Movie prime

ଆଜ୍ଞା ମୋ ସ୍ତ୍ରୀ ମୋ ପାଖରେ ଶୋଇଥିଲା , ରାତି ଅଧ ରେ ମତେ ଛାଡ଼ି ସେ ଟୋକା ସହ ପଳେଇଲା . କେହି ଦୟାକରି ମୋ ସ୍ତ୍ରୀ କୁ ଖୋଜି ଦିଅ

 
Special report
ନମସ୍କାର ପାଠକ ବନ୍ଧୁ।ପାରିବାରିକ କଳହ କୁ ନେଇ ଏବେ ସମାଜ ରେ ଏଭଳି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ କେବେ ବି ବିଶ୍ଵାସ କରିବେ ନାହିଁ।ମହିଳା ମାନେ ନିଜ ପିଲା ସ୍ଵାମୀ ଙ୍କୁ ଛାଡ଼ି ଚାଲି ଯାଉଛନ୍ତି।ପ୍ରେମ କରି ବିବାହ କରି ମଧ୍ୟ ସେମାନେ ଖୁସୀ ରେ ରହିପାରୁ ନାହାନ୍ତି।
Special report
ଝଗଡ଼ା ସମସ୍ତଙ୍କ ଘରେ ଥାଏ।ହେଲେ ଏହି ଛୋଟ ଘଟଣା କୁ ନେଇ ମହିଳା ମାନେ ଘର ଛାଡି ଚାଲି ଯାଉଛନ୍ତି।ଆମେ ଆଜି ସେହିଭଳି କିଛି ଘଟଣା ବିଷୟ ରେ କହିବାକୁ ଯାଉଛୁ।ଏହି ଘଟଣା ଟି ଘଟିଛି ମୟୂରଭଞ୍ଜ ଜିଲ୍ଲାରେ।
ମୟୂରଭଞ୍ଜ ଜିଲ୍ଲା ର କୋପ୍ତିପଦା ଥାନା ରେ ଗତ କାଲି ଏକ ଲିଖିତ ଅଭିଯୋଗ ହୋଇଛି।ଜଣେ ସ୍ଵାମୀ ତାଙ୍କ ସ୍ତ୍ରୀ ନିଖୋଜ ହେବାର ଘଟଣା କୁ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ସେହି ଅଞ୍ଚଳ ର ୨୮ ବର୍ଷୀୟ ଯୁବକ ଶରତ ପରିଡ଼ା ଓ ୨୨ ବର୍ଷୀୟ ମହିଳା ବଉଳ ଗତ ସାତ ବର୍ଷ ତଳେ ଆଖଣ୍ଡଳମଣି ମନ୍ଦିର ରେ ବିବାହ କରିଥିଲେ।
ବିବାହ ପରେ ସେମାନେ ଖୁବ୍ ହସ ଖୁସୀ ରେ ରହୁଥିଲେ।ସେମାନଙ୍କର ଦୁଇ ଟି ସନ୍ତାନ ମଧ୍ୟ ଅଛନ୍ତି।ତାଙ୍କ ବଡ ପୁଅ କୁ ୬ ବର୍ଷ ହୋଇ ଥିବା ବେଳେ ସାନ ପୁଅ କୁ ୨ବର୍ଷ।ଏହି ଛୋଟ ପରିବାର କୁ ନେଇ ସେମାନଙ୍କ ସୁଖ ର ପରିବାର ଥିଲା।
Special report
ହେଲେ ହଟାତ ମାଡ଼ି ଆସିଲା ଦୁଃଖ ର ସାଗର।ସବୁ କିଛି ଯେପରି ଭାଙ୍ଗି ଚାଲିଗଲା।ମହିଳା ଜଣକ ଗତ ମାସ ରେ ଘରେ ସାମାନ୍ୟ ଘଟଣା ରୁ ରାଗି ବାଲେଶ୍ଵର ରେ ତାଙ୍କ ସମ୍ପର୍କୀୟ ଙ୍କ ଘର କୁ ଚାଲି ଯାଇଥିଲେ।ଏହା ପରେ ତାଙ୍କ ସ୍ଵାମୀ ତାଙ୍କୁ ପୁଣି ବୁଝା ସୁଝା କରି ନେଇ ଆସିଥିଲେ।
ହେଲେ ଏହାର କିଛି ଦିନ ପରେ ପୁଣି ରୋଷେଇ ପାଇ ତାଙ୍କର ଝଗଡ଼ା ଲାଗି ଥିଲା।ମାଂସ ଆଣି କରି ସ୍ଵାମୀ ରଖିଥିଲା।ମହିଳା ଜଣକ ତାକୁ କରି ନ ଥିଲେ।ଏହା ପରେ ସ୍ଵାମୀ ରାଗିକି ଝଗଡ଼ା କରିଥିଲେ।ଏହି କଥା କୁ ନେଇ ଉଭୟ ଙ୍କ ମଧ୍ୟ ରେ କଳହ ହେଲା।
ସେହି ଦିନ ରାତିରେ ରେ ମହିଳା ଜଣକ ପିଲା ଙ୍କୁ ସ୍ଵାମୀ ଙ୍କୁ ଛାଡି ଘର ସୁନା ଗହଣା ଓ ଟଙ୍କା ନେଇ କେଉଁଆଡେ ଚାଲି ଯାଇଛନ୍ତି।ଯିବା ବେଳେ ନିଜ ସ୍ଵାମୀ ଙ୍କ ଫୋନ୍ ରୁ ନମ୍ବର ଓ
 ଫଟୋ ସବୁ କାଟି ଦେଇ ଯାଇଛନ୍ତି।ତାଙ୍କ ଆଧାର କାର୍ଡ ମଧ୍ୟ ନେଇଯାଇଛନ୍ତି।ଏ ବିଷୟ ରେ ତାଙ୍କ ସ୍ଵାମୀ ଥାନା ରେ ଅଭିଯୋଗ କରିଛନ୍ତି।ଓ ପୋଲିସ ମାନେ ଘଟଣା ର ତଦନ୍ତ ଜାରି ରଖିଛନ୍ତି

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.