Movie prime

ଦୀପାଲି ଙ୍କ ପାଇଁ କଣ ବଡ଼! ନିର୍ବାଚନ ନା ବାପା ଙ୍କ ମୃତ୍ୟୁ ର ସଠିକ୍ ତଦନ୍ତ??

 
Special report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ଦୀପାଳି ନାମାଙ୍କନ ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତିି।
କହିଛନ୍ତି ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବେ। ନବ ଦାସଙ୍କ ହ-ତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡ଼ିଛି। ଆଉ ସେହି ଆସନରୁ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି। ନିର୍ବାଚନମଣ୍ଡଳୀ ଅଞ୍ଚଳର ଲୋକଙ୍କୁ ଆଣି ବିଜେଡି ବଡ଼ ଶୋଭାଯାତ୍ରା କରିବ।
ତେବେ ବନ୍ଧୁଗଣ ବର୍ତ୍ତମାନ ଗଣମାଧ୍ୟମ ଆଗରେ ବିଜେପିର ଜଣେ ପ୍ରାଥିଙ୍କୁ ଦେଖିବାକୁ ମିଳୁଛି। ସେ ଗଣମାଧ୍ୟମ ଆଗରେ ଦିପାଳୀଙ୍କୁ କହିଛନ୍ତି, ନବ ଦାସଙ୍କ କାକା କହିଥିଲେ ଯେତେବେଳେ ନବ ଦାସଙ୍କ ହ-ତ୍ୟା ହେଲା,
ସେଥିରେ ଜଘନ୍ୟ ଷ-ଡ଼-ଯ-ନ୍ତ୍ରକାରୀ ମାନେ ଥିଲେ। କେବେ ସେହି ଷ-ଡ଼-ଯ-ନ୍ତ୍ର-କା-ରୀ ମାନେ ଧାରା ହେବେ ସେହି କଥା ଭାରତୀୟ ଜନତାପାଟି ତରଫରୁ ସେମାନେ ପ୍ରଶ୍ନ ରଖିଛନ୍ତି। 
ଏବଂ ନବୀନ ପଟ୍ଟନାୟକ ବିଜେଡି ସୁପ୍ରିମ ହିସାବରେ ଗୋଟିଏ ଖାଲି ଥିବା ଆସନରେ ସହାନୁଭୂତି ଦେଖାଇ ତାଙ୍କ ଦଳର ହ-ତ୍ୟା ହୋଇଥିବା ମନ୍ତ୍ରୀଙ୍କ ଝିଅଙ୍କୁ ପ୍ରାଥିନି ହିସାବରେ ବାଛିଲେ। କିନ୍ତୁ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ହିସାବରେ ଝାରସୁଗୁଡାବାସୀଙ୍କୁ କେବେ ନ୍ୟାୟ ଦେବେ
 ଯେ ଝାରସୁଗୁଡା ପ୍ରତିନିଧିଙ୍କୁ କାହିଁକି ହ-ତ୍ୟା କରାଗଲା ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ। ନବ ୟା ଦାସଙ୍କ ହ-ତ୍ୟା-କା-ଣ୍ଡ ପଛରେ କେଉଁ ଷ-ଡ଼-ଯ-ନ୍ତ୍ର-କା-ରୀ ମାନେ ଅଛନ୍ତି, ଏ କେସ କୁ ତୁରନ୍ତ ସିବିଆଇଙ୍କୁ ଦେବା ପାଇଁ ସେମାନେ ଦାବି କରିଛନ୍ତି। 
ଏବଂ ସେମାନେ ନିର୍ଦ୍ଧିଷ୍ଟ ଦାବି କରିଛନ୍ତି ଯେ ଯିଏ ରହିଛନ୍ତି ପ୍ରାଥିନୀ ସ୍ବର୍ଗତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଝିଅ ସେ ସୁନୀତା ରେଡିଙ୍କ ଠାରୁ ପ୍ରେରଣା ନିଅନ୍ତୁ। କାରଣ ସୁନୀତା ରେଡ଼ି ହେଉଛନ୍ତି ସମଗ୍ର ଭାରତ ବର୍ଷ ପାଇଁ ଜଣେ ରୋଲ୍ ମଡେଲ।
ପ୍ରତ୍ୟେକ ବାପା ଚାହାନ୍ତି ତାଙ୍କ ଝିଅ ସୁନୀତା ଭଳି ଝିଅ ଟିଏ ହେଉ। ଯିଏ ତାରା ବାପାର ହ-ତ୍ୟାର ପ୍ରତିଶୋଧ ନେଇଥିଲା। ତେବେ ବନ୍ଧୁଗଣ ସେହି ଭଳି ଝିଅ ପାଇଁ ଆଜି ଆମେ ସମସ୍ତେ ଗର୍ବ କରିବା ବୋଲି ବିଜେପିର ଜଣେ ପ୍ରାଥି କହିଛନ୍ତି। ଏବଂ ସେ କହିଛନ୍ତି, ଟିକେଟ ପାଇଁ ବାପା ହ-ତ୍ୟା-କା-ରୀ-କୁ ଭୁଲନ୍ତୁ ନାହିଁ ଦୀପାଳି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.