Movie prime

ଏଥର କାଳିଆ ଯୋଜନା ରେ ଯିଏ ଯିଏ ସବୁ ପଇସା ନେଇଚ...ସବୁ ଜଣ ଜଣ କରି ହେଇଯିବେ ମାଲାମାଲ...

 
Uu
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।୨୦୨୭ ଯାଏଁ ମିଳିବ କାଳିଆ ଟଙ୍କା।ଚାଷୀ ମାନଙ୍କୁ ଦୁଇ ହଜାର ଟଙ୍କା ମିଳିବ।ଯୋଜନା ରେ ଲକ୍ଷ ଲକ୍ଷ ଚାଷୀ ଲାଭ ପାଉଛନ୍ତି।ରାଜ୍ୟ ବାଶି ଙ୍କ ପାଇଁ ଆସିଛି ଖୁସି ଖବର।
କାଳିଆ ଯୋଜନା କୁ ନେଇ ବଡ଼ ଘୋଷଣା କରାଯିବା ପରେ ବର୍ତମାନ ରାଜ୍ୟ ର ଲକ୍ଷ ଲକ୍ଷ ଚାଷୀ ଲାଭ ପାଇବାକୁ ଯାଉଛନ୍ତି।ଏହାରି ମଧ୍ୟରେ ଆଉ ଏକ ବଡ଼ ଘୋଷଣା କରିଥିଲେ ଓଡ଼ିଶା ସରକାର।
Hh
ଯେଉଁଥିରେ ଭୂମିହୀନ ଚାଷୀ ମାନଙ୍କୁ ମଧ୍ୟ ମିଳିବ ଫାଇଦା।ଭୂମିହୀନ ଚାଷୀ ମାନଙ୍କୁ ମଧ୍ୟ ମିଳିବ ଆର୍ଥିକ ସହାୟତା।ଭୂମିହୀନ ଚାଷୀ ଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର।
ଏଥିପାଇଁ ଅତିରିକ୍ତ ଭାବରେ ଖର୍ଚ୍ଚ ହେବ।କାଳିଆ ଯୋଜନା ର ହିତାଧିକାରୀ ଥିବା ଭୂମିହୀନ ଚାଷୀ ପରିବାର ଙ୍କୁ ଆଉ ଦୁଇ ହଜାର ଟଙ୍କାର ଅତିରିକ୍ତ ସହାୟତା ମିଳିବ।ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।
Hh
ନୂଆ ଓଡ଼ିଶା ରେ କୃଷି ର ବିକାଶ ପାଇଁ କାଳିଆ ଯୋଜନା କୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର।ଭୂମିହୀନ ଚାଷୀ ଙ୍କୁ ଅତିରିକ୍ତ ଦୁଇ ହଜାର ଟଙ୍କା ସହାୟତା ପ୍ରଦାନ ସହ ଚାଷୀ ମାନଙ୍କ କଲ୍ୟାଣ ପାଇଁ ଆଗାମୀ ତିନି ବର୍ଷ ରେ ୬୦୨୯.୭୦ କୋଟି ଟଙ୍କା ଖର୍ଚ୍ଚ ହେବ।
ଚାଷ ଓ ଚାଷୀ ଙ୍କ ସଂବୃଢ଼ି ନୂଆ ଓଡ଼ିଶା ବିକାଶ କୁ ତ୍ଵରାନିତ କରୁଛି।କାଳିଆ ଯୋଜନା କିସ୍ତି ସହ ଭୂମିହୀନ ଚାଷୀ ମାନେ ମଧ୍ୟ ପାଇବେ ଟଙ୍କା।ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ମାସ ରେ ହିଁ ଚାଷୀ ମାନଙ୍କ ଆକାଉଣ୍ଟ ରେ କାଳିଆ କିସ୍ତି ଆସିପାରେ।ଯେତେବେଳେ କି ପୂର୍ବରୁ ଏପ୍ରିଲ ମାସ ରେ ଟଙ୍କା ଆସୁଥିଲା।
କେବଳ ସେତିକି ନୁହେଁ କାଳିଆ ସହାୟତା ରାଶି କୁ ଆହୁରି ତିନି ବର୍ଷ ବଢାଇ ନ୍ତି ରାଜ୍ୟ ସରକାର।ଏହା ହେଲେ ୨୦୨୬-୨୭ ପର୍ଯ୍ୟନ୍ତ ରାଜ୍ୟର ଚାଷୀ ଟଙ୍କା ପାଇବେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ କାଳିଆ ଯୋଜନା ଆହୁରି ତିନି ବର୍ଷ ବଢ଼ିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.