Movie prime

କଣ ଚାହୁଁଛନ୍ତି ପଚାରିବାରୁ ମୁଁହ ଖୋଲିଲେ ସୋମାଲିକା ଦେଖନ୍ତୁ କଣ କହିଲେ Exclusive Report

 
Viral news
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲ୍ କି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଏଭଳି କାମ କରିଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଆପଣମାନେ ଦେଖିପାରିବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ପ୍ରେମିକା ସୋମଲିକା କିଛି କଥା କହିଛନ୍ତି ।
ସୋମାଲିକା ଏବଂ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ କଥା ଏବେ ସୋସିଆଲ ମିଡ଼ିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏବେ ସୋମାଲିକା ବିଜୟ ଶଙ୍କରଙ୍କ ବିଷୟରେ କିଛି କଥା ଗଣମାଧ୍ୟମ ଆଗରେ କହିଛନ୍ତି ।
ଆପଣମାନେ ସମସ୍ତେ ତ ଏହି ଦୁଇଜଣଙ୍କର ସମ୍ପର୍କ ବିଷୟରେ ଜାଣିଥିବେ । ଏହି ଦୁଇଜଣ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ଆଉ ଏକାଠି ମଧ୍ୟ ରହୁଥିଲେ । କିନ୍ତୁ ତିର୍ତ୍ତୋଲ ବିଧାୟକ ତାଙ୍କ ପ୍ରେମିକା ସୋମାଲିକାଙ୍କୁ ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । 
କିନ୍ତୁ ସେ ବାହାଘର ହୋଇନଥିଲେ । ଏହାପରେ ସୋମାଲିକା ତାଙ୍କ ପ୍ରେମିକ ନାଁରେ ଥାନାରେ ଅଭିଯୋଗ ଦେଇଥିଲେ । ଆଉ ଏବେ ତାଙ୍କର କେହି ଜଣେ ସମ୍ପର୍କୀୟ ସୋମାଲିକାଙ୍କୁ ଏହି କେସ ଉଠାଇବାକୁ ଫୋନ କରିଥିଲେ ।
ଏହି କଥାବାର୍ତ୍ତାର ରେକର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଆପଣମାନେ ଶୁଣିପାରିବେ ଏହି ଦୁଇ ଜଣଙ୍କର କଲ୍ ରେକର୍ଡ଼ିଂ । ଏହି କଲରେ ସୋମାଲିକା କହିଛନ୍ତି ବିଜୟ ଶଙ୍କର ଯଦି ତାଙ୍କ ଗୋଡ଼ ଧରି କ୍ଷମା ମାଗିବେ ତାହେଲେ ସେ କେସ ଉଠାଇ ନେବେ ।
ଏହି ଭିଡିଓରେ ସେହି ସମ୍ପର୍କୀୟ ଜଣକ ତାଙ୍କୁ କେସ ଉଠାଇବାକୁ ବାଧ୍ୟ କରୁଛନ୍ତି । ଆଉ ଅନେକ କଥା କହୁଛନ୍ତି ଆଉ ଧମକ ବି ଦେଉଛନ୍ତି । ଏହାପରେ ସୋମାଲିକା କହୁଛନ୍ତି ବିଜୟ ଯଦି ତାଙ୍କ ଗୋଡ଼ ଧରି ଭୁଲ ମାଗିବ ତାହେଲେ ସେ ଏହି କେସ ଉଠାଇ ନେବେ
କେସ ଉଠାଇ ଏହି ମାମଲାକୁ ରଫା ଦଫା କରିଦେବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଦେଖାଯାଉ ଏହି ଘଟଣାର ଆଗକୁ କେଉଁ ମୋଡ଼ ହେଉଛି ।