Movie prime

ସ୍ତ୍ରୀ ଆଖିରୁ ଶୁଖୁନି ଲୁହ ସ୍ବାମୀକୁ ବଞ୍ଚାଇବା ପାଇଁ ଅର୍ଥ ସାଜିଛି ବାଧକ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ କେତେବେଳେ କାହା ସହିତ କଣ ଯେ ଘଟଣା ଘଟିବ ଆଉ କାହାର କେତେବେଳେ କଣ ଯେ ହେବ ସେକଥା କେହି ଜାଣି ନାହାଁନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଘଟଣା ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ବି କାନ୍ଦି ପକାଇବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ହତଭାଗୀନୀ ସ୍ତ୍ରୀଙ୍କୁ ଦେଖିପାରିବେ ଯିଏ କି ନିଜକୁ ହତଭାଗିନି ବୋଲି କହିଛନ୍ତି । ଅର୍ଥ ଅଭାବ କାରଣରୁ ସେ କିଛି କରିପାରୁ ନାହାଁନ୍ତି । ଏହି ମହିଳା ଜଣକ ନିସହାୟ ହୋଇ ଯାଇଛନ୍ତି । 
Bb
ତାଙ୍କ ପାଖରେ ଅର୍ଥ ନାହିଁ କି ମଣିଷ ବଳ ବି ନାହିଁ । ଆଉ ତାଙ୍କ ଛୁଆଙ୍କୁ ସେ ଖାଇବାକୁ ବି ଦେଇପାରୁ ନାହାଁନ୍ତି । ଏହି ମହିଳା ଜଣକ ବହୁତ ଦୁଃଖରେ ଅଛନ୍ତି । ସ୍ଵାମୀ ଜଣଙ୍କର ମର୍ମନ୍ତୁକ ସଡ଼କ ଦୁର୍ଘଟଣା ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ତାଙ୍କ ଦେହ ଖରାପ ହୋଇ ଯାଇଥିଲା । କଟକ ବଡ ମେଡିକାଲରେ ତାଙ୍କର ଅପରେସନ ହୋଇଥିଲା । ଆଉ ଏହି ଅପରେସନ ପାଇଁ ଏବଂ ତାଙ୍କର ସ୍ବାସ୍ଥ୍ୟ ପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ସ୍ତ୍ରୀ ଜଣକ ସାରି ସାରିଲେଣି । ଏବେ ସ୍ଵାମୀ ଜଣକ ଭୁବନେଶ୍ୱରର ଏକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ।
Bb
ସେଠାରେ ଡାକ୍ତର ଆହୁରି ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି । ସ୍ତ୍ରୀ ଜଣକ ପାଖରେ ଆଉ ଟଙ୍କା ନାହିଁ ଏବେ ସେ କଣ କରିବେ । ଏବେ ସେ ଓଡ଼ିଶାବାସୀଙ୍କୁ ସାହାଯ୍ୟ ମାଗିଛନ୍ତି । ଏବେ ଏହି ସ୍ତ୍ରୀ ଜଣକ ନିଜ ସ୍ୱାମୀର ଜୀବନ ବଞ୍ଚାଇବାକୁ କାନ୍ଦୁଛନ୍ତି । ଆଉ ଓଡିଶାବାସୀଙ୍କୁ ସାହାଯ୍ୟ ମାଗୁଛନ୍ତି । ଦିନେ ହସଖୁସିରେ ଚାଲିଥିଲା ସଂସାର । ହଠାତ୍ ସଡ଼କ ଦୁର୍ଘଟଣାରେ ଏଭଳି ଗୁରୁତର ହୋଇ ଯାଇଥିଲେ ସ୍ଵାମୀ ଜଣକ । ଡାକ୍ତର କହିଲେଣି ସ୍ବାମୀଙ୍କ ପଛରେ ୪ ଲକ୍ଷ ଟଙ୍କା ଲାଗିବ । ଆଉ ଏହାପରେ ସେ ଠିକ୍ ହୋଇଯିବେ । 
ଏବେ ଏହି ମହିଳା ଜଣକ କାନ୍ଦି କାନ୍ଦି ଓଡିଶାବାସୀଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି । ଏବେ ମହିଳା ଜଣକ କହିଛନ୍ତି ଆପଣମାନଙ୍କର ଗୋଟିଏ ଟଙ୍କାର ସାହାଯ୍ୟ ତାଙ୍କ ସ୍ବାମୀଙ୍କ ଜୀବନ ବଞ୍ଚାଇ ପାରିବ । ତାଙ୍କ ଘରେ ଦୁଇଟି ଛୁଆ ମଧ୍ୟ ଅଛନ୍ତି । ସେମାନେ ବହୁତ ଦୁଃଖରେ ଅଛନ୍ତି । ମହିଳା ଜଣକ ବହୁତ ଦୁଃଖରେ ଥିବା ଯୋଗୁଁ ସେ ଏବେ ସାହାଯ୍ୟ ମାଗିଛନ୍ତି । ଓଡ଼ିଶାବାସୀ ତାଙ୍କୁ ସାହାଯ୍ୟ କରିଲେ ତାଙ୍କ ସ୍ବାମୀ ଆଜି ବଞ୍ଚିଯିବେ । ଯେଉଁମାନେ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଏହି ଭିଡିଓ ତଳେ ତାଙ୍କର ଆକାଉଣ୍ଟ ନମ୍ବର ଏବଂ ଫୋନ୍ ପେ ନମ୍ବର ରହିଛି । ଏହାଦ୍ବାରା ଆପଣମାନେ ସାହାଯ୍ୟ କରିପାରିବେ ।

Around The Web