Movie prime

ଏମିତି ଥିଲା ଦୁ-ଷ୍କର୍ମର ଶେଷ ୪୦ ମିନିତ୍ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Gg
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ଆସନ୍ତୁ ଜାଣିବା ମହିଳା ଡାକ୍ତର ଟ୍ରେନିଙ୍କ ୪୦ ମିନିଟର ସଂଘର୍ଷ କାହାଣୀ ବିଷୟରେ। ସୂଚନା ଅନୁସାରେ ଅଭିଯୁକ୍ତ ସଞ୍ଜୟ କୋଲକାତା ପୋଲିସରେ ଭଲ୍ୟୁଣ୍ଟର ଭାବେ କାମ କରୁଥିଲା। ଯାହାପରେ ଡାକ୍ତରଖାନାର ପୋଲିସ କାର୍ଯ୍ୟାଳୟରେ ତାଙ୍କୁ ଚାକିରୀ ମିଳି ଯାଇଥିଲା। 
Hh
୮ ଅଗଷ୍ଟ ଦିନ ୧୧ଟାରେ ସଞ୍ଜୟ ଯାଇ ଡାକ୍ତରଖାନାରେ ପହଞ୍ଚିଥିଲା। ଜଣେ ରୋଗୀଙ୍କୁ ଡାକ୍ତରଖାନାରେ ଆଡ଼ମିଶନ କରିଥିଲା। ସେତେବେଳେ ସଞ୍ଜୟ ଅଧଘଣ୍ଟା କାଳ ସେଠାରେ ରହି ଡାକ୍ତରଖାନାରୁ ପୁଣିଥରେ ବାହାରକୁ ବାହାରି ଯାଇଥିଲା। କିନ୍ତୁ ସଞ୍ଜୟ ରାତି ୧ରେ ପୁଣିଥରେ ଡାକ୍ତରଖାନାରେ ଯାଇ ପହଞ୍ଚିଥିଲା। ଯେଉଁ ବ୍ୟକ୍ତିକୁ ସକାଳେ ସଞ୍ଜୟ ଆଡ଼ମିଶନ କରିଥିଲା ତା'ର ସମ୍ପର୍କୀୟ ସହ ମିଶି ଡାକ୍ତରଖାନାର ପଛ ପଟେ ଯାଇ ମ-ଦ ପିଇଥିଲା। ରୋଗୀଙ୍କର ସମ୍ପର୍କୀୟଙ୍କୁ ସଞ୍ଜୟ ଡାକ୍ତରଖାନାରୁ ବାହାରକୁ ପଠାଇ ନିଜେ ରହିଥିଲା ଡାକ୍ତରଖାନାରେ। ସେତେବେଳେ ସମୟ ପ୍ରାୟ ଭୋର ୩ଟା ହେଇଥିଲା। 
Vv
ସଞ୍ଜୟ ନିଶାସକ୍ତ ଅବସ୍ଥାରେ ହାର୍ଟଥଟକୁ ଯାଇଥିଲା ଯେଉଁ ଠାରେ ଥିଲା ଏକ ସେମିନାର ହଲ। ପ୍ରଥମେ ସଞ୍ଜୟ ସେମିନାର ହଲକୁ ଯାଉ ଯାଉ ନଜର ପଡେ ପୀଡ଼ିତାଙ୍କ ଉପରେ। ପୀଡ଼ିତା ଜଣଙ୍କ ୩୬ ଘଣ୍ଟାର ଡ୍ୟୁଟି ପରେ ବିଶ୍ରାମ ନେବାକୁ ସେମିନାର ହଲକୁ ରାତି ୨ଟାରେ ଆସିଥିଲେ। ଆଉ ବିଶ୍ରାମ ନେଉ ନେଉ ତାଙ୍କୁ ନିଦ ମଧ୍ୟ ହେଇଯାଇଥିଲା। ସେହି ସମୟରେ ପାଖରେ କେହି ନଥିଲେ ଏହାର ସୁଯୋଗ ପାଇଁ ସଞ୍ଜୟ ଏମିତି ଘଟାଇ ଥିଲା କାଣ୍ଡ। ପ୍ରଥମେ ଟ୍ରେନି ମହିଳା ଡାକ୍ତରଙ୍କ ମୁଁହକୁ ଜାବୁଡି ଧରିଥିଲା ସଞ୍ଜୟ। 
ଆଉ ତା'ପରେ ଘୋଷାଡି ଘୋଷାଡି ତଳେ ପକାଇ ମାଡ଼ ମାରିଥିଲା। ଆଉ ତା'ପରେ ଟ୍ରେନି ମହିଳା ଡାକ୍ତରଙ୍କୁ କରି ଚାଲିଥିଲା ବାରମ୍ଵାର ଦୁ-ଷ୍କ-ର୍ମ। ଟ୍ରେନି ମହିଳା ଡାକ୍ତର ସଞ୍ଜୟକୁ ଚିତ୍କାର କରି ଛାଡିବା ପାଇଁ କହିଥିଲେ ସୁଦ୍ଧା ତଥାପି ଶୁଣିନଥିଲା ସଞ୍ଜୟ। ସଞ୍ଜୟ ନିଶାସକ୍ତ ଅବସ୍ଥାରେ ମହିଳାଙ୍କୁ ଦେଇ ଚାଲିଥିଲା ଆଘାତ ପରେ ଆଘାତ। ମହିଳା ଡାକ୍ତରଙ୍କ ମୁହଁକୁ ମୁହଁ ମାଡ଼ ମାରିଚାଲିଥିଲା। ଯାହାଫଳରେ ମହିଳା ଡାକ୍ତର ପିନ୍ଧିଥିବା ଚଷମା ଭାଙ୍ଗି ତାଙ୍କ ଆଖିରେ ପସି ଯାଇଥିଲା। 
ଦୀର୍ଘ ୪୦ ମିନିଟ କାଳ ନିଜକୁ ଏବଂ ନିଜ ଇଯତକୁ ବଞ୍ଚାଇବା ପାଇଁ ସଂଘର୍ଷ କରି ଚାଲିଥିଲେ ମହିଳା ଡାକ୍ତର ଜଣଙ୍କ। ହେଲେ ସଞ୍ଜୟ ମହିଳା ଡାକ୍ତରଙ୍କୁ ନଛାଡି ଦୁ-ଷ୍କ-ର୍ମ କରି ଚାଲିଥିଲା। ତା'ପରେ ସକାଳ ୪ଟା ୩୭ ସମୟରେ ଡାକ୍ତରଖାନାରୁ ବାହାରିଥିଲା ସଞ୍ଜୟ। ଡାକ୍ତରଖାନାରୁ ବାହାରି ପୋଲିସର କାର୍ଯ୍ୟାଳୟରେ ଯାଇ ଶୋଇପଡ଼ିଥିଲା। ଡାକ୍ତର ମହିଳା ଜଣଙ୍କ ସଂଘର୍ଷ କରି କରି ଶେଷରେ ମୃ-ତ୍ୟୁ-ବ-ର-ଣ କରିଥିଲେ।