Movie prime

ଚିନିରୁ ହେଉଛି କ୍ୟାନ୍ସର ଦେଖନ୍ତୁ ଆସିଲା ବହୁତ୍ ବଡ଼ ତଥ୍ୟ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ ଯାହା ଚିନିକୁ ନେଇ ଆସିଛି । ପ୍ରାୟ ସମସ୍ତ ଲୋକମାନେ ମିଠା ଖାଇବାକୁ ପସନ୍ଦ କରନ୍ତି । ଲୋକମାନେ ମିଠା ଖାଇବାକୁ ଭଲ ମଧ୍ୟ ପାଆନ୍ତି । କିଛି ଲୋକ ଏଭଳି ଅଛନ୍ତି ଯେଉଁମାନେ ଚିନିର ବ୍ୟବହାର ବହୁତ ଅଧିକ କରନ୍ତି । 
Gg
ଏବେ ଏହି ଚିନିକୁ ନେଇ କିଛି ଖବର ଆସିଛି । ଆପଣମାନେ ଚିନି ଖାଉଥିଲେ ହୋଇଯାଆନ୍ତୁ ସାବଧାନ । ଚିନି ଏଭଳି ଏକ ରୋଗ ସୃଷ୍ଟି କରୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚିନି କ୍ୟାନ୍ସର ଭଳି ମାରାତ୍ମକ ରୋଗ ସୃଷ୍ଟି କରୁଛି ବୋଲି ଏବେ ରିସର୍ଚ୍ଚରୁ ଜଣାପଡିଛି । ଏଭଳି ଖାଇଲେ କ୍ୟାନସର ହେଉଛି ବୋଲି ଏବେ ଆସିଛି ଖବର । ଅନେକ ଡାକ୍ତର ଅଛନ୍ତି ଯେଉଁମାନେ ସ୍ୱାସ୍ଥ୍ୟ ପାଇଁ ଚିଙ୍କୁ ଲୁଣ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଅନେକ ଲୋକଙ୍କୁ ଅନେକ କଥା ଲାଗିଥାଏ । 
Jj
ଅନେକ ଲୋକଙ୍କୁ ଲାଗିଥାଏ କି ଚିନି ଅଧିକ ଖାଇଲେ କ୍ୟାନସର ହୋଇଥାଏ । ଆଉ ଅଧିକ ଚିନି ଖାଇଲେ ମୋଟାପା ବି ବୃଦ୍ଧି ହୋଇଥାଏ । ଆଉ ଏବେ ଅନେକ ଖବର ଆସିଥାଏ । ଅନେକ ଲୋକ ଏହି କଥା ଜାଣିଥିବା ବେଳେ ବହୁତ କମ୍ ଲୋକ ଜାଣିଥାନ୍ତି କି ଚିନି ଖାଇଲେ ଭୟଙ୍କର ରୋଗ ମଧ୍ୟ ହୋଇଥାଏ । ଆଜିକାଲି ଲୋକମାନେ ରିଫାଇନ ସୁଗାରର ବ୍ୟବହାର ବହୁତ ଅଧିକ କରୁଛନ୍ତି । ଯାହା ଶରୀରକୁ ଅଧିକ କ୍ଷତି ପହଁଞ୍ଚାଉଛି । ଏହାକୁ ଖାଇବା ଦ୍ଵାରା ଅନେକ ରୋଗ ହୋଇଥାଏ ବୋଲି ଜଣାପଡିଛି । 
ହାଇ ବ୍ଲଡ଼ ପ୍ରେସର୍ ମଧ୍ୟ ଚିନି ଖାଇଲେ ହୋଇଥାଏ ବୋଲି ଜଣାପଡିଛି । ଚିନି କୁ ମିଠା ଜହର କୁହାଯାଏ । ଆଉ ଚିନି ଖାଇଲେ କ୍ୟାନସର ଭଳି ରୋଗ ହୋଇଥାଏ । ଏହାକୁ ଅଧିକ ମାତ୍ରାରେ ଖାଇଲେ ବ୍ଲଡ଼ ପ୍ରେସର୍, ହାର୍ଟ ଭଳି ରୋଗ ହୋଇଥାଏ । ଏହା ଶରୀରରେ ଇନ୍ ସୁଲିନର ପରିମାଣ ବଢାଇ କ୍ୟାନସର ଭଳି ରୋଗ ସୃଷ୍ଟି କରିଥାଏ । ଚିନିରେ କେମିକାଲ ଗୁଣ ଥାଏ ଆଉ ଏହା କ୍ୟାନସର ସେଲ ବଢ଼ାଇଥାଏ । ଅନେକ ରିସର୍ଚ୍ଚ ଆଉ ପରୀକ୍ଷାରୁ ଜଣାପଡିଛି ଅତ୍ୟଧିକ ଚିନି ଖାଇଲେ କ୍ୟାନସର ରୋଗ ହୋଇଥାଏ ।

Around The Web