Movie prime

ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ମିଛ ସ୍ବାମୀକୁ ୨ କୋଟିର ଫ୍ୟାନ୍ସି କାର

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଅନୀଲ ମହାନ୍ତିଙ୍କୁ ନେଇ ଆସୁଥିବା ଖବର ଜାଣି ପାରୁଛନ୍ତି । ଏବେ ସାମ୍ନାକୁ ଆସିଛି ଅନୀଲ ମହାନ୍ତିଙ୍କ ପାଖରେ ଥିବା ଦୁଇଟି ଲକଜରିଅସ ଦାମୀ ଗାଡ଼ି । ଏହି ଯୁବକ ଜଣକ ହେଉଛନ୍ତି ଜଣେ ହାଇ ପ୍ରୋଫାଇଲ୍ ଠକ । ଆଉ ସେ ଏଭଳି ସବୁ ଠକାମୀ କରିଥାନ୍ତି । ଏହି ଯୁବକ ଜଣକ ଲୋକଙ୍କୁ ମିଛ କହି ଠକି ନିଜର ମସ୍ତ ଲାଇଫ ବିତାଉଥିଲା । ସେ ଦାମୀ ଦାମୀ ଗାଡ଼ି କିଣୁଥିଲା ଆଉ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା । ଏବେ ତାଙ୍କର ସତ ସାମ୍ନାକୁ ଆସିଛି ।
Hh
କମିଶନରେଟ ପୋଲିସ ତାଙ୍କୁ ଏବେ ଗିରଫ କରି ଜେଲରେ ଭର୍ତ୍ତି କରିଛି । ଝାରପଡା ଜେଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଏବେ ପୋଲିସ ଏହି ବ୍ୟକ୍ତି ଜଣଙ୍କୁ ନେଇ ତଦନ୍ତ କରୁଛନ୍ତି । ସେ କେତେ ଟଙ୍କା କାହା ଠାରୁ ଆଣିଛନ୍ତି ଆଉ କଣ ସବୁ କରିଛନ୍ତି ଏନେଇ ଏବେ ଖୋଳତାଡ କରାଯାଉଛି । କମିଶନରେଟ ପୋଲିସର ଟିମ୍ ଅନୀଲ ମହାନ୍ତି ଏବଂ ହଂଶିତାଙ୍କୁ ଗିରଫ କରିଛି ପୋଲିସ । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏହି ଦୁଇଜଣ ମନ୍ତ୍ରୀ ପି.କେ ମିଶ୍ରଙ୍କ ଝିଅ ଜ୍ୱାଇଁ ବୋଲି ନିଜକୁ କହିଥିଲେ । 
Bb
ଆଉ ଏହା କହି ସମସ୍ତଙ୍କୁ ଚୁନା ଲଗାଇଥିଲେ । ସେ ଅନେକ ରାଜନେତା ଆଉ ବିଲଡରମାନଙ୍କୁ ଚୁନା ଲଗାଇଥିଲେ । ତାଙ୍କ ବିରୋଧରେ ତିନୋଟି ଅଭିଯୋଗ ଆସିଥିଲା । ଆଉ ଏହି ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଟେଣ୍ଡର ଦେବା ନାଁରେ ସେମାନେ ଚୁନା ଲଗାଇଥିଲେ । ଏହି ଘଟଣାରେ ତାଙ୍କୁ ଗିରଫ କରିବା ପରେ ତାଙ୍କ ଆୟର କେତେ ଅଧିକ ସମ୍ପତ୍ତି ସେମାନେ ରଖିଛନ୍ତି ଏହାକୁ ନେଇ ତଦନ୍ତ କରାଯାଉଛି । ଆୟକର ବିଭାଗ ଏବେ ଏନେଇ ତଦନ୍ତ ଆରମ୍ଭ କରିଛି । 
ସେମାନେ ଯେଉଁ ଟଙ୍କା ରୋଜଗାର କରୁଥିଲେ ତାର ଟିକସ ସେ ଦେଉଥିଲେ କି ନାହିଁ ଏହିସବୁ କଥାର ସତ୍ୟାସତ୍ୟ ଏବେ ତଦନ୍ତ ହେଉଛି । ଦୁଇଟି ଗାଡ଼ିର ନମ୍ବର ହେଉଛି ୭୭୭୭ । ଆଉ ଏହି ଦୁଇଟି ଗାଡ଼ି ଯାହାର ରଙ୍ଗ ଧଳା ଆଉ ନୀଳ ଅଟେ । ଏହି ଗାଡ଼ି ଦୁଇଟି ବହୁତ ଦାମୀ ଅଟେ । ଏହି ଦୁଇଜଣଙ୍କର ଝାଡ଼ଖଣ୍ଡରେ ମଧ୍ୟ ଘର ରହିଛି । ଏବେ ତନ୍ନ ତନ୍ନ କରି ଏହି ଘଟଣାର ତଦନ୍ତ କରାଯାଉଛି । ସେ କୋଟି କୋଟି ଟଙ୍କା କାରବାର କରୁଥିଲେ । ଆଉ ଅନେକ ମିଛ କହି ଲୋକଙ୍କ ଠାରୁ ଅନେକ ଟଙ୍କା ଲୁଟି ନେଇ ଏଭଳି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ । ଏବେ ପୋଲିସ ତାଙ୍କୁ ଗିରଫ କରିଛି ଏବଂ ଆୟକର ବିଭାଗ ଏହୁସବୁର ତଦନ୍ତ କରୁଛି ।

Around The Web