Movie prime

ସୁଭଦ୍ରା ଟଙ୍କା ମିଳି ନଥିଲେ ତୁରନ୍ତ କରନ୍ତୁ ଏହି କାମ ଦେଖନ୍ତୁ କଣ କହିଲେ ଉପ ମୁଖ୍ୟମନ୍ତ୍ରୀ

 
Ff
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସବୁ କିଛି ଖବର ପାଇ ପାରୁଛନ୍ତି । ସୁଭଦ୍ରା ଯୋଜନାକୁ ନେଇ ଅନେକ ଖବର ଆସୁଛି । ସୁଭଦ୍ରା ଯୋଜନା ପାଇଁ ଏବେ ମହିଳାମାନେ ଏଭଳି ସବୁ ଚିନ୍ତାରେ ରହିଛନ୍ତି । ଯେଉଁ ମହିଳା ମାନଙ୍କର ସୁଭଦ୍ରା ଟଙ୍କା ଆସିନାହିଁ ସେମାନେ ଏବେ ଚିନ୍ତାରେ ଅଛନ୍ତି । ଏବେ ପୁଣି କିଛି ଖବର ଆସିଛି ସୁଭଦ୍ରା ଯୋଜନାକୁ ନେଇ । 
Hh
ଯେଉଁ ମହିଳାମାନଙ୍କୁ ଟଙ୍କା ମିଳିନାହିଁ ଏହି ଦିନ ତାଙ୍କୁ ଟଙ୍କା ମିଳିବ ବୋଲି ଆସିଛି ଖବର । ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଆଉ ଡେରି କରନ୍ତୁ ନାହିଁ । ଯଦି ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ । ତୁରନ୍ତ ଏହି କାମ କରନ୍ତୁ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିଯିବ । ସୁଭଦ୍ରା ଯୋଜନାରେ ଲାଭ ଉଠାଇବା ପାଇଁ ପୂର୍ବରୁ ୨୫ ଲକ୍ଷ ମହିଳା ଆବେଦନ କରୁଥିବା ବେଳେ ଏବେ ଏହି ସୁଭଦ୍ରା ଯୋଜନାରେ ୯୨ ଲକ୍ଷ ମହିଳା ଆବେଦନ କରି ସାରିଲେଣି । 
Jj
ଏବେ ଅଧିକାଂଶ ମହିଳାଙ୍କ ଆକାଉଣ୍ଟକୁ ଆସି ନାହିଁ ଟଙ୍କା । ଯଦି ଆପଣମାନେ ଭୁଲ ତଥ୍ୟ ଦେଇଥିବେ ବା ଡିବିଟି କରାଇ ନଥିବେ ତାହାଲେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ । ଯେଉଁମାନଙ୍କ ପାଖକୁ ଟଙ୍କା ଆସିନାହିଁ ସେମାନଙ୍କ ଆକାଉଣ୍ଟ ଡିବିଟି ବା ସେ କୌଣସି ଭୁଲ ତଥ୍ୟ ଦେଇଥିବା ଯୋଗୁଁ ଟଙ୍କା ଆସୁ ନାହିଁ ବୋଲି ସୂଚନା ମିଳିଛି । ଏହି ଡିବିଟି ପ୍ରକ୍ରିୟା ଆପଣମାନେ ଚାହିଁଲେ ଅନଲାଇନ୍ କରିପାରିବେ । ଏବେ ୯୪ ଲକ୍ଷ ମହିଳା ଆବେଦନ କରି ସାରିଲେଣି । 
ମାର୍ଚ୍ଚ ୮ ତାରିଖ ସୁଦ୍ଧା ଦ୍ଵିତୀୟ କିସ୍ତି ଟଙ୍କା ଆସିଯିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଉ ମାତ୍ର କିଛିଦିନ ଭିତରେ ଏହି ସୁଭଦ୍ରା ଯୋଜନାରେ ଆବେଦନ କରିବା ହିତାଧିକାରୀଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି । କେହି ଏହି ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ନାହିଁ ସମସ୍ତେ ଏହି ସୁଭଦ୍ରା ଯୋଜନା ପାଇବେ । ଆଉ ଯେଉଁମାନଙ୍କର ଡିବିଟି ହୋଇନାହିଁ କି ହୋଇଛି ସେମାନେ ଅନଲାଇନରେ ଚେକ୍ କରନ୍ତୁ । ସବୁ ତଥ୍ୟ ଠିକ୍ ଥିଲେ ଆପଣଙ୍କ ଟଙ୍କା ଆସିଯିବ ବୋଲି ସୂଚନା ମିଳିଛି ।