Movie prime

ରଜରେ ହିଟ ଯୋଡି ସିଦ୍ଧାନ୍ତ ମହାପାତ୍ର ରଚନା ବାନାର୍ଜୀ ଙ୍କ ଏଣ୍ଟ୍ରି ! ଦେଖନ୍ତୁ ଆସିଲା ବହୁତ୍ ବଡ ଖବର

 
Viral news
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଅନେକ କଳାକାର ରହିଛନ୍ତି। କିନ୍ତୁ ସେଥିମଧ୍ୟରୁ ଏମିତି କିଛି କଳାକାର ରହିଛନ୍ତି ଯିଏ କି ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।
ତେବେ ଆମ କଳାକାର ଜଗତରେ ଏମିତି କିଛି ଯୋଡ଼ି ଅଛନ୍ତି ଯାହାଙ୍କୁ ଦର୍ଶକ ମାନେ ବେସ ପସନ୍ଦ କରିଥାଆନ୍ତି ଆଉ ଖୁବ ଭଲ ପାଇବା ମଧ୍ୟ ଦେଇଥାଆନ୍ତି। କାରଣ ସେହି ଯୋଡ଼ିର ଫିଲ୍ମ ବେସ ସୁନ୍ଦର ଲାଗିବା ସହିତ ଆଉ ମନକୁ ଖୁବ ଛୁଇଁ ଯାଇଥାଏ। 
ତେବେ ଓଡ଼ିଆ ସିନେମା ଜଗତ ର ସବୁଠୁ ସୁନ୍ଦର ଯୋଡ଼ି ସିଦ୍ଧାର୍ଥ ମହାପାତ୍ର ଆଉ ରଚନା ବାନାର୍ଜୀଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ। ଯିଏ କି ଅନେକ ଫିଲ୍ମ ଏକା ସାଙ୍ଗରେ କରି ଦର୍ଶକ ମାନଙ୍କର ଭଲ ପାଇବାକୁ କିଣି ପାରିଛନ୍ତି।
ଏବେକା ସମୟରେ ରଚନା ଆଉ ଓଡ଼ିଆ ଚଳଚ୍ଚିତ୍ରରେ ଫିଲ୍ମ କରୁନାହାଁନ୍ତି କିନ୍ତୁ ଏବେ ସେ ଓଡ଼ିଆ ଦର୍ଶକଙ୍କ ମନରେ ଛାପି ହୋଇ ରହିଯାଇଛନ୍ତି। ରଚନା ବାନାର୍ଜୀ ଅଭିନେତା ସିଦ୍ଧାର୍ଥଙ୍କ ସହିତ ଅନେକ ଫିଲ୍ମରେ କାମ କରିଛନ୍ତି। 
ଆଉ ତାଙ୍କର କିଛି ହିଟ ଫିଲ୍ମ ଗୁଡ଼ିକ ହେଉଛି, ସନ୍ତାନ, କଣ୍ଢେଇ ଆଖିରେ ଲୁହ, ସିନ୍ଦୁର ନୁହେଁ ଖେଳ ଘର, ମୋ କୋଳ ତୋ ଝୁଲଣା, ଲକ୍ଷ୍ମୀ ପ୍ରତିମା ଏଭଳି ଅନେକ ସୁପରହିଟ ଫିଲ୍ମ ରହିଛି। ତେବେ ବର୍ତ୍ତମାନ ସମୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି।
ଏଥର ରଜ ବଜାରରେ ଧୁମ୍ ମଚାଇବେ ଓଲିଉଡ଼ର ସୁପର ହିଟ ଯୋଡି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କ ବଡ଼ ବଜେଟର ଓଡ଼ିଆ ସିନେମା। ଆସନ୍ତା ରଜରେ ବ୍ରଜରାଜ ମୁଭିର ପ୍ରଡକ୍ସନ ହାଉସ ଆଣିବାକୁ ଯାଉଛି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀଙ୍କୁ ନେଇ ଏକ ବଡ଼ ଚଳଚ୍ଚିତ୍ର। 
ଏହି ଅଭିନୟ ଦୁନିଆରେ ସବୁଠାରୁ କଷ୍ଟ କାମ ହେଉଛି ଚଳଚ୍ଚିତ୍ର ତିଆରି କରିବା। ଏହି ଲାଇନ୍ ରେ ଅନେକ ପ୍ରଯୋଜକ ମାନେ ଅଛନ୍ତି ଯେଉଁ ମାନେ ନିଜର ଚଳଚ୍ଚିତ୍ର ଜରିଆରେ ଦର୍ଶକ ମାନଙ୍କ ଭଲ ପାଇବା ପାଇଛନ୍ତି।
ତେବେ ଓଲିଉଡ଼ ଲୋକପ୍ରିୟ ସୁପର ହିଟ ଯୋଡି ହେଲେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ। ତେବେ ବନ୍ଧୁଗଣ ବହୁତ ବର୍ଷ ପରେ ବର୍ତ୍ତମାନ ଆଉ ଏକ ନୂଆ ଚଳଚ୍ଚିତ୍ରରେ ଦୁହେଁ ଅଭିନୟ କରିବାକୁ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.