Movie prime

ସୁର ଦେଲେ ବିସ୍ଫୋରକ ବୟାନ : ଆରେ କି କଥା କହୁଛ, ଆମ ରାହୁଲ ବାବା ଙ୍କୁ ଦେଖିଲେ ମୋଦୀ ତ ପରିସ୍ରା କରି ଦେଉଛନ୍ତି...

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଆଗକୁ ନିର୍ବାଚନ ରହିଛି।ବିଭିନ୍ନ ରାଜନୈତିକ ଦଳ ଭୋଟ ପାଇବା ଆଶା ରେ ଲୋକ ଙ୍କ ମନ କୁ ଜିଣିବାକୁ ଲାଗି ପଡିଛନ୍ତି।ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟ ରେ ଲୋକଙ୍କ ମଙ୍ଗଳ ପାଇଁ ଅନେକ ଯୋଜନା ର ଶୁଭାରମ୍ଭ କରିଛନ୍ତି।
Special report
କିଛି ନେତା ମାନେ ଅନ୍ୟ ନେତା ମାନଙ୍କ ବିରୋଧ ରେ ମଧ୍ୟ କହିବା ଆରମ୍ଭ କରି ଦେଲେଣି।ଗତ କାଲି କଂଗ୍ରେସ ନେତା ସୁର ରାଉତରାୟ ବିଜେପି ବିରୋଧ ରେ ଏକ ମନ୍ତବ୍ୟ ଦେଇଛନ୍ତି।ସେ କହିଛନ୍ତି କି ଆଗକୁ ରାହୁଲ ଗାନ୍ଧୀ ଭାରତ ର ପ୍ରଧାନ ମନ୍ତ୍ରୀ ହେବେ।
ସୂଚନା ଅନୁସାରେ ସୁର ରାଉତରାୟ ବିଭିନ୍ନ ସମୟ ରେ ବିଭିନ୍ନ କଥା ଗଣ ମାଧ୍ୟମ ଆଗରେ ପ୍ରକାଶ କରି ଥାଆନ୍ତି।ତାଙ୍କ କଥା କୁ ନେଇ ଲୋକ ମାନେ ବହୁତ ଖୁସି ହୋଇ ଥାଆନ୍ତି।ସେ କହିଛନ୍ତି କି ଆମ କଂଗ୍ରେସ ଦଳ ହେଉଛି ବହୁତ ବଡ ଦଳ।
ଭୋଟ ଯେତେ ପାଖେଇ ଆସିବ ବିଭିନ୍ନ ରାଜନୈତିକ ନେତା ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିବ।ରାହୁଲ ଗାନ୍ଧୀ ଙ୍କ ନେତୃତ୍ଵ ରେ ସାରା ଭାରତ କୁ ଆମେ ଜୟ କଲୁଣି।ଅନେକ ସ୍ଥାନ ରେ ଆମ କଂଗ୍ରେସ ଜିତି ସାରିଲାଣି।ଆଗକୁ ମଧ୍ୟ ଜିତିବ।
Special report
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କିଛି କରି ପାରିବେ ନାହି।ରାହୁଲ ଗାନ୍ଧୀ ଙ୍କ ଚଉଡା ଛାତି କୁ ଦେଖି ପ୍ରଧାନ ମନ୍ତ୍ରୀ ତିନି ଚାରି ଥର ପରିସ୍ରା କରିବାକୁ ଲାଗୁ ଛନ୍ତି।ଆଗକୁ ଭୋଟ ରେ ମଧ୍ୟପ୍ରଦେଶ,ତେଲେଙ୍ଗାନା,ରାଜସ୍ଥାନ ରେ ଖୁବ୍ ଭଲ କରିବ ବୋଲି ଆଶା କରା ଯାଉଛି।
ଏବେ ରାହୁଲ ଗାନ୍ଧୀ ଲୋକ ଙ୍କ ସହିତ ମିଶୁ ଛନ୍ତି।ତାଙ୍କ ସମସ୍ୟା କୁ ଦେଖୁଛନ୍ତି।ରାହୁଲ ଗାନ୍ଧୀ କେତେବେଳେ ଲୋକ ଙ୍କ ସହିତ ମିଶି ଧାନ ଗଛ ଲଗାଇ ଛନ୍ତି ତ ପୁଣି କେତେବେଳେ ଅଟୋ ଚଳାଇ ଛନ୍ତି।
ଏହା ଦ୍ବାରା ତାଙ୍କର ଲୋକ ସମ୍ପର୍କ ବଢୁଛି।ଆଗକୁ ଆହୁରି କିପରି ଭଲ କରିବେ ସେ ସେଥିପାଇଁ ଏବେ ଚିନ୍ତା ରେ ଅଛନ୍ତି।ଏବେ ଦେଖିବାକୁ ବାକି ରହିଲା ଆଗକୁ ଭୋଟ ରେ କେଉଁ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରୁଛି।ଓ କିଏ ଭାରତ ର ପ୍ରଧାନ ମନ୍ତ୍ରୀ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.