Movie prime

ଶ୍ରୀତମ ଦାସ ହେଲେ ଭାବ ବିହ୍ୱଳ ଦେଖନ୍ତୁ କହିଲେ ମନର କଥା ଏମିତି ଯୁବାବସ୍ଥାରେ କାଟିଥିଲେ ସମୟ

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଲୋକପ୍ରିୟ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।
ଗତ ରାତି ୧୧ଟା ୨୫ରେ ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ହୋଇଥିବା ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ସୂଚନା ଦେଇଛନ୍ତି। ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଯକୃତ ଜନିତ ରୋଗରେ ଆକ୍ରାନ୍ତ ଥିଲେ। 
ଭୁବନେଶ୍ୱରରେ ଚିକିତ୍ସା ପରେ ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ନୂଆ ଦିଲ୍ଲୀ ସ୍ଥାନାନ୍ତର କରଯାଇଥିଲା। କିନ୍ତୁ ସେଠାରେ ଡୋନର ନ ମିଳିବାରୁ ପିଣ୍ଟୁଙ୍କୁ ହାଇଦ୍ରାବାଦ ଯଶୋଦା ହସ୍ପିଟାଲକୁ ନିଆଯାଇଥିଲା।
Special report
ସେଠାରେ ମଧ୍ୟ ଡୋନର ନ ମିଳିବାରୁ ତାଙ୍କର ଯକୃତ ପ୍ରତିରୋପଣ ହୋଇ ପାରି ନଥିଲା। ଏହାପରେ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କ ପରଲୋକ ହେଇଛି। 
ତାଙ୍କ ବିୟୋଗରେ ଓଡିଆ ଚଳଚ୍ଚିତ୍ର ଜଗତରେ ଗଭୀର ଶୋକ ପ୍ରକାଶ ପାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ପିଣ୍ଟୁ ନନ୍ଦଙ୍କର ପରଲୋକରେ ଶ୍ରୀତମ ଦାସ କହିଛନ୍ତି, କୌଣସି ଅଙ୍ଗ ଦାନ ବାହାର ଲୋକ ଦେଇପାରିବେ ନାହିଁ।
Special report
କିନ୍ତୁ ପିଣ୍ଟୁ ନନ୍ଦଙ୍କୁ ଲିଭର ଦେବା ପାଇଁ ବାହାର ଲୋକ ବହୁତ୍ ଫୋନ କରି କହୁଥିଲେ ଶ୍ରୀତମ ଦାସଙ୍କୁ। ହେଲେ ପିଣ୍ଟୁ ନନ୍ଦଙ୍କ ପରିବାରରୁ କାହାର ମଧ୍ୟ ମ୍ୟାଚ୍ କରି ନଥିଲା ଲିଭର୍ ଦେବା ପାଇଁ। 
ଶ୍ରୀତମ ଦାସ କହିଛନ୍ତି ପିଣ୍ଟୁ ନନ୍ଦଙ୍କ ଭାଗ୍ୟରେ ନଥିଲା କାରଣ ପରିବାର ଲୋକଙ୍କୁ ତରଫରୁ ହେଉ କି ରେଜିଷ୍ଟେସନ୍ ପରେ ମଧ୍ୟ ଲେଟ ହେଇଗଲା ପିଣ୍ଟୁ ନନ୍ଦଙ୍କ ପାଇଁ।
ଏବଂ ଶେଷରେ ଶ୍ରୀତମ ଦାସ କହିଛନ୍ତି ପିଣ୍ଟୁ ନନ୍ଦଙ୍କୁ ପରିବାର ଲୋକେ କାଲି ସ୍ବର୍ଗଦ୍ବାର କୁ ନେଇ ଅନ୍ତିମ ସତ୍କାର କରିବାର ଅଛି। ବନ୍ଧୁଗଣ ବୋଧ ହୁଏ ପିଣ୍ଟୁ ନନ୍ଦଙ୍କ ପାଇଁ ଏତିକି ହିଁ ଆୟୁଷ ଥିଲା। ତାଙ୍କୁ ବଞ୍ଚାଇ ରଖିବା ପାଇଁ ଅନେକ ଚେଷ୍ଟା କରି ମଧ୍ୟ କୌଣସି ସମ୍ଭବ ହେଲା ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.