Movie prime

ସେ ଆସି ମୋ ଗୋଡ଼ ଧରି ଭୁଲ ମାଗିବେ ଯଦି ମୁଁ ଛାଡ଼ି ଦେବି, ସୋମଲିକା ଆଉ ବିଜୟ ଶଙ୍କର ପ୍ରେମ ରେ ମୋଡ

 
Special Report
ବର୍ତ୍ତମାନ ଏକ ଅଡିଓ କଲ୍ ସୋସିଆଲ ମିଡିଆରେ ଭାଇ ରାୁଲ ହେବାରେ ଲାଗିଛି।ଅଡିଓ କଲ୍ ରେ କଥା ହେଉଥିବା ସେହି ଭଏସ୍ ରେକର୍ଡ ଟି ହେଉଛି ସୋମାଲିଆ ଙ୍କ ର ଏବଂ
ସୋମାଲିଆ ଙ୍କୁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ର ଜଣେ ସମର୍କିୟ କଲ୍ କରି ଧମକ ଦେଉଥିବା ଜଣାପଡିଛି।ସଂପର୍କୀୟ ଜଣଙ୍କ ତାଙ୍କୁ ଅଭିଯୋଗ କରିବା ପାଇଁ ମନା କରିଛନ୍ତି।ମାମଲାକୁ ପ୍ରତ୍ୟାହାର କରି ଦିଅ ବୋଲି ସୋମଲିଯା ଙ୍କୁ କହିଛନ୍ତି।
ଆଉ ଏହା ଶୁଣିବା ପରେ ସୋମଲିକା ଉକ୍ତ ବ୍ୟକ୍ତି ଙ୍କୁ କହିଥିଲେ ଯେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରଥମେ ଆସି ତାଙ୍କ ଗୋଡ଼ ଧରି ଭୁଲ ମାଗିବେ।ତାପରେ ସେ ତାଙ୍କୁ କ୍ଷମା କରିଦେବେ ଏହାପରେ ମାମଲା ଟିକୁ ପ୍ରତ୍ୟାହାର କରିଦେବେ।
ଫୋନ କରିଥିବା ବ୍ୟକ୍ତି ଜଣଙ୍କ ସୋମଲିକା ଙ୍କୁ କହିଛନ୍ତି ଯେ ସେ ବିଜୟ ଶଙ୍କର ଙ୍କୁ ବହୁତ ଭଲ ପାଉଥିଲେ।ଆଉ ତାଙ୍କ ସହିତ ସମ୍ପର୍କ ମଧ୍ୟ ରଖିଥିଲେ।କିନ୍ତୁ ବର୍ତ୍ତମାନ ତାଙ୍କ ନାମରେ କଣ ପାଇଁ କେଶ୍ ଦେଇଛନ୍ତି ସେହି ବିଷୟରେ ପଚାରିଛନ୍ତି।
ଏହାଶୁଣି ସୋମଲିକା ତାଙ୍କୁ କହୁଛନ୍ତି ଯେ ସେ ତାଙ୍କୁ ଭଲ ପାଉ ନଥିଲେ।ବିଧାୟକ ବିଜୟ ଶଙ୍କର ତାଙ୍କ ପାୱାର ଦେଖାଇ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ। ଯାହାକୁ ନେଇ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ ଏବଂ
 ବିଜୟ ଶଙ୍କର ଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ।କିନ୍ତୁ ପୋଲିସ ଏହି ଘଟଣା କୁ ଗୁରୁତ୍ଵ ନ ନେଇ କିଛି ବି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନାହାଁନ୍ତି।ଯୁବତୀ ଜଣଙ୍କ ଅନେକ ଥର ପୋଲିସ ଷ୍ଟେସନ୍ ଆଉ କୋର୍ଟ କୁ ଯାଇ ସାରିଲେଣି।
ତଥାପି ବିଜୟ ଶଙ୍କର ଙ୍କୁ ଗିରଫ କରାଯାଉ ନାହିଁ।ଆହୁରି କହିଛନ୍ତି ଯେ ଯଦି ସେ ବିଜୟ ଶଙ୍କର ଙ୍କୁ ଭଲ ପାଇଥାନ୍ତେ ତାହେଲେ ତାଙ୍କ ନାମରେ କେବେ ଥାନାରେ ଅଭିଯୋଗ କରି ନଥାନ୍ତେ।
ସୋମଲିକା ଙ୍କୁ ବ୍ୟକ୍ତି ଜଣଙ୍କ ଧମକ ଦେଲେ ମଧ୍ୟ ସୋମଲିକା ମଧ୍ୟ ତାଙ୍କୁ ଅନେକ କଥା କହିଛନ୍ତି।ଏହି ଅଡିଓ କଲ୍ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.