Movie prime

ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ପାରାଦୀପରେ କୁଢ଼କୁଢ଼ ଶ-ବ ଦେଖି ଲୋକେ ଛାନିଆ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପାରାଦ୍ଵୀପ ସହରରେ ଘଟିଥିବା ଘଟଣା ବିଷୟରେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । କାଉ ମଡକକୁ ନେଇ ବାର୍ଡ ଫ୍ଲୁ ଆତଙ୍କରେ ବନ୍ଦର ନଗରୀ ପାରାଦ୍ଵୀପ ଅଞ୍ଚଳବାସୀ । କେବଳ କାଉ ନୁହେଁ ବରଂ ପାରା ଏବଂ ଅନ୍ୟ ପ୍ରଜାତିର ପକ୍ଷୀମାନେ ତଳକୁ ଖସି ପଡ଼ୁଛନ୍ତି । ଆଉ ତଳକୁ ଖସି ପଡ଼ିବା ପରେ କିଛି ସମୟ ପାଇଁ ଘୁମାଉଛନ୍ତି ଆଉ ତାପରେ ମରି ଯାଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ।
Bb
ଏହି ଘଟଣାକୁ ନେଇ ଅଜଣା ଆତଙ୍କରେ ରହିଛନ୍ତି ଅଞ୍ଚଳବାସୀ । କିଛିଦିନ ହେବ କ୍ରମାଗତ ଭାବରେ ବନ୍ଦର ନଗରୀ ପାରାଦ୍ଵୀପର ନେହେରୁ ବଙ୍ଗଳା, ବଡ଼ବଡ଼ିଆ, ମଧୁବନ ଏବଂ ନୂଆ ବଜାର ସମେତ ଅନେକ ସ୍ଥାନରେ କାଉ ମଡ଼କ ଦେଖିବାକୁ ମିଳୁଛି । ସାଧାରଣତଃ ଶୀତଦିନେ ପାରାଦ୍ଵୀପ ସହରକୁ ଛୁଟି ଆସିଥାନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ । ଆଉ ସ୍ଥାନୀୟ ଅଞ୍ଚଳରେ ଏଭଳି କାଉର ମୃ-ତ୍ୟୁ ହେଉଛି ତାହାକୁ ନେଇ ଏବେ ଚିନ୍ତାରେ ପାରାଦ୍ଵୀପ ବାସୀ । ବିଦେଶରୁ ଆସିଥିବା ପକ୍ଷୀମାନଙ୍କ ଠାରୁ ସଂକ୍ରମିତ ହୋଇଛନ୍ତି କି ଏହି କାଉ ? ଏଭଳି ମଧ୍ୟ ପ୍ରଶ୍ନ ଆସୁଛି ।
Bb
ଏବେ ପାରାଦ୍ଵୀପ ଅଞ୍ଚଳର ପଶୁ ଚିକିତ୍ସକ ନିରଞ୍ଜନ ବେହେରା ଏହି ବିଷୟକୁ ନେଇ କିଛି କହିଛନ୍ତି । ସେ କହିଛନ୍ତି, ଏଥିପ୍ରତି ଭୟଭୀତ ହୁଅନ୍ତୁ ନାହିଁ । ଆଉ କାଉମାନଙ୍କର ଏଭଳି ଅବସ୍ଥା ହେବାର କାରଣ ହେଉଛି ତାପମାତ୍ରାରେ ପରିବର୍ତ୍ତନ । ଶୀତ ପଡୁଛି ସେଥିପାଇଁ କାଉମାନଙ୍କର ଏଭଳି ଅବସ୍ଥା ହୋଇଛି ।
କେତେକ ସ୍ଥାନରେ ଅଳ୍ପ କାଉ ଏଭଳି ମରି ପଡିଛନ୍ତି । ଆଉ ଏହିସବୁକୁ ନେଇ ଭୟଭୀତ କରନ୍ତୁ ନାହିଁ । ପାରାଦ୍ବୀପରେ କୌଣସି କୁକୁଡ଼ା ଫାର୍ମ ନାହିଁ । ଆଉ ଏବେ ବାର୍ଡ ଫ୍ଲୁ ଆଶଙ୍କା କରି ପକ୍ଷୀମାନଙ୍କୁ ନେଇ ପରୀକ୍ଷା ପାଇଁ ପଠାଯାଇଛି । ଏହି ସବୁ କଥା ପଶୁ ଚିକିତ୍ସକ କହିଛନ୍ତି ।

Around The Web