Movie prime

ସ୍ତ୍ରୀକୁ ଅଦଳବଦଳ କଲେ ଦୁଇ ସାଙ୍ଗ ମୋ ସ୍ତ୍ରୀକୁ ସେ ନେଲା ତା ସ୍ତ୍ରୀ ଆଉ ଝିଅକୁ ମୁଁ ଆଣିଲି

 
Gg
ଦୁଇ ସାଙ୍ଗ ନିଜ ନିଜ ସ୍ତ୍ରୀ ଙ୍କୁ ବଦଳାଇ ଦେଇଛନ୍ତି। ଜଣେ ସାଙ୍ଗ ଅନ୍ୟର ସ୍ତ୍ରୀ କୁ ନେଇ ଫେରାର ହୋଇ ଯାଇଥିଲା। ଅନ୍ୟ ଜଣେ ସାଙ୍ଗ ଆଉ ଜଣଙ୍କ ସ୍ତ୍ରୀ ପିଲାଙ୍କୁ ଆଣି ଶେଷରେ ନିଜ ପାଖରେ ରଖିଥିଲା। ପ୍ରଥମ ସାଙ୍ଗ ର ନାମ ହେଉଛି ଦେବରାଜ। ଯିଏକି ଜ୍ୟୋତ୍ସ୍ନା ନାମକ ମହିଳାଙ୍କୁ ପୁର୍ବରୁ ବିବାହ କରିଥିଲେ। ଆଉ ସେ ଦୁଇଟି ଝିଅର ବାପା ମଧ୍ୟ ହୋଇଥିଲେ। ହେଲେ ଶେଷରେ ଦେବରାଜ ନିଜର ସାଙ୍ଗ ର ସ୍ତ୍ରୀ କୁ ଧରି ଫେରାର ହୋଇଗଲା।
Ff
ଦ୍ଵିତୀୟ ସାଙ୍ଗ ର ନାମ ହେଉଛି ଉମେଶ। ଯିଏକି ମନିଷା ନାମକ ମହିଳାଙ୍କୁ ବିବାହ କରିଥିଲେ। ଦୁହେଁ ଭଲ ସାଙ୍ଗ ହୋଇ ଥିବାରୁ ଦୁହେଁ ଦୁହିଁଙ୍କ ଘରକୁ ଯିବା ଆସିବା କରି କଥା ବାର୍ତ୍ତା ମଧ୍ୟ ହେଉଥିଲେ। ଏହାରି ଭିତରେ ଦେବରାଜ ଓ ମନୀଷା ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦେବରାଜ ର ସ୍ତ୍ରୀ ଥିଲା ଆଉ ତାର ଦୁଇ ଦୁଇଟା ଝିଅ ମଧ୍ୟ ଥିଲେ। ତଥାପି ଦେବରାଜ ମନୀଷା ଙ୍କୁ ଧରି ପ୍ରେମ କରୁଥିଲା। ଶେଷରେ ଦେବରାଜ ମନୀଷା କୁ ଧରି ଫେରାର ହୋଇ ଯାଇଥିଲା।
Ft
ଦ୍ଵିତୀୟ ପଟେ ଉମେଶ ନିଜ ସ୍ତ୍ରୀ ଚାଲି ଯିବା ପରେ ଦେବରାଜ ର ସ୍ତ୍ରୀ ଓ ତାର ପିଲା ମାନଙ୍କୁ ଆଣି ପାଖରେ ରଖିଥିବା ଜଣା ପଡ଼ିଛି। ଯାହାକୁ ନେଇ ଏବେ ଏକ ଅଜବ ଗଜବ ପ୍ରେମ କାହାଣୀ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।ସୁଚନା ମୁତାବକ ଏଭଳି ଏକ ଘଟଣା ଏବେ ବଲାଙ୍ଗୀର ଜିଲ୍ଲାରେ ଘଟି ଯାଇଛି। ସାରା ଓଡ଼ିଶାରେ ଏହି ଘଟଣାକୁ ନେଇ ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଯେକେହି ମଧ୍ୟ ,
ଏହି ଘଟଣା ସମ୍ପର୍କରେ ଶୁଣୁଛନ୍ତି ସେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି। ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଯେମିତି ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.