Movie prime

ସୁଟିଙ୍ଗ ସେଟରେ ଲିପ୍ସା ମିଶ୍ର କହିଲେ ସ୍ଵାମୀଙ୍କ ବିଷୟରେ ଏହି କଥା ଦେଖନ୍ତୁ ଏହି VIRAL VIDEO

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଓଲିଉଡ଼ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ତ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି ଯିଏ କି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ପାରିଛନ୍ତି।
ପ୍ରଥମେ ସେ ଏକ ରିୟାଲିଟି ସୋ ରେ ଅଡିସନ ଦେବା ପାଇଁ ଆସିଥିଲେ, ସେ ସେଠାରେ ଉତୀର୍ଣ୍ଣ ହୋଇ ସିରିଏଲ ରେ କାମ କରିଥିଲେ। ଏହାପରେ ଧୀରେ ଧୀରେ ସେ ବଡ଼ ପରଦାରେ କାମ କରି ସଫଳତା ସିଡ଼ିକୁ ଚଢିଥିଲେ।
ଲିପ୍ସା ପ୍ରଥମେ ଓଡିଆ ଇଣ୍ଡଷ୍ଟ୍ରିରେ ସିରିଏଲରେ କାମ କରିଥିଲେ ପରେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଅନେକ ଫିଲ୍ମ କରିବାର ମଧ୍ୟ ଚାନ୍ସ ମିଳିଥିଲା। ଲିପ୍ସା ମିଶ୍ର ଜଣେ ସୁନ୍ଦରୀ ନାୟିକା ଭାବରେ ଇଣ୍ଡଷ୍ଟ୍ରିରେ ପରିଚିତ ଥିଲେ।
ଓଡ଼ିଆ ୱେବ ସିରିଜରେ ମଧ୍ୟ ଲିପ୍ସା ମିଶ୍ର ବେସ ସୁନ୍ଦର ଭାବରେ ଅଭିନୟ କରିଛନ୍ତି। ସୁନ୍ଦର ଅଭିନୟ କରି ସେ ବହୁତ ସାରା ଆୱାର୍ଡ ମଧ୍ୟ ଜିତି ପାରିଛନ୍ତି, ଏହା ସହିତ ଲିପ୍ସା ମିଶ୍ର ଗତ ଦିନ ମାନଙ୍କରେ ମଡେଲିଙ୍ଗ କରୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି।
ଏଇ କିଛି ଦିନ ହେବ ଲିପ୍ସାଙ୍କ ବାହାଘର ଆକାଶଙ୍କ ସହିତ ଖୁବ ଧୁମ ଧାମରେ ହେବାର ଆପଣ ସୋସିଆଲ ମିଡିଆରେ ମାଧ୍ୟମରେ ଦେଖିଥିବେ ନିଶ୍ଚିତ।
ତେବେ ବନ୍ଧୁଗଣ ଏକ ଆଡ଼ଭାଟାଇଜ ସୁଟିଂ କରୁଥିବା ସମୟରେ ସେ ତାଙ୍କ ସ୍ୱାମୀ ଆକାଶଙ୍କ ସହିତ ଦେଖା ହୋଇଥିଲେ ଆଉ ପ୍ରଥମ ଦେଖା ରୁ ହିଁ ଦୁହେଁ ପରସ୍ପର ଙ୍କୁ ଭଲ ପାଇ ବସି ଥିଲେ। ଆଉ ଭଲ ପାଇ ଏବେ ବିବାହ ବନ୍ଧନରେ ଆକାଶ ଓ ଲିପ୍ସା ମିଶ୍ର ବାନ୍ଧି ହୋଇ ସାରିଛନ୍ତି।
ବନ୍ଧୁଗଣ ବର୍ତ୍ତମାନ ଲିପ୍ସା ମିଶ୍ରଙ୍କୁ ଏକ ଭିଡିଓ ରେ ଦେଖିବାକୁ ମିଳୁଛି। ଯାହାକି, ଲିପ୍ସା ମିଶ୍ର ତାଙ୍କ ସୁଟିଂ ସେଟ୍ ରେ ଅନେକ ଭିଡିଓ କରିଛନ୍ତି। ଯେଉଁଥିରେ ଲିପ୍ସା ମିଶ୍ର ତାଙ୍କ ସ୍ବାମୀଙ୍କ ବିଷୟରେ କହିଛନ୍ତି।
ଏବଂ ଲିପ୍ସା ମିଶ୍ରଙ୍କୁ ଏକ ଜଙ୍ଗଲ ଭିତରେ ଭିଡିଓ କରିଥିବାର ଦେଖିବାକୁ ମିଳିଛି। ତେବେ ବନ୍ଧୁଗଣ ଲିପ୍ସା ମିଶ୍ର ସୁଟିଂ ସେଟ୍ ରେ କରିଥିବା କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.