Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅଦୃଶ୍ୟ ହେଇଗଲା ଶ୍ରୀମନ୍ଦିର ହାତ ଟେକିଦେଲେ ଭକ୍ତ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଶ୍ରୀମନ୍ଦିରକୁ ନେଇ ଆସିଛି କିଛି ଖବର ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ହଠାତ୍ ଗୋଟି ଆସିଲା ଅନ୍ଧାର ଶ୍ରୀମନ୍ଦିରର ନୀଳଚକ୍ର ଦେଖା ଗଲା ନାହିଁ । ଏହା ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଏହା ସେଠାରେ ଥିବା ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆଉ ଡରରେ ହାତ ଟେକି ଦେଲେ । ଭୟରେ ଭକ୍ତମାନେ ହାତ ଭଗବାନଙ୍କୁ ଟେକି ଦେଲେ । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ପରେ ପୃଥିବୀରେ ଏକ ଅଜବ ପରିବର୍ତ୍ତନ ହୋଇଛି । 
Vv
ଗୋଟିଏ ପଟେ ତାପମାତ୍ରା ୫୨ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଅନେକ କିଛି ପରିବର୍ତ୍ତନ ଏବେ ଦେଖାଯାଇଛି । ରାଜ୍ୟରେ ଜାନୁଆରୀ ମାସ ହେଲା ବେଳକୁ ଶୀତ ଉଭାଇ ଯାଇଛି । ଆଉ ଉପକୂଳ ଜିଲ୍ଲା ଗୁଡ଼ିକରେ ଘନ କୁହୁଡି ଦେଖିବାକୁ ମିଳିଛି । ଘନ କୁହୁଡି ଏବେ ଅନେକ ସ୍ଥାନରେ ଦେଖାଯାଉଛି । ଆଉ ଏହି ଘନ କୁହୁଡି ଯୋଗୁଁ ରାସ୍ତାଘାଟ ମଧ୍ୟ ଦେଖାଯାଉ ନାହିଁ । ରାଜ୍ୟର ଉପକୂଳ ଜିଲ୍ଲା ଗୁଡ଼ିକୁ ଏବେ ଘନ କୁହୁଡି କବଳିତ କରିଛି । ଏଭଳି ପରିବର୍ତ୍ତନ ଏବେ ଅସ୍ବାଭାବିକ ପରିବର୍ତ୍ତନ ଲୋକଙ୍କୁ ପ୍ରଭାବିତ କରିଛି । 
Gg
ଏହି ଘନ କୁହୁଡି ଫଳ, ଫୁଲ, ପନିପରିବା ସହ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରିଛି । ଗତ ଚାରିଦିନ ହେବ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ୨୮ ତାରିଖ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆଜି ଘନ କୁହୁଡିର ମୋଟା ଚାଦର ତଳେ ଘୋଡାଇ ହୋଇ ରହିଥିଲା ପୁରୀ ସହର । ସବୁକିଛି କୁହୁଡି ତଳେ ଲୁଚି ଯାଇଥିଲା । ଆଉ ଘନ କୁହୁଡ଼ିରେ ଅଦୃଶ୍ୟ ହୋଇ ଯାଇଥିଲା ଶ୍ରୀମନ୍ଦିର । ଲୋକମାନେ ପ୍ରଭୁଙ୍କ ଦର୍ଶନ କରିବା ପରେ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । 
ଅନେକ ସମୟରେ ଏହି କୁହୁଡି କାରଣରୁ ଅନେକ ସ୍ଥାନରେ ଦୁର୍ଘଟଣା ହେଉଛି । ଏହି ଚାରିଦିନ ଭିତରେ ପୁରୀ ସହର ଏବଂ ତାର ଅନେକ ସ୍ଥାନରେ ଦୁର୍ଘଟଣା ଘଟିଥିବା ବେଳେ ତିନିଜଣଙ୍କର ମୃ-ତ୍ୟୁ ହୋଇଛି । ଯାତାୟତ କରିବା ପାଇଁ ବାଧା ସୃଷ୍ଟି ହେଉଛି । ଏହି ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏବେ ଏହି ଘନ କୁହୁଡି କାରଣରୁ ଅନେକ ଧନଜୀବନ ନଷ୍ଟ ହୋଇ ଗଲାଣି । ଆଉ ଏହାସହ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ସେଥିପାଇଁ ଏହି ଘନ କୁହୁଡୁରେ ଯାତାୟାତ କରିବା ସମୟରେ ସତର୍କ ରହିବା ଉଚିତ୍ ।

Around The Web