Movie prime

ତୋ ସ୍ତ୍ରୀ କୁ ଧନ୍ଦା ରେ ଲଗେଇ ମୁଁ ମୋ ଘର ପୋଷିବି, ତୁ ମୋର ଯାହା ଇଚ୍ଛା କର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ସ୍ୱାମୀ ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ତାଙ୍କ ସ୍ତ୍ରୀ ଙ୍କୁ ଉକ୍ତ ଅଧିକାରୀ ଜଣକ ଅଟକାଇ ରଖିଛନ୍ତି।
ଉକ୍ତ ଅଧିକାରୀ ଜଣକ ସ୍ତ୍ରୀ ଥିବା ସହ ୯ ବର୍ଷର ଏକ ଝିଅ ମଧ୍ଯ ଅଛି। ତାଙ୍କର କେସ ଚାଲିଥିଲା ବେଳେ ଏବେ ପର୍ଯ୍ୟନ୍ତ ମଧ୍ୟ ତାଙ୍କର ଛାଡ଼ପତ୍ର ହୋଇ ନାହିଁ। ହେଲେ ଅଧିକାରୀ ଜଣକ ଉକ୍ତ ବ୍ୟକ୍ତି ଙ୍କ ସ୍ତ୍ରୀ କୁ ନେଇ ନିଜ ନିକଟରେ ରଖିଥିଲେ।
ସ୍ୱାମୀ ଜଣକ ମଧ୍ୟ ତାଙ୍କର ସ୍ତ୍ରୀ ଙ୍କ ନାମରେ ସମସ୍ତ ସମ୍ପତ୍ତି କରି ଦେଇଛନ୍ତି । ଏବେ ସେ ସମସ୍ତ ସମ୍ପତ୍ତି କୁ ତାଙ୍କ ସ୍ତ୍ରୀ ନିଜ ବାପା ଘର ନାମରେ କରି ଦେଇଛନ୍ତି।
ବ୍ୟକ୍ତି ଜଣକ ଅନେକ ଥର ମଧ୍ଯ ଉକ୍ତ ଅଧିକାରୀ ଜଣକ ଗୋଡ଼ ତଳେ ଅନେକ ଥର ପଡି ଏହା କହିଥିଲେ କି ତାଙ୍କ ସ୍ତ୍ରୀ କୁ ଛାଡ଼ି ଦେବା ପାଇଁ।
ହେଲେ ଉକ୍ତ ଅଧିକାରୀ ଜଣକ ତାଙ୍କୁ ପ୍ରତିକ୍ରିୟା ସ୍ୱରୂପ କହିଥିଲେ କି ସେ ତାଙ୍କ ସ୍ତ୍ରୀ କୁ ଧନ୍ଦା ରେ ଲଗାଇ ପଇସା ରୋଜଗାର କରିବେ।
ସ୍ୱାମୀ ଜଣକ ଆଇନ ର ଆଶ୍ରୟ ନେଇଥିବା ବେଳେ ତାଙ୍କ ସ୍ତ୍ରୀ ଆଇନ୍ କୁ ମଧ୍ୟ ଡରୁ ନାହାଁନ୍ତି। ଏବେ ସ୍ୱାମୀ ଜଣକ ଆଶା କରୁଛନ୍ତି କି ତାଙ୍କୁ ତ ନ୍ୟାୟ ମିଳିଲା ନାହିଁ ହେଲେ ତାଙ୍କ ପିଲା ଦୁଇ ଜଣକୁ ନ୍ୟାୟ ମିଳୁ ବୋଲି।
ତାଙ୍କ ଜିନିଷ ପତ୍ର ସହ ତାଙ୍କ ସମ୍ପତ୍ତି ବାଡ଼ିକୁ ମଧ୍ଯ ସେ ପୁନର୍ବାର ଫେରି ପାଇବାକୁ ଚାହୁଁଛନ୍ତି। ବ୍ୟକ୍ତି ଜଣକ ତାଙ୍କ ଶଶୁର ଙ୍କ ନାମରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି ତାଙ୍କ ଶ୍ବଶୁର ସମସ୍ତ ଜିନିଷ ପତ୍ର ନେଇ ଯାଇଛନ୍ତି।
ତାଙ୍କ ପିଲା ଙ୍କୁ ମଧ୍ଯ ସେ ଅନାଥ କରି ଦେଇଛନ୍ତି। ତାଙ୍କ ସହ ବିବାହ ପରେ ମଧ୍ୟ ସେ ତାଙ୍କ ଝିଅ କୁ ଅନ୍ୟ ଏକ ପୁରୁଷ ଯିଏକି ବ୍ୟାଙ୍କ ଅଧିକାରୀ ତାଙ୍କ ସହ ବିବାହ କରି ଦେଇଛନ୍ତି।
ତେଣୁ ବ୍ୟକ୍ତି ଜଣକ କହିଛନ୍ତି କି ଆଗକୁ ମଧ୍ଯ ସେ ଏଭଳି ଅନେକ ଲୋକଙ୍କ ସହ ତାଙ୍କ ଝିଅର ବାହାଘର କରାଇ ଦେବେ। ସେଥିପାଇଁ ତାଙ୍କ ସ୍ତ୍ରୀ ଙ୍କୁ ଏକ ଉଚିତ ଶାସ୍ତି ନିହାତି ମିଳିବା ଜରୁରୀ ଅଟେ।
ତେବେ ଆପଣଙ୍କୁ କଣ ଲାଗୁଛି ସ୍ତ୍ରୀ ଜଣକୁ କେଉଁ ଶାସ୍ତି ମିଳିବା ଉଚିତ ଅଟେ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.