Movie prime

ସୋନପୁର ରେ ଆତଙ୍କ ଖେଳାଇ ଦେଇଛି ଅଜଣା ଜନ୍ତୁ: ପୋଖରୀ ପାଖକୁ ଗଲେ ମାଡ଼ି ବସୁଛି

 
Special report
ନମସ୍କାର ପାଠକ ବନ୍ଧୁ।ପୃଥିବୀ ରେ ଅନେକ ଅଜବ ପ୍ରକାର ଜୀବ ମାନେ ରହିଛନ୍ତି।ଯେଉଁ ମାନେ କି ମଣିଷ ସମାଜ ଠାରୁ ବହୁତ ଦୂର ରେ ରହୁଛନ୍ତି।
ଏହି କିଛି ଦିନ ତଳେ ସୁବର୍ଣ୍ଣପୁର ରେ ଦେଖା ଯାଇଥିଲା ସେପରି ଏକ ଅଜବ ପ୍ରକାର ଜୀବ।ଯାହାକୁ କି ଆପଣ ମାନେ ଦେଖିଲେ ଅଧିକ ଭୟବିତ ହୋଇ ଯିବେ।ଏହା ପୂର୍ବ ରୁ ମଧ୍ୟ ଆପଣ ମାନେ ନଦୀ ରେ କୁମ୍ଭୀର ବୁଲୁ ଥିବାର ଦୃଶ୍ୟ ଦେଖିଥିଲେ।
ଏବେ ସୁବର୍ଣ୍ଣପୁର ଅଞ୍ଚଳ ରେ ଏକ ପୋଖରୀ ରେ ଆଠ ଫୁଟ ଉଚ୍ଚତା ର ଏକ ଅଜବ ପ୍ରକାର ଜୀବ ଦୃଶ୍ୟ ମାନ ହେଉଛି।ଏହି ପୋଖରୀ ଉପରେ ଗ୍ରାମ ର ଲୋକ ମାନେ ନିର୍ଭରଶୀଳ।ଏହାର ପାଣି କୁ ସେମାନେ ବ୍ୟବହାର କରନ୍ତି।
Special report
ହେଲେ ଯେଉଁ ସମୟ ଠାରୁ ଏହି ଅଜବ ପ୍ରକାର ଜୀବ ଦୃଶ୍ୟ ମାନ ହେଉଛି ସେହି ସମୟ ଠାରୁ ଏହି ପୋଖରୀ ମଧ୍ୟ କୁ ଆଉ କେହି ଯାଉ ନାହାନ୍ତି।ଗାଁ ର ଲୋକ ମାନେ ବହୁତ ଡରି ଯାଇଛନ୍ତି।
ସେମାନେ ଜଙ୍ଗଲ ବିଭାଗ ଅଧିକାରୀ ଙ୍କୁ ଏ ବିଷୟ ରେ ସୂଚନା ଦେଇଥିଲେ।ସେମାନେ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ତାର ଅନୁସନ୍ଧାନ ରେ ଲାଗି ପଡ଼ି ଥିଲେ।ହେଲେ ଏ ଯାଏଁ ସେ ଜୀବ ଟି କଣ ତାହା ଜଣା ପଡି ନାହିଁ।
ସେମାନେ କହିଛନ୍ତି କି କୌଣସି ଏକ ଅଜବ ପ୍ରାଣୀ ନିକଟସ୍ଥ ଡ୍ୟାମ ରୁ ପୋଖରୀ କୁ ଚାଲି ଆସିଛି।ଆମେ ଏବେ ଏହାକୁ ଖୋଜୁଚୁ।ଯଦି ମିଳି ଯାଏ ତେବେ ଆମେ ତାହାକୁ ନେଇ ନିକଟସ୍ଥ ନଦୀ ରେ ଛାଡି ଦେବୁ।
ଗ୍ରାମ ବାସୀ ମାନେ ଏତେ ଭୟବିତ ହେବାର ଆବଶ୍ୟକତା ନାହିଁ।ଆମେ ଏହାର ବହୁତ ଜଲଦି ଗୋଟିଏ ସମାଧନ ବାହାର କରିବୁ ବୋଲି କହିଛନ୍ତି ଜଙ୍ଗଲ ବିଭାଗ ର ଅଧିକାରୀ ମାନେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.