ୍ତି । ଏହି ଅଭିନେତ୍ରୀ ଜଣକ ଏବେ ପୂଜା କରୁଛନ୍ତି ।
ଆଉ ସେ ମନ୍ଦିରରେ ମନ ଧ୍ୟାନ ଦେଇ ପୂଜା କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ଦେଖିଲେ ଆପଣ ବି ଜାଣିପାରିବେ ଅନେକ କଥା । ଏହି ଭିଡିଓରେ ଅଭିନେତ୍ରୀ ଶିବାନୀ ଚୁଡ଼ିଦାର ପିନ୍ଧିଥିବାର ନଜର ଆସିଛନ୍ତି । 
ଅଭିନେତ୍ରୀ ଶିବାନୀ ଭଗବାନ ଶନିଦେବଙ୍କୁ ପୂଜା କରୁଥିଲେ । ଅଭିନେତ୍ରୀ ଶିବାନୀ ଗ୍ରହ ଶାନ୍ତି ପାଇଁ ଶନିଦେବଙ୍କୁ ପୂଜା କରୁଛନ୍ତି ବୋଲି ଜଣାପଡିଛି । ଏବେ ଏହି ଅଭିନେତ୍ରୀ ଜଣଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।
ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ଖବର ଏବେ ବହୁତ ପରିମାଣରେ ଚର୍ଚ୍ଚା ଧରିବା ସହ ଅନେକ କଥା ଆସିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ।