ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅଧାରୁ ଛିଡ଼ିଗଲା ଛୁଆଙ୍କ ହେଲିକ୍ୟାପ୍ଟର ଦୋଳି ମ-ରିଗଲା ୫ବର୍ଷର ପୁଅ
Dec 28, 2024, 11:21 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଜଣେ କୁନି ପିଲା ଯାହାର ବୟସ ୫ ବର୍ଷ ତାସହ କଣ ସବୁ ଘଟିଲା ତାହା ଜାଣିପାରିବେ । ଛୋଟ ପିଲାମାନେ ଦୋଳି ଖେଳିବାକୁ ଭଲ ପାଆନ୍ତି ଆଉ ତାଙ୍କ ପାଇଁ ମଧ୍ୟ ସବୁ ପ୍ରକାରର ପର୍ବପର୍ବାଣୀରେ ଦୋଳିର ବ୍ୟବସ୍ଥା ହୋଇଥାଏ । ପ୍ରାୟ ସବୁ ପ୍ରକାରର ଯାନୀ ଯାତ୍ରାରେ ହେଲିକପ୍ଟର ଦୋଳି ଛୋଟ ଛୁଆଙ୍କ ପାଇଁ ପଡ଼ିଥାଏ ।
ଏହାକୁ ନେଇ ଏବେ କିଛି ଖବର ଆସିଛି । ହେଲିକପ୍ଟର ଦୋଳି ପଡ଼ିଥିଲା । ଆଉ ଦୋଳି ଖେଳିବା ସମୟରେ ଅଧାରୁ ଛିଣ୍ଡି ଯାଇଥିଲା ଏହି ଦୋଳି । ଆଉ ଏହି ଦୋଳିରେ ୫ ବର୍ଷର ଛୁଆଟିଏ ବସିଥିଲା । ଆଉ ସେ କଚାଡି ହୋଇ ତଳେ ପଡ଼ିଗଲା । ମେଳାରେ ହେଲିକପ୍ଟର ଦୋଳି ପଡ଼ିଥିଲା ଆଉ ଏହି ଦୋଳି ଅଧାରୁ ଛିଣ୍ଡି ଯାଇଥିଲା ଆଉ ସେଥିରେ ଜଣେ ୫ ବର୍ଷର କୁନି ଛୁଆ ବସିଥିଲା । ସେ ଗଳି ପଡ଼ିବା ପରେ ତାର ମୁଣ୍ଡ ଏକ ରଡରେ ବାଜିଥିଲା ।
ମେଳାରେ ଲୋକଙ୍କ ସଂଖ୍ୟା ଫୁଲ ଥାଏ । ଆଉ ଲୋକମାନେ ହୋ ହାଲ୍ଲା ହୋଇଥାନ୍ତି । ଏହି ଭିତରେ ଏହି କୁନି ପୁଅର ବାପା ଆଉ ମାଆ ତାଙ୍କ ପୁଅକୁ ବଞ୍ଚାଅ ବଞ୍ଚାଅ କହି ଚିତ୍କାର କରୁଥିଲେ । ଗାଁରେ ମେଳା ପଡ଼ିଥିଲା । ଆଉ ମେଳାରେ ଅନେକ ପ୍ରକାରର ଦୋଳି ପଡ଼ିଥିଲା । ଛୋଟ ଛୁଆମାନେ ଦୋଳି ଖେଳିବାକୁ ଜିଦି କରିଥାନ୍ତି । ଏଭଳି ଏକ ଗାଁରେ ହୋଇଥିବା ମେଳାକୁ ବୁଲିବାକୁ ଯାଇଥିଲେ ପରିବାର । ଆଉ ଛୁଆ ଦୋଳି ଖେଳିବାକୁ ଜିଦ୍ ଧରିଥିଲା । ଏହାପରେ ତାକୁ ବାପା ମା ଦୋଳିରେ ବସାଇ ଦେଇଥିଲେ ।
ଏହାପରେ ହଠାତ୍ ଏହି ହେଲିକପ୍ଟର ଦୋଳିରେ ଝରକା ଖୋଲି ଯାଇଥିଲା । ଆଉ ତାପରେ ଏହି ପାଞ୍ଚ ବର୍ଷର ପୁଅ ତଳେ ପଡି ଯାଇଥିଲା । ସେ ପଡ଼ିଯିବା ପରେ ସେହି ଦୋଳିରେ ଥିବା ଏକ ରଡରେ ତାର ମୁଣ୍ଡ ପିଟି ହୋଇ ଯାଇଥିଲା । ଏହାପରେ ସଂଗେସଂଗେ କୁନି ପୁଅକୁ ମେଡ଼ିକାଲକୁ ନିଆ ଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ଏହିସବୁ ଦୃଶ୍ୟ ମୋବାଇଲରେ କଏଦ ହୋଇଛି । ଏବେ ଏହି ଘଟଣା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣା ଗୁଜୁରାଟ ରାଜ୍ୟରେ ଘଟିଛି ।