Movie prime

ଥାନାରେ ଚିକେନ ଝୋଳ ନେଇ ପହଞ୍ଚିଲେ ଯୁବକ ଦେଖନ୍ତୁ କେଉଁ କାରଣ ପାଇଁ କଲେ ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ପ୍ରତ୍ୟେକ ଦିନ କିଭଳି ଘଟଣା ମାନ ଦିନକୁ ଦିନ ଘରିବାରେ ଲାଗିଛି। ଲୋକ ମାନେ ଠକାମୀ କରିବାର ଚରମ ସୀମା ରେ ପହଞ୍ଚି ସାରିଲେଣି।
ଲୋକ ମାନେ ଏଭଳି ଅନେକ କାମ କରୁଛନ୍ତି ଯାହାକୁ କି କେହି ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି। ଏଭଳି ଅନେକ ଘଟଣା ଆପଣ ମାନେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଓ ନୀଉଜ ମାଧ୍ୟମରେ ଦେଖିବାକୁ ପାଉଥିବେ।
ଏବେ ଆମେ ଆପଣଙ୍କୁ ସେଭଳି ଏକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଆଜ୍ଞା ହଁ ଜଣେ ବ୍ୟକ୍ତି ତାଙ୍କୁ ମଲା କୁକୁଡ଼ା ଦେଇଥିବା ଦୋକାନୀ ଙ୍କ ନାମରେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି କି ଯେତେବେଳେ ସେ ଚିକେନ ଆଣିବାକୁ ଦୋକାନ କୁ ଯାଇଥିଲେ ସେତେବେଳେ ଦୋକାନୀ ଜଣକ ତାଙ୍କୁ କହିଥିଲେ କି ଭଲ ଚିକେନ ଦେଉଛନ୍ତି ବୋଲି।
ଏହାପରେ ବ୍ୟକ୍ତି ଜଣକ ତାଙ୍କୁ ୬୫୦ ଟଙ୍କା ମଧ୍ଯ ଦେଇଥିଲେ। ହେଲେ ଏହାପରେ ଯେତେବେଳେ ସେହି ଚିକେନ କୁ ସେ ଘରକୁ ନେଇ ରୋଷେଇ କରିଥିଲେ ସେତେବେଳେ ସେହି ତରକାରୀ ଖୁବ୍ ଜୋରେ ଗନ୍ଧ ହେବାକୁ ଲାଗିଥିଲା।
ଏହାପରେ ବ୍ୟକ୍ତି ଜଣକ ଜାଣି ପାରିଥିଲେ କି ତାହା ଭଲ ଚିକେନ ନୁହେଁ। ତାହା ହେଉଛି ଏକ ମରି ଯାଇଥିବା କୁକୁଡ଼ା ର ଚିକେନ। ଏହାକୁ ଜାଣିବା ପରେ ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ଭାବରେ ଉତ୍ୟକ୍ତ ହୋଇ ଯାଇଥିଲେ।
ଏହାପରେ ଏନେଇ ବ୍ୟକ୍ତି ଜଣକ ଆସି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଏବେ ଏହି ଘଟଣା ବୋଧ ହୁଏ ପ୍ରଥମ ଘଟଣା ଯାହାକି ମଲା କୁକୁଡ଼ା ଦେଇଥିବାରୁ ଏତଲା ଦିଆ ଯାଇଛି। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଛି।
ଲୋକମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।