Movie prime

ଗୋଟେ ସ୍ଵାମୀ କୁ ନେଇ ୨ଟା ଝିଅ ହେଲେ ପିଟା ପିଟି, ତୁ ମୋ ସ୍ବାମୀ କୁ କଣ ନେଇ ରଖିବୁ ବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ସେଥିରେ ବିଚ୍ ରାସ୍ତାରେ ଦୁଇ ଜଣ ମହିଳା ଟଣା ଉଟରା ହେଉଥିବାର ଦେଖିବାକୁ ମିଳିଥିଲା।
Special report
ଏହା ଦେଖି ଆପଣ ମାନେ ଏହା ନିଶ୍ଚିତ ଭାବରେ ଭାବୁ ଥିବେ କି କେଉଁ କାରଣ ପାଇଁ ଏଭଳି ଭାବରେ ଟଣା ଉଟରା ହେଉଛନ୍ତି ଦୁଇ ମହିଳା। ଏହି ଦୁଇ ମହିଳା ଗୋଟେ ସ୍ଵାମୀ ପାଇଁ ମାରପିଟ୍ ହେଉଛନ୍ତି।
ପ୍ରଥମ ସ୍ତ୍ରୀ ଗେହ୍ଲା ମଣି ବେହେରା ଙ୍କ କହିବା ଅନୁସାରେ ତିନି ବର୍ଷ ହେଲାଣି ନୁଆ ଗାଆଁ ର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ନିବେଦିତା ଦାସ ତାଙ୍କର ସ୍ଵାମୀ ଙ୍କ ସହ ଅନୈତିକ ସମ୍ପର୍କ ରଖି ଆସୁଛନ୍ତି।
ଆଉ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କୁ ଛାଡି ଯାଜପୁର ରୋଡ ରେ ରହୁଛନ୍ତି। ତାଙ୍କର ଅଫିସ୍ ଯାଜପୁର ଟାଉନ ହୋଇଥିବା ବେଳେ ସେ ଯାଜପୁର ଟାଉନ ରେ ନ ରହି ଯାଜପୁର ରୋଡ ରେ ରହୁଛନ୍ତି। ତାଙ୍କ ସ୍ୱାମୀ ତାଙ୍କୁ କୌଣସି ପ୍ରକାରର ଭରଣ ପୋଷଣ ଦେଉ ନାହାଁନ୍ତି।
Special report
କେବଳ ସେ ନିବେଦିତା ସହ ରହୁଛନ୍ତି ଓ ତାଙ୍କ ଶହ ବୁଲୁଛନ୍ତି ମଧ୍ୟ। ତାଙ୍କର ଏକ ଝିଅ ଥିବା ବେଳେ ତାଙ୍କ ସ୍ଵାମୀ ତାଙ୍କର କୌଣସି କଥା ବୁଝୁ ନାହାଁନ୍ତି। ଆଉ ଯେତେବେଳେ ସେ ତାଙ୍କ ସ୍ଵାମୀ ଙ୍କୁ ଖୋଜିବାକୁ ଆସିଥିଲେ ସେତେବେଳେ ସେ ତାଙ୍କର ସ୍ୱାମୀ ଙ୍କୁ ନିବେଦିତା ସହ ପାଇଥିଲେ।
ଆଉ ଯେତେବେଳେ ତାଙ୍କୁ ପଚାରିଥିଲେ କି ସେ ନିବେଦିତା ସହ କଣ କରୁଛନ୍ତି ସେତେବେଳେ ନିବେଦିତା କହିଥିଲେ କି ତାଙ୍କ ସ୍ୱାମୀ ଆଉ ତାଙ୍କ ନିକଟକୁ ଯିବ ନାହିଁ।
ଆଉ ଏତିକି କହି ନିବେଦିତା ତାଙ୍କୁ ମାଡ ମାରିଥିଲେ। ଏବଂ ଏହାପରେ ଦୁହେଁ ଖୁବ ଜୋରେ ମାଡ଼ ମରାମରି ହୋଇଥିଲେ। ଏଭଳି ଏକ ଘଟଣା ଘଟି ଯାଇଛି ଯାଜପୁର ଜିଲ୍ଲା, ଦାନଗଦି ବ୍ଲକ୍ ଅନ୍ତର୍ଗତ, ମଙ୍ଗଳପୁର ପଞ୍ଚାୟତ ର ନୁଆ ଗାଁ ରେ।
ପରକ୍ରୀୟା ପ୍ରୀତି କୁ ନେଇ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଛି। ଏନେଇ ଯାଜପୁର ଥାନାରେ ଏତଲା ମଧ୍ୟ ଦିଆ ଯାଇଛି। ତେବେ ଆପଣ ମାନେ ଏହି ସମ୍ପର୍କରେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.