ଶୁଭଲକ୍ଷ୍ମି ଙ୍କୁ ଜବରଦସ୍ତି ମ-ଦ ପିଆଇ ମାରି ଦିଆ ଯାଇଛି, ପରେ କହିଦେଲେ ନିଜେ କରିଚି ନିଜ ଜୀବନ ଶେଷ
Aug 10, 2023, 13:11 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ରାତି ପାହିବା ମାତ୍ରେ ହିଁ ନୁଆ ମୋଡ ନେବାକୁ ଲାଗିଛି ଶୁଭଲକ୍ଷ୍ମି ଙ୍କ କେସ। କେତେବେଳେ ତାଙ୍କର ଫା-ଶୀ ଦିଆ ଫଟୋ ଭାଇରାଲ୍ ହେଉଛି ତ ଆଉ କେତେବେଳେ ତାଙ୍କୁ ବିଷ ଦେଇ ମାରିଥିବା କଥା ସାମ୍ନାକୁ ଆସୁଛି।

ଆଉ କେତେବେଳେ ଶୁଭଲକ୍ଷ୍ମି ଙ୍କ ତ୍ରିକୋଣୀୟ ପ୍ରେମ ସମ୍ପର୍କ କଥା ମଧ୍ୟ ସାମ୍ନା କୁ ଆସୁଛି। ହେଲେ ଏବେ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ ଶୁଭଲକ୍ଷ୍ମୀ ଙ୍କ ମୃ-ତ୍ୟୁ ପଛର ରହସ୍ୟ।
ଶୁଭଲକ୍ଷ୍ମି ଙ୍କ ସମ୍ପର୍କରେ ହିଁ ଏବେ ସାରା ରାଜ୍ୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। କେହି ଜାଣି ପାରୁ ନାହାଁନ୍ତି କି ଏହା ଶୁଭଲକ୍ଷ୍ମି ହ-ତ୍ୟା ନା ଆ-ତ୍ମ-ହ-ତ୍ୟା।ଶୁଭଲକ୍ଷ୍ମି ଙ୍କ ପୋ-ଷ୍ଟ ମୋ-ର୍ଟ-ର୍ମ ରିପୋର୍ଟ ଅନୁସାରେ
ତାଙ୍କର ମୃ-ତ୍ୟୁ ର ପାଞ୍ଚ ଘଣ୍ଟା ପୁର୍ବରୁ ତାଙ୍କୁ ନିଶା ଦିଆ ଯାଇଥିଲା। ଆଉ ସେହି ନିଶାରେ ବିଷ ମଧ୍ଯ ଦିଆ ଯାଇଥିଲା। ଯାହାକୁ ନେଇ ଶୁଭଲକ୍ଷ୍ମି ଙ୍କୁ ଜୀବନ ଯାଇଛି। ଆଉ ଏହି କଥା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି।

ଯେତେବେଳେ ପୋ-ଷ୍ଟ ମୋ-ର୍ଟ-ର୍ମ ରିପୋର୍ଟ ଆସୁଛି କି ଶୁଭଲକ୍ଷ୍ମି ଙ୍କୁ ବିଷ ଦିଆ ଯାଇଥିଲା ସେତେବେଳେ ଏହା ପ୍ରଶ୍ନ ଉଠୁଛି କି ଶୁଭଲକ୍ଷ୍ମି ଙ୍କୁ ଝୁଲାଇଲା କିଏ। ପ୍ରଥମେ ତାଙ୍କୁ କିଏ ବିଷ ଦେଇଥିଲା ଆଉ ପରେ
ଏହାକୁ ଆ-ତ୍ମ-ହ-ତ୍ୟା ର ରୂପ ଦେବା ପାଇଁ ତାଙ୍କୁ ଝୁଲା ଯାଇଥିଲା ନା ନିଜେ ଶୁଭଲକ୍ଷ୍ମି କୌଣସି ବିଷାକ୍ତ ଜିନିଷ ପିଇ ସେ ସେଠାରେ ନିଜେ ହିଁ ଝୁଲି ପଡ଼ିଥିଲେ। ଆଉ ଏହା ପ୍ରଶ୍ନ ମଧ୍ଯ ଏବେ ଉଠିବାରେ ଲାଗିଛି କି,
ସେଦିନ ରୁମ୍ ନମ୍ବର୍ ୨୦୫ ରେ ଏକା ଶୁଭଲକ୍ଷ୍ମି ଥିଲେ ନା ତାଙ୍କ ସହ ସେଠାରେ ଆଉ କିଏ ଥିଲେ। ଏସବୁ ପଛରୁ ପରଦା ଉଠାଇବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ପଡିଛି ପୋଲିସ। ଆଉ ଏହାରି ମଧ୍ୟରେ ଶୁଭଲକ୍ଷ୍ମି ଙ୍କ ତ୍ରୀକୋଣିୟ ପ୍ରେମ କାହାଣୀ ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛି।
ହେଲେ ଏଯାଏଁ ଏହି ଘଟଣାର ପ୍ରକୃତ ଅପରାଧୀ କିଏ ସେହି ସମ୍ପର୍କରେ ପୋଲିସ ଙ୍କୁ କୌଣସି ପ୍ରକାରର ସଠିକ୍ ତଥ୍ଯ ମିଳି ପାରି ନାହିଁ। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।