Movie prime

ସୁନ୍ଦରୀ ବୋହୂର ତଣ୍ଟି ଚିପିଥିଲେ..ଏବେ ଫାଶୀରେ ଝୁଲିବେ ସ୍ବାମୀ,ଦିଅର,ବୁଢ଼ା ଶ୍ବଶୁର

 
Gg
ଏବେ ନବବଧୂ ହ-ତ୍ୟା ମାମଲା ରେ ଆସି ଯାଇଛି ପୋଷ୍ଟମୋଟମ ରିପୋର୍ଟ। ସ୍ବାମୀ ସହ ପରିବାର ଲୋକମାନେ ମିଶି କରିଥିଲେ ଏହି ନବବଧୂ ଜଣକ ହ-ତ୍ୟା। ରାଜନେତା ବୋଲି ମଧ୍ୟ ପୋଲିସ ଏବେ କିଛି କହୁନି କି ପଦକ୍ଷେପ ମଧ୍ୟ ନେଉନି। ସେ ଘଟଣା ବୋଧ ହୁଏ ଏବେ ସବୁ ଭୁଲି ଯାଇଛନ୍ତି। ହେଲେ ଜଣେ ବାପା ନିଜ ଛାତି ଭିତର କୋହକୁ ସମ୍ଭାଳି ପାରୁନି।ଆଜି ମଧ୍ୟ ନିଜ ଝିଅକୁ ନ୍ୟାୟ ମିଳୁ ବୋଲି ପୋଲିସ ଆଗରେ ଗୁହାରି କରୁଛନ୍ତି।
 V
ମାଆ ସିନା ମନ ଖୋଲି କାନ୍ଦି ଦିଏ ହେଲେ ବାପା କାନ୍ଦି ପାରେନି। ସେଥିପାଇଁ ଏବେ ଝିଅକୁ ନ୍ୟାୟ ମିଳିବା ପାଇଁ ରାଜ ରାସ୍ତା କୁ ଓଲ୍ହାଇଛି ବାପା। ଆଉ ବାପା ସହ ପୂରା ପରିବାର ଲୋକେ ଅଛନ୍ତି।ତିନି ମାସ ତଳେ ବିବାହ କରିଥିବା ମୌସୁମୀ ଙ୍କୁ ନ୍ୟାୟ ଦେବା ପାଇଁ ଆଜି ବାପା ଓ ଭଉଣୀ ବାହାରି ଆସିଛନ୍ତି। ହେଲେ ମୌସୁମୀ ଯାହାଙ୍କୁ ବାହା ହୋଇ ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ଘର ଛାଡ଼ି ଆସିଥିଲେ,
Hh
ସେ ସ୍ବାମୀ ଗୋଟେ ବର୍ଷ ମଧ୍ୟ ନିଜ ସ୍ତ୍ରୀ କୁ ପାଖରେ ରଖି ପାରିଲା ନାହିଁ ନିଜ ସ୍ତ୍ରୀ କୁ ପରିବାର ଲୋକଙ୍କ ସହ ମିଶି ଧୋକା ଦେଲା। ବିବାହର ସାତ ମଙ୍ଗଳା ପର୍ଯ୍ୟନ୍ତ ସବୁକିଛି ଠିକଠାକ ଚାଲିଥିଲା। ହେଲେ ଏହାପରେ ଆରମ୍ଭ ହୋଇ ଯାଇଥିଲା ମୌସୁମୀ ଉପରେ ଯୌତୁକ ନିର୍ଯାତନା। ମୌସୁମୀ ଙ୍କୁ ଶାଶୁଘର ଲୋକେ ଖୁବ୍ ନିର୍ଯାତନା ଦେଉଥିଲେ। ଏତେ ସବୁ ପରେ ମଧ୍ୟ ମୌସୁମୀ କାଳେ ଆଗକୁ ନିଜ ସ୍ବାମୀ ସୁଧୁରି ଯିବ ବୋଲି ଭାବି ଥିଲେ।
ସବୁକିଛି ସହି ଯାଇଥିଲେ ହେଲେ ଜାଣି ନଥିଲେ କି ସ୍ବାମୀଙ୍କୁ ଏମିତି ଅନ୍ଧ ପରି ଭଲ ପାଇବା ତାଙ୍କୁ ଏଭଳି ଏକ ପରିସ୍ଥିତି ରେ ପକାଇ ଦେଵ ବୋଲି। ଶେଷରେ ବୋହୂ ମୌସୁମୀ ଙ୍କୁ ଜୀବନରୁ ମାରି ଦେଇଥିଲେ ତାଙ୍କର ଶାଶୁ ଘର ଲୋକେ। ଜିଲ୍ଲା ଛାତ୍ର ବିଜେଡ଼ି ନେତା ସୁରଜ୍ ମହାପାତ୍ରଙ୍କ ବଡ଼ ଭାଇଙ୍କ ପତ୍ନୀଙ୍କୁ ଶାରୀରିକ ନିର୍ଯ୍ୟାତନା ସହ ହ-ତ୍ୟା ଅଭିଯୋଗ କରିଛନ୍ତି ମୃ-ତ ମୌସୁମୀ ଙ୍କ ପରିବାର ଲୋକେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.