Movie prime

ଅମ୍ବାନୀ ଆଗରେ ୩ କୋଟି ର ଘଣ୍ଟା ପିନ୍ଧି ଷ୍ଟାଇଲ ମରୁଥିଲେ ଶାହରୁକ୍, ଅମ୍ବାନୀ ମନେ ମନେ ଭାବୁଥାନ୍ତି ୟାକୁ ମୁ ଠିଆ ଠିଆ କିଣିପାରିବି

 
Special report
ନମସ୍କାର ପାଠକ ବନ୍ଧୁ।ମୁକେଶ ଅମ୍ବାନୀ ଓ ନିତା ଅମ୍ବାନୀ ଙ୍କ ବିଷୟ ରେ ଆପଣ ମାନେ ସମସ୍ତେ ଜାଣି ଥିବେ।ବର୍ତ୍ତମାନ ସମୟ ରେ ତାଙ୍କୁ କିଏ ବା ନ ଜାଣେ।ସେ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟି ଥାନ୍ତି।
Special report
ଆଜି ତାଙ୍କୁ ଛୋଟ ଠାରୁ ଆରମ୍ଭ କରି ବଡ ଲୋକ ଯାଏଁ ସମସ୍ତେ ଜାଣିଛନ୍ତି।ତାଙ୍କର ବ୍ୟବହାର ମଧ୍ୟ ଲୋକ ଙ୍କ ପାଇଁ ବହୁତ ଭଲ।ତେବେ ଅମ୍ବାନୀ ପରିବାର ର ସମସ୍ତେ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।ତାଙ୍କ ପାଖରେ ଏବେ କୌଣସି ଜିନିଷ ର ଅଭାବ ନାହିଁ।ସେ କୋଟି କୋଟି ଟଙ୍କାର ମାଲିକ।ଭାରତ ର ଏକ ନମ୍ବର ଧନୀ ରୂପେ ସେ ପରିଚିତ।
ଏବେ ତାଙ୍କ ପରିବାର ରେ ତିନିଜଣ ଲୋକ ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।ସେମାନେ ହେଲେ ମୁକେଶ ଅମ୍ବାନୀ ନିଜେ ଓ ତାଙ୍କ ପତ୍ନୀ ନିତା ଅମ୍ବାନୀ ଓ ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ।ତାଙ୍କ ପାଖରେ ଏବେ କୋଟି କୋଟି ଟଙ୍କାର ଗାଡ଼ି ରହୁଚି।
Special report
ଏବଂ ଏହା ଛଡା ସେ ଯେଉଁ ଘଣ୍ଟା ପିନ୍ଧିଛନ୍ତି ତାର ମୂଲ୍ୟ ଏବେ କୋଟି କୋଟି ଟଙ୍କା ହେବ।ଏହା ଛଡା କୋଟି କୋଟି ଟଙ୍କା ର ଘଣ୍ଟା ତାଙ୍କ ପାଖରେ ଏବେ ବହୁତ ରହୁଚି।ତାଙ୍କୁ ଏବେ ଟକ୍କର ଦେବାକୁ ଆସି ଯାଇଛନ୍ତି ବଲିଉଡ ବାଦ୍ ଶାହା ଶାହାରୁଖ ଖାଁ।
ଅମ୍ବାନୀ ଙ୍କ ପରି ସେ ମଧ୍ୟ ଦାମୀ ଦାମୀ ଗାଡ଼ି ରେ ଯିବା ଆସିବା କରନ୍ତି।ତାଙ୍କ ର ଗୋଟିଏ ଗୋଟିଏ ଘଣ୍ଟା ର ମୂଲ୍ୟ ୧୦ ରୁ ୧୫ କୋଟି ଟଙ୍କା ହେବ।ଯାହା କୁ କି ଜଣେ ସାଧାରଣ ଲୋକ ପାଇଁ ସ୍ବପ୍ନ ହେବ।ସାହରୁଖ ଖାଁ ଙ୍କ ଘର ଆପଣ ମାନେ ସମସ୍ତେ ଦେଖିଥିବେ।
Special report
ସେ ଘରେ ରହିଛି ଯେପରି ସବୁ ସୁଖ।ଲୋକ ମାନେ ଏବେ ତାଙ୍କ ଘର କୁ ବହୁତ ପସନ୍ଦ କରୁଛନ୍ତି। ଏବଂ କହୁଛନ୍ତି।ଶାହରୁଖ ଖାଁ ମଧ୍ୟ ମୁକେଶ ଅମ୍ବାନୀ ଙ୍କ ପାରି ବିଳାସ ପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରନ୍ତି।ତାଙ୍କର ଏହି କଥା ଶୁଣି ଲୋକ ମାନଙ୍କ ଭିତରେ ଖୁବ୍ ଚର୍ଚ୍ଚା ହେଉଚି।
ନିତା ଅମ୍ବାନୀ ଦିନ କୁ ନିଜ ଉପରେ ଲକ୍ଷେ ଲକ୍ଷେ ଟଙ୍କା ଖର୍ଚ୍ଚ କରି ଦିଅନ୍ତି।ଆଜି ତାଙ୍କୁ କିଏ ବା ନ ଜାଣେ।ଆଜି ତାଙ୍କ ପାଖରେ ଯାହା ଅଛି ସବୁ ତାଙ୍କ ପରିଶ୍ରମ ର ଫଳ।ମୁକେଶ ଅମ୍ବାନୀ କଠିନ ପରିଶ୍ରମ କରି ଥିଲେ।ଆଉ ଆଜି ତାଙ୍କ ସ୍ବପ୍ନ ପୁରଣ ହୋଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.