Movie prime

ସ୍ତ୍ରୀ ଚାହୁଁଥିଲା ପୁଅ ଜନ୍ମ ହେଇଗଲେ ୪ଟା ଝିଅ...ସ୍ବାମୀକୁ ଅଯୋଗ୍ୟ କହି ଏମିତି କଲା ସ୍ତ୍ରୀ

 
Hh
ପ୍ରେମିକ ଗବର୍ ପାଇଁ ନିଜର ସ୍ବାମୀ ମହାବିର କୁ ମାରିବାକୁ ଚେଷ୍ଟା କରୁଥିଲା ମୀରା। ମାତ୍ର ଏହାର ଓଲଟା ହୋଇ ଯାଇଥିଲା ମାତ୍ର ଗୋଟେ ଗୁଳିରେ ହିଁ ପ୍ରେମିକା ମୀରା ସବୁଦିନ ପାଇଁ ଏହି ଦୁନିଆ ଛାଡ଼ି ଚାଲି ଯାଇଥିଲା। ମୀରା ବାହା ହୋଇଥିଲା ଆଉ ଚାରି ଚାରିଟା ପିଲାର ମାଆ ମଧ୍ୟ ହୋଇଥିଲା। ହେଲେ ମୀରା ଖୁସୀ ନଥିଲା ଏହି ଚାରିଜଣ ଛୁଆ ଝିଅ ଥିଲେ ହେଲେ ମୀରା କୁ କିନ୍ତୁ ଦରକାର୍ ଥିଲା ପୁଅ।
Ff
ପୁଅ ପାଇଁ ଲୁଚି ଲୁଚି ପ୍ରେମିକ ଗବର ସହ ସମ୍ପର୍କ ରଖୁଥିବା ବେଳେ ମୀରା ଧରା ପଡି ଯାଇଥିଲା। ଗୋପାଳ ସିଂ ନିଜର ପରିବାର ସହ ମହାରାଷ୍ଟ୍ରରେ ରହୁଥିଲେ। ସ୍ତ୍ରୀ ପାର୍ବତୀ ଦୁଇ ଝିଅ କ୍ରୀଷ୍ଣା ଓ ମୀରା ପୁଅ ମହେଶ କୁ ନେଇ ବେଶ ହସଖୁସି ରେ ଥିଲେ। ବଡ଼ ଝିଅ କ୍ରୀଷ୍ଣା ର ବାହାଘର ରାମପାଲ ସହ ହୋଇ ଯାଇଥିଲା ଗୋପାଳ ପୁଅ ମହେଶ ସହ ମିଶି ଖୁବ୍ ପରିଶ୍ରମ କରି ଯାହା ରୋଜଗାର କରୁଥିଲେ ସେ ବେଶ ହସଖୁସିରେ ଚଳୁ ଥିଲେ।
Bh
କିଛି ଦିନ ପରେ ମୀରା ମଧ୍ୟ ବାହା ହେବା ପାଇଁ ଯୋଗ୍ୟ ହୋଇ ଯାଇଥିଲେ। ମୀରା ବଡ଼ ଘରେ ବାହା ହୋଇ ସହରରେ ରହିବାକୁ ଚାହୁଁଥିଲେ। ଏହାପରେ ସେଭଳି ହିଁ ହେଲା ସେ ମହାବୀରକୁ ବାହା ହୋଇ ଯାଇଥିଲା। ବେଶ ଖୁସୀରେ ସେମାନେ ଥିଲେ। ଗୋଟେ ପରେ ଗୋଟେ ୪ ଟି ଛୁଆର ମାଆ ହୋଇଥିଲା ହେଲେ ସେ ପୁଅ ଚାହୁଁ ଥିଲା। ଏହାପରେ ମହାବୀର ଦିଲ୍ଲୀରେ ଚଳିବା ଅସୁବିଧା ହେଲା ସେଥିପାଇଁ ମୀରା କୁ ଆଣି ଗାଁ ରେ ଛାଡ଼ି ଦେଇଥିଲା।
ଏହାପରେ ଗବର୍ କୁ ଭଲ ପାଇ ବସିଥିଲା। ଆଉ ଏସବୁ ଜାଣି ଯାଇଥିଲା ମହାବୀର। ଆଉ ମୀରା ରାସ୍ତାରୁ ମହାବୀର କୁ ହଟାଇବାକୁ ଚାହୁଁ ଥିବା ବେଳେ ମହାବୀର, ଗବର କୁ ରାସ୍ତାରୁ ହଟାଇବାକୁ ଚାହୁଁ ଥିଲା। ଗବର କୁ ଗୁଳି ମାରୁଥିବା ବେଳେ ଆଗରେ ଆସି ପଶି ଯାଇଥିଲା ମୀରା ଓ ତାର ଜୀବନ ମଧ୍ୟ ଚାଲି ଯାଇଥିଲା।ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.