Movie prime

ତାତିଲେ ନିଶା, ଭିଡିଓ କରି ଦେଲେ ଏମିତି ଜବାବ ଯେ ଆପଣ ବି ଶୁଣିବା ଆଗରୁ ୧୦ ଥର ଭାବିବେ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଛି ଦିନ ତଳେ ନିଶା ମହାରଣା କିଭଳି ଭାବରେ ବିବାଦ ଘେରକୁ ଆସି ଯାଇଥିଲେ। ତାଙ୍କୁ ଅନେକ ଲୋକ ମାନେ ମଧ୍ୟ ଅନେକ କଥା କହିଥିଲେ।
ସେ ମିଡିଆ ସମ୍ମୁଖରେ ଏଭଳି କିଛି କଥା କହିଥିଲେ କି ଯାହା ଦ୍ୱାରା ସେ ଚର୍ଚ୍ଚାର ବିଷୟ ପାଲଟି ଥିଲେ। ଏଥିପାଇଁ ତାଙ୍କୁ ଅନେକ ଟ୍ରୋଲ କରା ଯାଇଥିଲା। ଏବଂ ଏହାର ଏବେ ପ୍ରତିକ୍ରିୟା ଦେଇଛନ୍ତି ନିଶା ମହାରଣା।
ନିଶା ମହାରଣା ଙ୍କ ଏଭଳି କଥା ବାର୍ତ୍ତା କୁ ନେଇ ଜଣେ ଯୁବତୀ ତାଙ୍କୁ ଅନେକ କଥା କହିଥିଲେ। ଆଉ ନିଶା ମହାରଣା ଏବେ ସେ ସମସ୍ତ କଥା ର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।
ନିଶା ମହାରଣା ସେହି ଯୁବତୀ ଜଣକ କଥା କୁ କଡା ନିନ୍ଦା କରିବା ସହ ଯୁବତୀ ଜଣକ ଙ୍କୁ ସମାଲୋଚନା କରି ଅନେକ କଥା ମଧ୍ୟ କହିଛନ୍ତି। ନିଶା ମହାରଣା କହିଛନ୍ତି କି ଯଦି ତାଙ୍କୁ ଭଲ ସଂସ୍କାର ମିଳି ନାହିଁ ତେବେ ସେହି ଯୁବତୀ ଜଣକ ଙ୍କୁ ମଧ୍ଯ ଭଲ ସଂସ୍କାର ମିଳି ନାହିଁ।
କାରଣ ଗତ କିଛି ଦିନ ତଳେ ଯୁବତୀ ଜଣକ କହୁଥିଲେ କି ଶୀତ ଦିନ ଆସିଲେ ପୁଅ ମାନଙ୍କୁ ହିଷ୍ଟ୍ରିଆ ରୋଗ ହୁଏ ବୋଲି । ନିଶା ମହାରଣା ତାଙ୍କୁ ଆହୁରି ମଧ୍ଯ କହିଛନ୍ତି କି ସେ ନାଚି ପାରୁ ନାହାଁନ୍ତି ବୋଲି ଅଙ୍ଗ ପ୍ରଦର୍ଶନ କରୁଛନ୍ତି।
ଆଉ ସେଥିପାଇଁ ସେ ଯୁବତୀ ଜଣକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି କି ଯଦି ହିମତ ଅଛି ତେବେ ସେ ଯୁବତୀ ଜଣକ ଯାଇ କେବଳ ଷ୍ଟେଜ ଉପରେ ବାସ ଛିଡ଼ା ହୋଇ ଆସନ୍ତୁ।
ନିଶା ମହାରଣା ମଧ୍ୟ ଯୁବତୀ ଜଣକ କଥା ଶୁଣିବା ପରେ କହିଛନ୍ତି କି ତାଙ୍କୁ ଟିକେ ଲଜ୍ୟା କରିବା କଥା ସେ ଏଭଳି କଥା ବାର୍ତ୍ତା କରୁଛନ୍ତି। ଏହା ମଧ୍ୟ କହିଛନ୍ତି ଉକ୍ତ ଯୁବତୀ ଜଣକ ଭଲ ବଡି ନାହିଁ ସେ ଦେଖିବାକୁ ହାତୀ ଭଳି ହୋଇଛନ୍ତି।
ସେଥିପାଇଁ ତାଙ୍କୁ କୌଣସି ଡ୍ରେସ ପିନ୍ଧିଲେ ମଧ୍ୟ ଭଲ ମନିବ ନାହିଁ। ନିଶା ମହାରଣା ଙ୍କ ଏହି କଥା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ନିଶା ମହାରଣା ଙ୍କ ଏହି କଥା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.