Movie prime

ଉତ୍ତମ ମହାନ୍ତି କହିଲେ ମନର କଥା ଦେଖନ୍ତୁ ଏମିତି କରିଥିଲେ ଅଭିନୟ ଆରମ୍ଭ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଉତ୍ତମ ମହାନ୍ତି ଜଣେ ପ୍ରତିଷ୍ଠିତ ନାମ ଓଲିଉଡ ଫିଲ୍ମ ଇଣ୍ଡରଷ୍ଟ୍ରିର। ସେ ଅନେକ ଫିଲ୍ମ କରିଛନ୍ତି। ଉତ୍ତମ ମହାନ୍ତି ବହୁତ ଲୋକପ୍ରିୟ ଅଭିନେତା ଅଟନ୍ତି। ଉତ୍ତମ ମହାନ୍ତି ଜଣେ ଉଚ୍ଚକୋଟୀର ଆକ୍ଟର।
ତାଙ୍କର ଫିଲ୍ମରେ ଆକ୍ଟିଂ ଶୈଳୀ ଅତି ସୁନ୍ଦର। ଓଡ଼ିଆ ଫିଲ୍ମ ଇଣ୍ଡରଷ୍ଟ୍ରିରେ ଉତ୍ତମ ମହାନ୍ତି ଜଣେ ଜଣାଶୁଣା ବ୍ୟକ୍ତି ଅଟନ୍ତି। ତାଙ୍କର ଆକ୍ଟିଙ୍ଗ ଶୈଳୀ ମନକୁ ଛୁଇଁଯାଏ।
ଉତ୍ତମ ମହାନ୍ତି ଅନେକ ଓଡ଼ିଆ ସିନେମାରେ ନିଜର ଅବଦାନ ଦେଇଛନ୍ତି।ଓଡ଼ିଆ ଫିଲ୍ମରେ ଉତ୍ତମ ମହାନ୍ତି ଜଣେ ପ୍ରତିଷ୍ଠିତ ନାମ ଅଟନ୍ତି। 
ଉତ୍ତମ ମହାନ୍ତି ଅନେକ ସୁନ୍ଦର ଫିଲ୍ମ କରି ଦର୍ଶକ ମାନଙ୍କୁ ମନୋରଞ୍ଜନ କରିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ସାକ୍ଷାତକାରରେ ଉତ୍ତମ ମହାନ୍ତିଙ୍କୁ ଦେଖିବାକୁ ମିଳୁଛି।
ସେ ତାଙ୍କ ପିଲା ବେଳ ବାରିପଦା ଜନ୍ମ ମାଟିକୁ ନେଇ ଗର୍ବିତ ଅନୁଭବ କରନ୍ତି ବୋଲି କହିଛନ୍ତି। ଏବଂ ଉତ୍ତମ ମହାନ୍ତି କହିଛନ୍ତି, ସେ କଲେଜ ସମୟରୁ ଅଭିନୟ ହିରୋର ଅଭିନୟ କରୁଥିଲେ। ପରେ କିନ୍ତୁ ବାହାରକୁ ପଢ଼ିବା ପାଇଁ ଚାଲି ଯାଇଥିଲେ। 
ଉତ୍ତମ ମହାନ୍ତିଙ୍କ ୧୯୭୭ ରେ ପ୍ରଥମ ସିନେମା ଅଭିମାନ ଆସିଥିଲା। ଉତ୍ତମ ମହାନ୍ତିଙ୍କୁ ସବୁ ଧରଣର ଡାଇରେକ୍ଟୋରଙ୍କ ସହିତ କାମ କରିବା ପାଇଁ ଭଲ ଲାଗେ।
କିନ୍ତୁ ଏହାରି ଭିତରେ ଉତ୍ତମ ମହାନ୍ତିଙ୍କ ପ୍ରଥମ ସିନେମାର ନିର୍ଦ୍ଦେଶକ ସାଧୁ ମେହେରଙ୍କ ସହିତ କାମ କରିବାକୁ ତାଙ୍କୁ ଭଲ ଲାଗିଛି। ଆଉ ଜଣେ ବେଙ୍ଗଲି ନିର୍ଦ୍ଦେଶକ ତରୁଣ ମଜୁମଦର ତାଙ୍କ ସହିତ କାମ କରି ଉତ୍ତମ ମହାନ୍ତିଙ୍କୁ ଭଲ ଲାଗିଥିଲା। 
ଏବଂ ଉତ୍ତମ ମହାନ୍ତି କହିଛନ୍ତି, ସେ ପ୍ରଥମେ ଯେତେବଳେ ସିନେମା ସୁଟିଂ କରିବା ପାଇଁ ଆସିଥିଲେ ବହୁତ୍ କଷ୍ଟ କରିଥିଲେ। ଆଉ ତାଙ୍କ ସମୟରେ ସେତେବଳେ କୌଣସି ସିସଟୋମେଟିକ୍ ଲାଇଟ୍ ମଧ୍ୟ ନଥିଲା।
ଏବେ କିନ୍ତୁ ବହୁତ୍ ସୁବିଧା ହେଇ ଗଲାଣି ଯାହାଫଳରେ ପିଲାମାନେ ବହୁତ୍ ଆରାମରେ କାମ କରୁଛନ୍ତି ବୋଲି ଉତ୍ତମ ମହାନ୍ତି କହିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ସାକ୍ଷାତକାର ଭିଡିଓ ଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.